Odisha Link
Bridging the Missing Links in Odisha
Daily Archives

December 28, 2022

ରୁଷୀୟ ପର୍ଯ୍ୟଟକ ମୃତ୍ୟୁର ଚାଲିଛି…

ଓଏଲ୍‌ ବ୍ୟୁରୋ : ରାୟଗଡ଼ାରେ ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ। ୨ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବାବେଳେ ମୃତ ପର୍ଯ୍ୟଟକଙ୍କ ସାଙ୍ଗରେ ବୁଲି ଆସିଥିବା ଅନ୍ୟ ୨ ରୁଷୀୟ ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ରୁଷୀୟ ଦମ୍ପତିଙ୍କ ସହ ଟୁର ଗାଇଡ୍…

ଛାତ୍ରକୁ ବଞ୍ଚାଇବାକୁ ଯାଇ ଗଭୀର ଜଳରେ…

ଓଏଲ୍‌ ବ୍ୟୁରୋ : ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଶିକ୍ଷକଙ୍କ ଜୀବନ। ଗଭୀର ଜଳରେ ବୁଡି ଶିକ୍ଷକ ମୃତ। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରୁ। ନଦୀରେ ଜଣେ ଛାତ୍ର ଗାଧୋଇବା ସମୟରେ ବୁଡ଼ିଯାଉଥିବା ଦେଖି ତାଙ୍କୁ…

ଭୁବନେଶ୍ୱରରୁ ସିଧାସଳଖ ଦୁବାଇ,…

ଓଏଲ୍‌ ବ୍ୟୁରୋ : ଆନ୍ତର୍ଜାତିକ ବିମାନ ଚଳାଚଳକୁ ନେଇ ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ। ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁର ଭଳି ଆନ୍ତର୍ଜାତିକ ସହରକୁ ସିଧାସଳଖ ବିମାନ ଚଳାଚଳ କରାଯିବା ନେଇ ନିଷ୍ପତି ନିଆଯାଇଛି। ରାଜ୍ୟ କ୍ୟାବିନେଟରେ ଏଭଳି ନିଷ୍ପତି…

ଦେଶରେ ସାପ୍ତାହିକ କରୋନା ସଂକ୍ରମଣ…

ଓଏଲ୍‌ ବ୍ୟୁରୋ : ଚୀନରେ ହୁ ହୁ ହୋଇ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ। ଭାରତ ସରକାର ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ଉଦ୍ବୋଧନ ଦେଇଥିଲେ। ହେଲେ ଦୁଇମାସ ପରେ ଆଜି ଦେଶରେ ସାପ୍ତାହିକ ସଂକ୍ରମଣ ୧୧ପ୍ରତିଶତକୁ…

ଭିଜିଲାନ୍ସ ପଞ୍ଝାରେ ଭବାନୀପାଟଣା ପୌର…

ଓଏଲ୍‌ ବ୍ୟୁରୋ : ପୁଣି ଭିଜିଲାନ୍ସ ପଞ୍ଝାରେ ସରକାରୀ କର୍ମୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭବାନୀପାଟଣା…

ଶ୍ରୀଲଙ୍କା ବିପକ୍ଷ ସିରିଜରୁ…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଦଳର କମାଣ ସମ୍ଭାଳିବେ ରୋହିତ ଶର୍ମା। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଟି-୨୦ ସିରିଜରେ…

ଆଜି ଆସୁଛନ୍ତି ଜେପି ନଡ୍ଡା, ବିଜେପି…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦଳର ନେତା ଓ କର୍ମୀଙ୍କୁ ମନ୍ତ୍ର ଦେବେ ଶ୍ରୀ ନଡ୍ଡା। ୨୦୧୯ ତୁଳନାରେ ୨୪ ନିର୍ବାଚନରେ ଓଡ଼ିଶାରେ ଭୋଟ୍ ହାର ୫୦ ପ୍ରତିଶତକୁ ବୃଦ୍ଧି ସହ ଅଧିକ ଲୋକସଭା ଓ ବିଧାନସଭା ସିଟ୍ ଜିତିବା ଲକ୍ଷ୍ୟରେ ରହିଛି ବିଜେପି। ଏହାକୁ…

୨୬ ହଜାର ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ…

ଓଏଲ୍‌ ବ୍ୟୁରୋ: ବେସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଶିକ୍ଷକ ଓ କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ଏଣିକି ୨୬ ହଜାର ଶିକ୍ଷକ ସପ୍ତମ ବେତନ ହାରରେ ଦରମା ପାଇବେ। ୨୦୨୧ ମସିହା ଡିସେମ୍ବର ୩୧ସୁଦ୍ଧା ଶତ ପ୍ରତିଶତ ଅନୁଦାନ ପାଉଥିବା ବିଦ୍ୟାଳୟ ହିଁ…