Odisha Link
Bridging the Missing Links in Odisha
Daily Archives

January 5, 2023

୩୦ କୁକୁରଙ୍କୁ ଗୁଳି କରି ହତ୍ୟା କଲା…

ଓଏଲ୍‌ ବ୍ୟୁରୋ : ବଣୁଆ କୁକୁର ସୃଷ୍ଟି କରିଛନ୍ତି ଆତଙ୍କ। ଆତଙ୍କ କରୁଥିବା ବଣୁଆ କୁକୁରଙ୍କୁ ଗୁଳି କରିଛି ସୁଟର୍‌ ଟିମ୍‌। ସରକାରଙ୍କ ଅନୁମତି କ୍ରମେ ୩୦ ବଣୁଆ କୁକୁରଙ୍କୁ ହତ୍ୟା କରିଛି ସୁଟର୍‌ ଟିମ୍‌। ତେବେ ଘଟଣାଟି ବିହାରର ବେଗୁସରାଇ ଜିଲ୍ଲାରେ ଘଟିଥିବାବେଳେ ପ୍ରାୟ ୩୦ଟି ବୁଲା କୁକୁରଙ୍କୁ ଗୁଳି…

ରାଜଧାନୀରେ ମହିଳା ଏସଆଇଙ୍କୁ ଆକ୍ରମଣ…

ଓଏଲ୍‌ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଘଟିଥିଲା ଆତଙ୍କରାଜ। ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ଆତଙ୍କମାନେ ଯାହାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ତେବେ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଆତଙ୍କ ସୃଷ୍ଟି କରିଥିବା…

ତୁମୁଳକାଣ୍ଡ ଘଟାଇଥିବା ବିଜେବି କଲେଜ…

ଓଏଲ୍‌ ବ୍ୟୁରୋ : ପୂର୍ବରୁ ବିଜେବି ଜୁନିଅର କଲେଜରେ ସିନିୟର ଓ ଜୁନିଅର ହାତାହାତି ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏଜି ଘଟଣାର ଅଭିଯୋଗ ପରେ ପୁଲିସ ତଦନ୍ତ କରି ମାଡ଼ ମାରିଥିବା ସିନିୟରକୁ ଗିରଫ କରିଛି। ତେବେ କଲେଜ ପରିସରରେ ରାଗିଂକୁ ନେଇ ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଥିଲା। ସୂଚନା…

ସିରିଜ ଦୁର୍ଘଟଣା : ଜଣେ ମୃତ, ୨ ଆହତ

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ଏକ ସିରିଜ ଦୁର୍ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ ଏବଂ ଦୁଇ ଛାତ୍ରୀ ଆହତ। ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେ ଗାଁ ନିକଟରେ ଘଟିଥିବାବେଳେ ଏକ କାର୍‌ ଦ୍ରୁତଗତିରେ ଆସି ବାଇକ୍‌ ଧକ୍କାକୁ ଦେଇଥିଲା ଫଳରେ ବାଇକ ଆରୋହୀଙ୍କର…

ଚିତ୍ରକୋଣ୍ଡାରେ ବାଇକ୍‌ ଆମ୍ବୁଲାନ୍ସ…

ଓଏଲ୍‌ ବ୍ୟୁରୋ : ଦୁର୍ଗମ ଅଞ୍ଚଳବାସୀଙ୍କ ସୁବିଧା ଦେବା ପାଇଁ ଆରମ୍ଭ ହୋଇଛି ବାଇକ ଆମ୍ବୁଲାନ୍ସ ସେବା, ଯାହାଦ୍ୱାରା ଉପକୃତ ହେବେ ରୋଗୀ। ଏହି ସେବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ନାବାର୍ଡ ପକ୍ଷରୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇ…

ଓଡ଼ିଶାରେ ୫ଜି ସେବା ଆରମ୍ଭ

ଓଏଲ୍‌ ବ୍ୟୁରୋ : ଆଜିଠୁ ଓଡ଼ିଶାରେ ଆରମ୍ଭ ଫାଇଭ୍ ଜି ସେବା। ଶିକ୍ଷା, ସ୍ୱାସ୍ଥ୍ୟ ତଥା ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ ୫ଜି ବ୍ୟବହାରକାରୀ। ସୂଚନା ଅନୁସାରେ ୫ଜି ସେବା ୪ଜି ସେବା ଅପେକ୍ଷା ୧୦ଗୁଣା ଅଧିକ ସ୍ପୀଡରେ ଚାଲିବ ବୋଲି ଜଣା ପଡିଛି। କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ…