Odisha Link
Bridging the Missing Links in Odisha
Daily Archives

January 5, 2023

୫ଜି ଲ୍ୟାବ୍‌ ପ୍ରତିଷ୍ଠା ନିମନ୍ତେ ସୋଆ…

ଭୁବନେଶ୍ୱର: ଏକ ୫ ଜି ଲ୍ୟାବ୍‌ ପ୍ରତିଷ୍ଠା ଏବଂ ଅପ୍ଟିକାଲ୍‌ କମ୍ୟୁନିକେସନ୍‌ ଏବଂ ୬-ଜି ଭଳି ନୂତନ ବୈଷୟିକ ଜ୍ଞାନ କୌଶଳ ପ୍ରସ୍ତୁତି କ୍ଷେତ୍ରରେ ସହଭାଗିତାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଓ ପ୍ଲାଟଫର୍ମ୍‌ସ ଲିମିଟେଡ୍‌ (ଜେପିଏଲ୍‌) ମଧ୍ୟରେ ଏକ…

ଦାସୁନ ଶଣକାଙ୍କ ବିସ୍ଫୋରକ ଇନିଂସ୍, ଭାରତ…

ଓଏଲ୍‌ ବ୍ୟୁରୋ: ପୁଣେରେ ଖେଳାଯାଉଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାର ଦମଦାର ବ୍ୟାଟିଂ ପ୍ରଦର୍ଶନ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ ଓ୍ବିକେଟ ହରାଇ ମୋଟ ରନ୍‌ କରିଛି । ଭାରତର ଖରାପ ବୋଲିଂର ଫାଇଦା ଉଠାଇ ଶ୍ରୀଲଙ୍କା ଦଳ ୨୦୬ ରନ୍‌ କରିବାରେ ସକ୍ଷମ ହୋଇଛି ।…

ଜିଓ ପକ୍ଷରୁ ଓଡ଼ିଶାରେ ଟ୍ରୁ-୫ଜିର…

ଭୁବନେଶ୍ୱର: ମାନ୍ୟବର କେନ୍ଦ୍ର ଯୋଗାଯୋଗ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅତୁଲ୍ୟ ଭାରତର ଆତ୍ମା ଭାବେ ପରିଚିତ ଓଡ଼ିଶାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛନ୍ତି।…

ଓଡ଼ିଶାରେ କେତେ କୋଟି ଭୋଟର ଅଛନ୍ତି ?

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ୨୦୨୩ ବର୍ଷର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା। ରାଜ୍ୟରେ ଏବେ ମୋଟ ୩କୋଟି ୨୩ ଲକ୍ଷ ୪୯ହଜାର ୩୪୧ଜଣ ଭୋଟର ଅଛନ୍ତି। ସେମଧ୍ୟରୁ ୧କୋଟି ୬୪ଲକ୍ଷ ୯୬ହଜାର ୧୫୩ଜଣ ପୁରୁଷ ଓ ୧କୋଟି ୫୮ଲକ୍ଷ ୪୯ହଜାର ୯୬୬ଜଣ ମହିଳା ଭୋଟର ରହିଛନ୍ତି। ସେହିପରି ୩୨୨୨ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।…

୨୦୨୪ ଜାନୁଆରୀ ପହିଲାରେ ଖୋଲିବ ଅଯୋଧ୍ୟାର…

ଓଏଲ୍‌ ବ୍ୟୁରୋ: ୨୦୨୪ରେ ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରି ସାରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ୨୦୨୪ର ଜାନୁଆରୀ ୧ରେ ଅଯୋଧ୍ୟରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ…

ଚିଟଫଣ୍ଡ ମାମଲାର ତଦନ୍ତରେ ବିଳମ୍ବ,…

ଓଏଲ୍‌ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଥିବା ଚିଟଫଣ୍ଡ ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା ଚିଟଫଣ୍ଡ ମାମଲାର ଖଣ୍ଡପୀଠରେ ଶୁଣାଣୀ ବେଳେ କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ମାନ୍ୟବର ନ୍ୟାୟାଳୟ। ଇଡି ସିବିଆଇ ତଦନ୍ତ କରୁଥିବା…

ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ…

ଓଏଲ୍‌ ବ୍ୟୁରୋ : ହକି ବିଶ୍ୱକପ ୨୦୨୩କୁ ନେଇ ଉତ୍ସାହିତ ହକିପ୍ରେମୀ। ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ। ଏହି ହକି ବିଶ୍ୱକପ ପାଇଁ ଭାରତର ବଡ ହକି ଷ୍ଟାଡିୟମର ମାନ୍ୟତା ପାଇଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ବେଆଇନ୍ ଉଚ୍ଛେଦ ପ୍ରକିୟାରେ ରୋକ୍‌…

ଓଏଲ୍‌ ବ୍ୟୁରୋ : ରେଳବାଇ ଜମିରୁ ଜବରଦଖଲ ହଟାଇବା ନେଇ ପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ତେବେ ଏହି ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିବା ଅନୁସାରେ ଉଚ୍ଛେଦ ହେବାକୁ ଥିବା ଲୋକଙ୍କ ସମସ୍ୟା ଓ ମାନବିକ ଦୃଷ୍ଟିକୋଣକୁ…

୭୫ ବର୍ଷରୁ ଅଧିକ ବୟସ ବରିଷ୍ଠ ନାଗରିକ…

ଓଏଲ୍‌ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଏକ ବଡ ସୂଚନା। ଆୟକର ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବନି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଟୁଇଟ୍ କରି ଏ ବାବଦରେ ସୂଚନା ଦିଆଯାଇଥିବାବେଳେ ଏଣିକି ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ…

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା

ଓଏଲ୍‌ ବ୍ୟୁରୋ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ବୋର୍ଡ ପରୀକ୍ଷାକୁ ନେଇ ବଡ଼ ସୂଚନା। ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବୋର୍ଡର ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ନେଇ ବୋର୍ଡ ସଭାପତି ସୂଚନା ଦେଇ କହିଛନ୍ତି ମାର୍ଚ୍ଚ ୧୦ରୁ ୧୭ ମାଟ୍ରିକ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପୂର୍ବରୁ…