Odisha Link
Bridging the Missing Links in Odisha
Daily Archives

February 10, 2023

ଓଡ଼ିଶା ପୁଲିସ ଏସ୍‌ଆଇ ନିଯୁକ୍ତି…

ଓଏଲ୍‌ ବ୍ୟୁରୋ : ଓଡ଼ିଶା ପୁଲିସ ନିଯୁକ୍ତି ବିଜ୍ଞପ୍ତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପୁଲିସ୍‌ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ୨୦୨୧ ମସିହା ଜୁନ୍‌ ୨୨ ତାରିଖର ନିଯୁକ୍ତି…

ସୁଆଣ୍ଡୋ ପ୍ରକଳ୍ପ କାର୍ଯ୍ୟର ତଦାରଖ କଲେ…

ଓଏଲ୍‌ ବ୍ୟୁରୋ : ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ରାଜ୍ୟ ସରକାର ଐତିହ୍ୟ ଗ୍ରାମ ସୁଆଣ୍ଡୋର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମରେ ଚାଲିଛି…

ରମାଦେବୀ ବିଶ୍ୱବିଦ୍ୟାଳୟରେ ମହାମହିମ…

ଓଏଲ୍‌ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ। ରାଷ୍ଟ୍ରପତି ବିମାନବନ୍ଦରରେ ପହଁଞ୍ଚିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉତ୍କଳ ମଣ୍ଡପରେ ଆୟୋଜିତ…

କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟ ଶାସନ…

ଓଏଲ୍‌ ବ୍ୟୁରୋ : କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ ପ୍ରଭାରୀ ଚେଲ୍ଲା କୁମାର ଓ ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହେଲେ। କଂଗ୍ରେସର ମିଶ୍ରଣ ପର୍ବ ପାଇଁ ଓଡ଼ିଶା କଂଗ୍ରେସ ସଭାପତି…

ଆକ୍ରମଣର ଶିକାର ହେଲେ ମହିଳା ଆରଆଇ

ଓଏଲ୍‌ ବ୍ୟୁରୋ : ପିପିଲି ଅନନ୍ତପୁର ଠାରେ ଘଟିଥିବା ଆକ୍ରମଣାତ୍ମକ ଘଟଣା ସାମ୍ନାକୁ ଆସିଛି। ମାଙ୍କଡା ପଥର ଗାଡ଼ିକୁ ପିଛା କରିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି ମହିଳା ଆରଆଇ। ତେବେ ଆକ୍ରମଣ ଶିକାର ହୋଇଥିବା ମହିଳା ଜଣକ ଶିଉଳା ସର୍କଲ ଆରଆଇ ଭାବେ କାର୍ଯ୍ୟରତ ଅଭିଲିପ୍ସା ପାଣ୍ଡେ। ସୂଚନା ଅନୁସାରେ,…

ସମ୍ବଲପୁରର ୨୯ ଜଣ ଓକିଲଙ୍କୁ ମିଳିଲା…

ଓଏଲ୍‌ ବ୍ୟୁରୋ : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘଦିନ ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ କାରଣରୁ କୋର୍ଟରେ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ କୋର୍ଟ ଆନ୍ଦୋଳନକାରୀ ଓକିଲ ସଂଘକୁ ଚେତାବନୀ ଦେଇଥିଲେ। କୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରି ଆନ୍ଦୋଳନକୁ ଗତ ୧୨ ତାରିଖରେ…

ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ…

ଓଏଲ୍‌ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଂଚିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ବିମାନବନ୍ଦରରେ ପହଁଞ୍ଚିବା ପରେ ଉତ୍କଳ…

ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଂଚିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବ୍ଲୁ ବୁକ୍…

ଅପହରଣ ଯୁବକ ମୃତ୍ୟୁ ମାମଲା ; ୨…

ଓଏଲ୍‌ ବ୍ୟୁରୋ : ଗତକାଲି ରାଜଧାନୀରେ ଏକ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣା ପଡିଥିଲା। ଜଣେ ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେବାବେଳେ, ଚଳନ୍ତା କାର୍‌ରୁ ଯୁବକ ଜଣକ ଡେଇଁ ପଡ଼ିଥିଲେ। ନିଜ ଜୀବନ ବଞ୍ଚାଇବ ପାଇଁ ଡେଇଁ ପଡିବା ପରେ ଥାନାରେ ପହଂଚିଥିଲେ ଯୁବକ। ତେବେ ଥାନାରେ ପହଞ୍ଚିବା…

ଦୁର୍ଘଟଣାରେ ଦମ୍ପତି ମୃତ, ଜୀବନ ସହ…

ଓଏଲ୍‌ ବ୍ୟୁରୋ : ଗତକାଲି ବଲାଙ୍ଗିର ଦେଓଗାଁ ରାସ୍ତାର ସିଂହଖମନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବରରୁ ଜଣା ପଡିଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବାପା, ମା ଓ ତାଙ୍କର ୨ ଶିଶୁ। ବାଇକକୁ ବସ୍ ଧକ୍କା ଦେବାରୁ ଏହି ଅଭାବନୀୟ ଘଟଣା ଘଟିଥିଲା। ଦୁର୍ଘଟଣାରେ ସମ୍ମୁଖୀନ ସ୍ୱାମୀର ମୃତ୍ୟୁ…