Odisha Link
Bridging the Missing Links in Odisha

ନାମ ଫଳକକୁ ନେଇ ସିଏମସି କାଉନସିଲ୍ ବୈଠକରେ ହୋହଲ୍ଲା

ତୁରନ୍ତ ଫଳକ ବଦଳାଇବା ସହ କରିଥିବା ଭୁଲ ପାଇଁ କ୍ଷମାପ୍ରାର୍ଥନା କରିବାକୁ କଂଗ୍ର୍ରେସ କର୍ପୋରେଟ ଦାବି

ଓଏଲ୍‌ ବ୍ୟୁରୋ : ନାମ ଫଳକକୁ ନେଇ ତେଜିଲା ହୋହଲ୍ଲା। କଟକ ମହାନଗର ନିଗମ କାଉନସିଲ୍ ବୈଠକରେ କଂଗ୍ରେସ କର୍ପୋରେଟରଙ୍କ ହୋହଲ୍ଲା। ନାମ ଫଳକରେ କଂଗ୍ରେସ ବିଧାୟକଙ୍କ ନାଁ ନଥିବାରୁ ମେୟରଙ୍କୁ ଘେରିଲେ କଂଗ୍ରେସ କର୍ପୋରେଟର୍। ଦୀର୍ଘ ସମୟ ଧରି ପାଟିତୁଣ୍ଡ ଯୁକ୍ତିତର୍କ ଚାଲିଥିଲା। ତୁରନ୍ତ ଫଳକ ବଦଳାଇବା ସହ କରିଥିବା ଭୁଲ ପାଇଁ କ୍ଷମାପ୍ରାର୍ଥନା କରିବାକୁ କଂଗ୍ର୍ରେସ କର୍ପୋରେଟ ଦାବି କରିଥିବା ଜଣା ପଡିଛି।

Leave A Reply

Your email address will not be published.