Odisha Link
Bridging the Missing Links in Odisha
Daily Archives

February 15, 2023

ସେଲ୍ଫି ହେଲା କାଳ ; ଚାଲିଗଲା ଯୁବକଙ୍କ…

ଓଏଲ୍‌ ବ୍ୟୁରୋ : ରାୟଗଡ଼ା ଜିଲ୍ଲାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟ୍ରେନ୍ ଉପରେ ଚଢ଼ି ସେଲ୍ଫି ନେଉଥିଲେ ଜଣେ ଯୁବକ। ସେଲ୍ଫି ନେବା ସମୟରେ ବିଦ୍ୟୁତ ତାର ଲାଗି ଜଳିଗଲେ ଯୁବକ। ତେବେ ଏହି ଦୁଃଖଦ ଘଟଣା କଲ୍ୟାଣସିଂପୁର ଥାନା ଭାଲୁମୁସକା ଷ୍ଟେସନରେ ଘଟିଛି। ସୂଚନା ଅନୁସାରେ, ଜଣେ ଯୁବକ…

ପୁଣିଥରେ ବିବାଦରେ ଜୟନାରାୟଣ ମିଶ୍ର

ଓଏଲ୍‌ ବ୍ୟୁରୋ : ଆଉ ଥରେ ଚର୍ଚ୍ଚାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମ୍ବଲପୁରରେ ପ୍ରତିବାଦ କରୁଛି ବିଜେପି। ପ୍ରତିବାଦ ସମୟରେ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜୟନାରାୟଣ ମିଶ୍ର। ସୂଚନା ଅନୁସାରେ, ବିଜେପି ଆଇନ ଶୃଙ୍ଖଳା…

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଯୁବକ ଓ…

ଓଏଲ୍‌ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ମଇଦଲପୁରରେ ଘଟିଥିବା ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରେମ ସପ୍ତାହ ସରୁ ସରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଉଛନ୍ତି ଭାଲୁଝର ଗାଁର ଓ ଯୁବକ ପାଖ ନିଳାଦ୍ରୀଗୁଡ଼ା ଗାଁର ବାସିନ୍ଦା। ସୂଚନା ଅନୁସାରେ, ମଇଦଲପୁର…

ସଡ଼କ ଦୁର୍ଘଟଣାରେ ଚାଲିଗଲା କନେଷ୍ଟବଳଙ୍କ…

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ସମ୍ବଲପୁର ଜିଲ୍ଲା ଚାରମାଳ ନିକଟରେ ଘଟିଛି। ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଅବକାରୀ ବିଭାଗର ଜଣେ କନେଷ୍ଟବଳ। ନିଜ ଘରକୁ ଛୁଟି କାଟିବାକୁ ଆସିଥିଲେ। ଛୁଟି ସାରି ନିଜର କର୍ମସ୍ଥଳକୁ ଫେରିବା ସମୟରେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲେ।…

ଗୋଟିଏ ଫଟୋ ବଢ଼ାଇଲା ଚର୍ଚ୍ଚା, ବିଆରଏସ୍‌…

ଓଏଲ୍‌ ବ୍ୟୁରୋ : ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଥିବା ବେଳେ ଏବେଠୁ ରାଜ୍ୟ ରାଜନୀତି ସରଗରମ। କିଏ ପାଇବ ଟିକେଟ, କାହାକୁ ନୂଆ ଚେହେରା କରିବ ଦଳ ଏଭଳି ଚର୍ଚ୍ଚା ସମସ୍ତ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଆଲୋଚନା। ଏସବୁ ମଧ୍ୟରେ ଭେଟେରାନ୍‌ ରାଜନେତା ବିଜୟ…

‘ଗୋପାଳ ଛଡ଼ା ଅନ୍ୟ ଦିଗରେ ତଦନ୍ତ…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନିଜର ମତ ରଖିଛନ୍ତି ବିଜୟ ମହାପାତ୍ର। ସେ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୧୫ ଦିନ ପରେ ହୋଇଥିଲେ ମଧ୍ୟ ହତ୍ୟାର କାରଣ ଏଯାଏଁ ଜଣାପଡ଼ିନି। ଗୋପାଳ ଛଡ଼ା ଅନ୍ୟ ଦିଗରେ ତଦନ୍ତ ହେଉନି, ତେଣୁ କାରଣ ଜଣାପଡୁନି।…

‘ହତ୍ୟାକାଣ୍ଡର ଭିଡିଓ ଦେଖି…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଆଜି ଗଣମାଧ୍ୟମ ସାମ୍ନାରେ ନିଜର ବିସ୍ଫୋରକ ବୟାନ ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଏଭଳି ଅନେକ ହତ୍ୟାକାଣ୍ଡ ଘଟୁଛି। ହେଲେ ବର୍ତମାନ ସୁଦ୍ଧା କୌଣସି ହତ୍ୟାକାଣ୍ଡର ସତ୍ୟ ସାମ୍ନାକୁ…

‘ହତ୍ୟା ପଛର ଷଡ଼ଯନ୍ତ୍ରକାରୀଙ୍କୁ…

ଓଏଲ୍‌ ବ୍ୟୁରୋ : ବିଭିନ୍ନ ଘଟଣାକୁ ନେଇ ଗଣମାଧ୍ୟମ ସାମ୍ନାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ ପୁରୋହିତ। ଚାଉଳ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ରାଜନୀତି କରୁଥିବା ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ଥରେ ମତ ପ୍ରକାଶ କରି ସେ କହିଛନ୍ତି, ନବ…

ଜଳୁଛି ଶିମିଳିପାଳ, ନିଆଁକୁ ଆୟତ୍ତ…

ଓଏଲ୍‌ ବ୍ୟୁରୋ : ଜଳୁଛି ଶିମିଳିପାଳ ଜଙ୍ଗଲ। ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜ ଅନନ୍ତପୁର ବିଟରେ ଜଳୁଛି ଶିମିଳିପାଳ ଜଙ୍ଗଲ। ଅନନ୍ତପୁର, ପଥରଖଣି, ସାରବସା ଓ ଖଣ୍ଡାଚିରା ଅଞ୍ଚଳରେ ଲାଗିଛି ନିଆଁ। ୨କିଲୋମିଟରରୁ ଅଧିକ ଅଞ୍ଚଳରେ ଜଳୁଛି ଜଙ୍ଗଲ। ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗ ନାକେଦମ। ସୂଚନା…

ଭୟାବହ ଅଗ୍ନିକାଣ୍ଡରେ ସହ ସହ କୁକୁଡ଼ା…

ଓଏଲ୍‌ ବ୍ୟୁରୋ : କଟକ ଜିଲ୍ଲା ନିଆଳି ତହସିଲ ଅଧୀନ ଏକବେରୁଆଁ ପଞ୍ଚାୟତ ସୁଦାନଗରରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ଏକ କୁକୁଡା ଫାର୍ମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଭୟାବହ ଅଗ୍ନିକାଣ୍ଡରେ ଜୀବନ୍ତ ଜଳିଯାଇଛନ୍ତି କୁକୁଡା ଫାର୍ମରେ ଥିବା ପାଖାପାଖି ଅଢେଇ ହଜାର କୁକୁଡ଼ା। ଗତକାଲି ବିଳମ୍ବିତ…