Odisha Link
Bridging the Missing Links in Odisha

କୋର୍ଟ ପରିସରରେ ଦମ୍ପତି ପିଟାପିଟି ଘଟଣା ; ଗିରଫ ହେଲେ ସ୍ୱାମୀ

ଦମ୍ପତି ପିଟାପିଟି ପରେ ଥାନାରେ ଏନେଇ ଅଭିଯୋଗ ହୋଇଥିଲା

ଓଏଲ୍‌ ବ୍ୟୁରୋ : କାଲି ବାଲେଶ୍ୱର ଫ୍ୟାମିଲି କୋର୍ଟରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା।ଫ୍ୟାମିଲି କୋର୍ଟ ପରିସରରେ ସ୍ୱାମୀ-ସ୍ତ୍ରୀ ପିଟାପିଟି ହୋଇଥିଲେ। ସ୍ତ୍ରୀକୁ ହେଲ୍‌ମେଟରେ ପିଟିଥିଲେ ସ୍ୱାମୀ। କୋର୍ଟ ପରିସରରେ ଦମ୍ପତି ମାଡ଼ ମରାମରି ହୋଇଥିଲେ।

ଦମ୍ପତି ପିଟାପିଟି ପରେ ଥାନାରେ ଏନେଇ ଅଭିଯୋଗ ହୋଇଥିଲା।ଅଭିଯୋଗ କ୍ରମେ ସ୍ୱାମୀ ଗିରଫ ହୋଇଥିବା ଜଣା ପଡିଛି। ଘଟଣାପରେ ଅଭିଯୋଗ କ୍ରମେ ସ୍ୱାମୀକୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୁଲିସ।

Leave A Reply

Your email address will not be published.