Odisha Link
Bridging the Missing Links in Odisha
Daily Archives

February 22, 2023

ନିଆଁ ଲାଗି ଜଳିଗଲା ୪୦ରୁ ଅଧିକ ବାଇକ

ଓଏଲ୍‌ ବ୍ୟୁରୋ: ଯାଜପୁର ରୋଡ ଚନ୍ଦାହାଣ୍ଡି ଥାନା ପରିସରରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବୁଧବାର ଅପରାହ୍ନରେ ନିଆଁ ଲାଗି ପାଖାପାଖି ୪୦ରୁ ଅଧିକ ବାଇକ ଜଳିଯାଇଛି। ଏଥି ସହିତ ଗୋଟିଏ ଟ୍ରକ ଜଳିଯାଇଥିବା ଜଣା ପଡିଛି। ନିଆଁ ଲିଭାଇବା ପାଇଁ ଘଟଣା ପରେ ୩ ଟି ଦମକଳ ଗାଡି ନିୟୋଜିତ…

ବିଧାନସଭାରେ ଅଚଳାବସ୍ଥା ; କାଲି ଦିନ…

ଓଏଲ୍‌ ବ୍ୟୁରୋ : କାଲିଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭ ହୋଇଥିବାବେଳେ ପ୍ରାରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଥିବାବେଳେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳରେ…

ନବ ଦାସ ହତ୍ୟାକାଣ୍ଡ : ଗୋପାଳର ମାନସିକ…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ପାଖାପାଖି ଗୋଟେ ମାସେ ସାରିବାକୁ ବସିଲାଣି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ କ୍ରାଇମବ୍ରାଞ୍ଚ ଗିରଫ କରି ତଦନ୍ତ ଜାରି କରିଛି। ବର୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସ୍ପଷ୍ଟ କାରଣ ସାମ୍ନାକୁ ଆସିପାରିନାହିଁ। କ୍ରାଇମବ୍ରାଞ୍ଚ…

ବ୍ରେନ୍‌ ମ୍ୟାଲେରିଆର ନିରାକରଣ ପାଇଁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ମ୍ୟାଲେରିଆ ରୋଗର ନିରାକରଣକୁ ନେଇ ବଡ ସଫଳତା ମିଳିଥିବା ଜଣା ପଡିଛି। ଭୁବନେଶ୍ଵର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ପ୍ରସ୍ତୁତ ହେଲା ବ୍ରେନ ମ୍ୟାଲେରିଆ ଔଷଧ। ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ଅରୁଣ ନାଗରାଜ ଓ ତାଙ୍କ ଟିମ୍ ଏହି ଔଷଧ ବାହାର କରିଛନ୍ତି। ବ୍ରେନ୍ ମ୍ୟାଲେରିଆ…

ଲୁଣା ନଦୀରେ ଭାସିଗଲେ ୩ ଭଉଣୀ; ଜଣେ ମୃତ

ଓଏଲ୍‌ ବ୍ୟୁରୋ: କଟକ ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ ଘଟିଥିବା ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକାଦଶାହ ଶୁଦ୍ଧିକ୍ରିୟା ବେଳେ ନଦୀରେ ତାଙ୍କ ମା'ଙ୍କ ସହ ଗାଧୋଉଥିଲେ ୩ଭଉଣୀ। ଗାଧୋଇବା ସମୟରେ ଲୁଣା ନଦୀରେ ଭାସିଗଲେ ୩ ଭଉଣୀ। ଲୁଣା ନଦୀ ପାଣିରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…

‘ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଦାବି…

ଓଏଲ୍‌ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଏସବୁ ମଧ୍ୟରେ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଥିଲେ।…

‘ନବ ଦାସ ହତ୍ୟା ଘଟଣାର ୨୪ ଦିନ…

ଓଏଲ୍‌ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଏସବୁ ମଧ୍ୟରେ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି…

କୋର୍ଟ ପରିସରରେ ଦମ୍ପତି ପିଟାପିଟି ଘଟଣା…

ଓଏଲ୍‌ ବ୍ୟୁରୋ : କାଲି ବାଲେଶ୍ୱର ଫ୍ୟାମିଲି କୋର୍ଟରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା।ଫ୍ୟାମିଲି କୋର୍ଟ ପରିସରରେ ସ୍ୱାମୀ-ସ୍ତ୍ରୀ ପିଟାପିଟି ହୋଇଥିଲେ। ସ୍ତ୍ରୀକୁ ହେଲ୍‌ମେଟରେ ପିଟିଥିଲେ ସ୍ୱାମୀ। କୋର୍ଟ ପରିସରରେ ଦମ୍ପତି ମାଡ଼ ମରାମରି ହୋଇଥିଲେ। ଦମ୍ପତି ପିଟାପିଟି ପରେ…

‘ନବ ଦାସଙ୍କ ହତ୍ୟା ଘଟଣାରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏହି ହାଇଭୋଲଟେଜ ହତ୍ୟାକାଣ୍ଡ ଘଟଣାକୁ ପାଖା ପାଖି ମାସେ ପୁରିବାକୁ ବସିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ହେଲେ କେଉଁ କାରଣରୁ ନବ ଦାସଙ୍କୁ ହତ୍ୟା…

ସିବିଆଇ ନୁହେଁ, ଏଫ୍‌ବିଆଇ ତଦନ୍ତ ଦାବି…

ଓଏଲ୍‌ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏହି ହାଇଭୋଲଟେଜ ହତ୍ୟାକାଣ୍ଡ ଘଟଣାକୁ ପାଖା ପାଖି ମାସେ ପୁରିବାକୁ ବସିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ହେଲେ କେଉଁ କାରଣରୁ ନବ ଦାସଙ୍କୁ ହତ୍ୟା…