Odisha Link
Bridging the Missing Links in Odisha
Daily Archives

March 14, 2023

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଅନୁମୋଦନ ଦେବା ସହ ୨୮୭.୮୨ କୋଟି ଟଙ୍କା ମଞ୍ଜୁର…

ଫିଲିପ୍ସ ଏଜୁକେସନ୍‌ ସହିତ ସୋଆର ବୁଝାମଣା…

ଭୁବନେଶ୍ୱର: ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍‌ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ।…

ରାଜ୍ୟରେ କେତେ ସଂଖ୍ୟକ ପଞ୍ଜୀକୃତ ଓ୍ବେବ…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ସବୁଠି ଚାଲିଛି ଡିଜିଟାଲ ରାଜ। ଓଡ଼ିଶାରେ ମଧ୍ୟ ମାଳ ମାଳ ଓ୍ବେବ ମିଡିଆ ଖୋଲିଛି। ଓ୍ବେବ ମିଡିଆ ପ୍ରସଙ୍ଗ ବିଧାନସଭାରେ ଉଠାଇବା ସହ ରାଜ୍ୟରେ କେତେ ପଞ୍ଜୀକୃତ ଓ୍ବେବ ମିଡିଆ ଅଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଆଜି ନରସିଂହ ମିଶ୍ର…

ଚିନ୍ତା ବଢ଼ାଉଛି ପ୍ରଦୂଷଣ: ବିିଶ୍ୱର ୫୦ଟି…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ସାରା ବିଶ୍ବରେ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି ପ୍ରଦୂଷଣ। ଏସବୁ ମଧ୍ୟରେ ୨୦୨୨ ପାଇଁ ବିଶ୍ବର ସବୁଠାରୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରୁ ଭାରତରେ ୩୯ଟି ସହର ରହିଛି। ଓଡ଼ିଶାର ତାଳଚେର ଏହି ତାଲିକାରେ…

“ତୁମକୁ ହାତ ଯୋଡୁଛି, ଦୂରେଇ ଯାଅ…

ଓଏଲ୍‌ ବ୍ୟୁରୋ: କିଛିଦିନର ନିରବତା ପରେ ପୁଣିଥରେ ଏବେ ଚର୍ଚ୍ଚାରେ ଓଲିଉଡ ଜଗତର ଷ୍ଟାର କପଲ କଳି। ଆଜି ଅପରାହ୍ନରେ ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କ ଏକ ପୋଷ୍ଟକୁ ନେଇ ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ କଳି ପୁଣିଥଣେ ଚର୍ଚ୍ଚାର ପରିସରକୁ ଆସିଛି। ସୋସିଆଲ ମିଡିଆର ସାହାର ନେଇ ଅଭିନେତାରୁ ରାଜନେତା…

ଗରମ ଡ଼ାଲି ପଡ଼ି ଛାତ୍ର ମୃତ୍ୟୁ ଘଟଣା: ୨…

ଓଏଲ୍‌ ବ୍ୟୁରୋ : କୋଇଡାର ଏକ ଛାତ୍ରାବାସରେ ଘଟିଥିବା ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଗରମ ଡାଲି ପଡ଼ି ଛାତ୍ରାବାସରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ମାମଲାରେ ୨ଜଣଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାବେଳେ ଜଣଙ୍କୁ ଗିରଫ କରିଛି ପୁଲିସ। ନିଲମ୍ବିତ ହୋଇଥିବା…

ଜଙ୍ଗଲ ନିଆଁରେ ଜଳିଲା ବନ ବିଭାଗର ଜିପ୍‌

ଓଏଲ୍‌ ବ୍ୟୁରୋ : ସୁନ୍ଦରଗଡ଼ ସଦର ରେଂଜ ଭବାନୀପୁର ଜଙ୍ଗଲରେ ଘଟିଥିବା ଏକ ଅଘଟଣ ସାମ୍ନାକୁ ଆସିଛି। ଜଙ୍ଗଲ ନିଆଁରେ ଜଳିଯାଇଛି ବନ ବିଭାଗର ଜିପ୍‌। ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ଏଭଳି ଘଟିଥିବା ଜଣା ପଡିଛି। ତେବେ ଅନେକ ସ୍ଥାନରେ ବର୍ତ୍ତମାନ ଜଙ୍ଗଲ ଜଳୁଥିବା ଖବର ସାମ୍ନାକୁ ଆସୁଛି।…

ହାତୀ ମୃତ୍ୟୁକୁ ନେଇ ବିଧାନସଭାରେ ତଥ୍ୟ…

ଓଏଲ୍‌ ବ୍ୟୁରୋ : ହାତୀ ମୃତ୍ୟୁ ଏବଂ ହାତୀ ଦ୍ୱାରା ମୃତ୍ୟୁ ହେବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ଏହାକୁ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ରାଜ୍ୟରେ ବର୍ତ୍ତମାନ କେତୋଟି ହାତୀ ଅଛନ୍ତି ଏବଂ ଗତ ୧୦ ବର୍ଷ ଭିତରେ କେତେ ହାତୀ ମରିଛନ୍ତି ଓ କେତେ…

ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲା:…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦେଶ ସାମ୍ନାକୁ ଆସିଛି। ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି କୋର୍ଟ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏନେଇ ହାଇକୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଥିବା…

ବିପଜ୍ଜନକ ରିଲ୍ସ କରନ୍ତୁନି: ଡିସିପି

ଓଏଲ୍‌ ବ୍ୟୁରୋ: ଆଜିକାଲି ଯୁବପିଢ଼ିଙ୍କୁ ଦିୱାନା କରିଛି ରିଲ୍ସ। ବିଭିନ୍ନ ଢଙ୍ଗରେ ନିଜ ଜୀବନ ସହ ବାଜି ଲଗାଇ ସମସ୍ତେ ରିଲ୍ସ କରିବାରେ ବ୍ୟସ୍ତ। ଖାଲି ଯୁବପିଢ଼ି ନୁହେଁ ସୋସିଆଲ ମିଡିଆ ବ୍ୟବହାର କରୁଥିବା ସମସ୍ତ ବ୍ୟକ୍ତି ରିଲ୍ସରେ ବ୍ୟସ୍ତ ରହୁଛନ୍ତି। ତେବେ ରିଲ୍ସ କରୁ କରୁ ଅନେକ ଅଘଟଣ ଘଟିଥିବା ଖବର…