Odisha Link
Bridging the Missing Links in Odisha
Daily Archives

April 3, 2023

ଚାକିରି ଦେବାକୁ କହି ୨ଶହ ଆଶାୟୀଙ୍କୁ…

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଘଟଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ୨ଶହ ଆଶାୟୀ ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଛି। ଚାକିରି ଦେବାକୁ କହି ୨ଶହ ଆଶାୟୀଙ୍କୁ ଠକିଛନ୍ତି ଦୁଇ ଅଭିଯୁକ୍ତ। ସମ୍ପୃକ୍ତ ୨ ଅଭିଯୁକ୍ତ ହେଲେ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତି। ଦୁଇ ଅଭିଯୁକ୍ତଙ୍କଠାରୁ ବହୁ ଫେକ୍…

ଅଡୁଆରେ ସିସୋଦିଆ, ବୃଦ୍ଧି ହେଲା ହେପାଜତ…

ଓଏଲ୍‌ ବ୍ୟୁରୋ: ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ଆଉ ୨ ସପ୍ତାହ ବଢ଼ାଇଛନ୍ତି ଦିଲ୍ଲୀ କୋର୍ଟ।…

ବୃଦ୍ଧି ହେଲା ରାହୁଲ ଗାନ୍ଧୀଙ୍କ ଜାମିନ…

ଓଏଲ୍‌ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବଡ ଆଶ୍ବସ୍ତି। ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମୋଦି ଉପନାମକୁ ନେଇ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାୟ ଶୁଣାଇଥିଲେ ସୁରତ ଜିଲ୍ଲା ନ୍ୟାୟାଳୟ। ତେବେ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଛି…

ମଧ୍ୟାହ୍ନ ଭୋଜନରେ ଅବହେଳା, ଧାରଣା ଦେଲେ…

ଓଏଲ୍‌ ବ୍ୟୁରୋ: ସରକାରି ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ପାଇଁ ଦେଉଥିବା ମଧ୍ୟାହ୍ନ ଭୋଜନରେ ପୁଣି ଅବହେଳା। ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗକୁ ତରକାରୀ ନମିଳିବାରୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍‌ ଅଫିସ୍‌ରେ ପହଞ୍ଚି ଧାରଣାରେ ବସିଥିବା ଖବର ସାମ୍ନାକୁ…

ବିଜେପି ଯେଉଁ ରାସ୍ତାରେ କୋଟିଆ ଯାଇଥିଲା,…

ଓଏଲ୍‌ ବ୍ୟୁରୋ: ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତରେ ଯାଇଥିଲେ। କୋଟିଆରେ କେନ୍ଦ୍ରମନ୍ତ୍ରୀ ଉତ୍କଳ ଦିବସ ପାଳିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ମନ୍ତବ୍ୟ ଦେଇଥିଲେ। କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ। ଉତ୍କଳ ଦିବସରେ ଆନ୍ଧ୍ରପ୍ରଦେଶକୁ ଚେତାବନୀ ଦେଇ କହିଥିଲେ…

ଫୁଲବାଣୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ,…

ଓଏଲ୍‌ ବ୍ୟୁରୋ: ଚାରିଆଡେ଼ ମାତିଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଜନତା। କେତେବେଳେ ଆକ୍ରମଣ କରି କାହା ଜୀବନ ନେଲେଣି ତ ପୁଣି କେତେବେଳେ କେଉଁଠି ଲୁଟପାଟ କଲେଣି। ତେବେ ଦୁର୍ବୁତ୍ତମାନେ ଫୁଲବାଣୀରେ ଘଟାଇଛନ୍ତି ତୁମୁଳକାଣ୍ଡ। ଜଣେ ବ୍ୟବସାୟୀ ଟଙ୍କା ନେଇ…

କ୍ରିକେଟ୍ ଖେଳକୁ ନେଇ ତୁମୁଳକାଣ୍ଡ,…

ଓଏଲ୍‌ ବ୍ୟୁରୋ: ଝିମିଟି ଖେଳରୁ ମହାଭାରତ ଭଳି କ୍ରିକେଟ ଖେଳାକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। କ୍ରିକେଟ୍ ଖେଳ କଳିକୁ ନେଇ ଯୁବକଙ୍କୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ କରିବା ପରେ ପୁଲିସ ପଚରାଉଚରା କରୁଥିବାବେଳେ ପ୍ରାଥମିକ ତଦନ୍ତରୁ…

‘ଇଣ୍ଡିଆନ୍ ଆଇଡଲ-ସିଜିନ୍ ୧୩’ରେ ବାଜି…

ଓଏଲ୍‌ ବ୍ୟୁରୋ: ‘ଇଣ୍ଡିଆନ୍ ଆଇଡଲ-ସିଜିନ୍ ୧୩’ର ବିଜେତା ହୋଇଛନ୍ତି ଅଯୋଧ୍ୟାର ଋଷି ସିଂହ। ଶେଷ ରାଉଣ୍ଡ ପର୍ଯ୍ୟନ୍ତ ସୋ'ରେ ଥିବା ପ୍ରତିଯୋଗୀଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ତେବେ ଏହି କଡା ଟକ୍କରରେ ବାଜିମାତ କରିଛନ୍ତି ଅଯୋଧ୍ୟାର ଋଷି ସିଂହ। ‘ଇଣ୍ଡିଆନ୍ ଆଇଡଲ-ସିଜିନ୍ ୧୩’ର ବିଜେତା ଋଷି ସିଂ…

ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ମାମଲା:…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ମାମଲାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ଓ ଗିରଫ ମାମଲାର ତଦନ୍ତ କରିବ। ରମେଶଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଇଡି। ରିମାଣ୍ଡରେ ନେବା ସହ ରମେଶଙ୍କ ଆର୍ଥିକ ନେଣଦେଣର ତଦନ୍ତ କରିବ…

ଘର ବାରଣ୍ଡାରୁ ମିଳିଲା ଜଣେ ବ୍ୟକ୍ତିଙ୍କ…

ଓଏଲ୍‌ ବ୍ୟୁରୋ: ବ୍ରହ୍ମଗିରି ଗୋପ ଗାଁରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ମୃତ ଶରୀର ଘର ବାହାରେ ପଡିଥିବା ସୂଚନା ମିଳିଛି। ଘର ବାରଣ୍ଡାରେ ପଡ଼ିଥିବା ମୃତ ବ୍ୟକ୍ତି ଜଣକ ସେହି ଘରେ ଭଡା ନେଇ ରହୁଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ହୋଇଥିବାବେଳେ ବ୍ରହ୍ମଗିରି…