Odisha Link
Bridging the Missing Links in Odisha

ତାଳଚେରର ୫ଟି ସ୍ଥାନରେ ଜିଏସଟି ରେଡ୍

ଏହି ଚଢ଼ାଉ ସମୟରେ ବ୍ୟବସାୟୀଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନରୁ କଣ ମିଳିଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଓଏଲ୍‌ ବ୍ୟୁରୋ: ତାଳଚେରର ଦୁଇ ବ୍ୟବସାୟୀଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଜିଏସଟି ଚଢାଉ। ତାଳଚେରର ୫ଟି ସ୍ଥାନରେ ୨୦ ଜଣିଆ ଜିଏସଟି ଟିମ ଚଢାଉ କରିଥିବା ସୂଚନା ରହିଛି। ଅନୁଗୁଳ ଓ କଟକ ଡିଭିଜନ ଜିଏସଟିର ମିଳିତ ଚଢାଉ। ତେବେ ଏହି ଚଢ଼ାଉ ସମୟରେ ବ୍ୟବସାୟୀଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନରୁ କଣ ମିଳିଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.