Odisha Link
Bridging the Missing Links in Odisha
Daily Archives

May 9, 2023

ସମ୍ବଲପୁର ହିଂସା ସମ୍ପର୍କିତ ରିପୋର୍ଟ…

ଓଏଲ୍‌ ବ୍ୟୁରୋ: ହନୁମାନ ଜୟନ୍ତୀରେ ସମ୍ବଲପୁରରେ ହୋଇଥିବା ହିଂସାକାଣ୍ଡ ସମ୍ପର୍କିତ ରିପୋର୍ଟ ଦାଖଲ କଲା ବିଜେପି କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌। ବିଜେପିର ୩ ଜଣିଆ ଟିମ୍‌ ଆଜି ନୂଆଦିଲ୍ଲୀରେ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ସାକ୍ଷାତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ରାଜ୍ୟସଭା ସାଂସଦ ତଥା…

ଏଣିକି ପୋଷା କୁକୁର ରାସ୍ତାରେ ଝାଡା କଲେ,…

ଭୁବନେଶ୍ବର: ଆପଣ ରାଜଧାନୀ ଭୁବନେଶ୍ବରରେ ରହୁଛନ୍ତି କି? ଘରେ ପୋଷା କୁକୁର ରଖିଛନ୍ତି କି ? ଆଉ ପୋଷା କୁକୁରକୁ ବାହାରେ ବୁଲାଇ ମଳତ୍ୟାଗ କରାଉଛନ୍ତି କି ? ଯଦି ଏପରି କରୁଛନ୍ତି ତେବେ କୁକୁରର ମାଲିକ ମାନେ ସାବଧାନ ହେଇ ଯାଆନ୍ତୁ। କାରଣ ଆପଣଙ୍କ ପୋଷା କୁକୁରର ଅଭ୍ୟାସ ଆପଣଙ୍କୁ ସମସ୍ୟାରେ ପକାଇପାରେ।…

କାଲିଠୁ ୩ଦିନିଆ ଦିଲ୍ଲୀ ଗସ୍ତରେ ଯିବେ…

ଭୁବନେଶ୍ବର: ଆସନ୍ତାକାଲି ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ। ଅନ୍ୟପଟେ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ୧୩ ତାରିଖରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ…

ଓଡ଼ିଶାର ୫୧ ହଜାର ଫେକ୍ ସିମ୍ ବନ୍ଦ କଲା…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଟେଲି କମ୍ୟୁନିକେସନ୍ ବିଭାଗ ଫେକ୍ ସିମ୍ କାର୍ଡକୁ ନେଇ ବଡ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାର ୫୧ ହଜାର ୨୬୦ ଫେକ୍ ସିମ୍ ବନ୍ଦ କଲା କେନ୍ଦ୍ର ଟେଲି କମ୍ୟୁନିକେସନ୍ ବିଭାଗ। ୫୨ ହଜାର ୮୮ ସନ୍ଦିଗ୍ଧ ମୋବାଇଲ୍ ନଂ ସଂଯୋଗ ଯାଞ୍ଚ ହୋଇଥିଲା। ବନ୍ଦ ହୋଇଥିବା ସିମ୍‌ ଗୁଡ଼ିକ ଫ୍ରଡ୍…

କୁନୋ ଜାତୀୟ ଉଦ୍ୟାନରୁ କମୁଛି ଚିତା…

ଓଏଲ୍‌ ବ୍ୟୁରୋ: ନାମିବିଆରୁ ଆସିଥିବା ଚିତାବାଘ ଧୀରାର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ପୂର୍ବରୁ ଦୁଇଟି ଚିତାବାଘ ମୃତ୍ୟୁ ହୋଇଥିବାବେଳେ ବର୍ତମାନ କୁନୋ ଅଭୟାରଣ୍ୟରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି। ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ପୁରୁଷ ଚିତା ଉଦୟର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।…

ରିଲିଜ୍ ହେଲା ଚର୍ଚ୍ଚିତ ଚଳଚ୍ଚିତ୍ର…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ'ର ରିଲିଜ ହୋଇଛି ଟ୍ରେଲର। ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଉତ୍ସୁକ ଅଛନ୍ତି ଦର୍ଶକ। ଓମ୍ ରାଉତଙ୍କ ଏହି ଫିଲ୍ମ ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ।…

ଝାରସୁଗୁଡ଼ା ଉପନିର୍ବାଚନ: ବିହାରୀ ଭୋଟ…

ଓଏଲ୍‌ ବ୍ୟୁରୋ: ରାତିପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍। ନିଜ ମନ ପସନ୍ଦର ନେତା ବାଝିବେ ଜନତା। ହେଲେ ଏବେବି ସରିନାହିଁ ରାଜନୈତିକ ଅଙ୍କକଷା। କାରଣ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିହାରା ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏଥିସହିତ ପୁରୀରେ ବିହାର ଭବନ ନିର୍ମାଣ…

ଉମେଶ ପାଲ ହତ୍ୟାକାଣ୍ଡ ଘଟଣା: ସାମ୍ନାକୁ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ହତ୍ୟାକାଣ୍ଡ ଘଟଣାର ସମ୍ପୃକ୍ତ ଥିବା ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଏକ ଭିଡିଓ ଭାଇରାଲ ହୋଇଛି। ସିସିଟିଭି ଫୁଟେଜରେ ଗୁଡ୍ଡୁ ମୁସଲିମ୍ ଚାଲି ଚାଲି ପାହଚରୁ ଓହ୍ଲାଇ ଆସୁଥିବାର ଦେଖିବାକୁ ମିଳିଛି। ତେବେ…

ନବୀନ-ନୀତିଶ ଭେଟଘାଟ, ରାଜନୈତିକ…

ଓଏଲ୍‌ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ବୟାନ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ବିହାର ନୀତୀଶ କୁମାର। ସେ ଆହୁରି ମଧ୍ୟ କହିଛନ୍ତି ସମୟ ଆସିଲେ ସବୁ ଜଣାପଡିବ। ସେପଟେ…

ଗିରଫ ହେଲେ ପାକିସ୍ଥାନର ପୂର୍ବତନ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଗିରଫ ହେଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କୁ ଗିରଫ କଲା ପାକିସ୍ତାନ ରେଜର୍ସ। ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନକୁ ଇସଲାମାବାଦ…