Odisha Link
Bridging the Missing Links in Odisha

ଓଡ଼ିଶା ଭିଜିଲାନ୍ସକୁ ସଫଳତା: ଦିଲ୍ଲୀରୁ ଗିରଫ ହେଲେ କୋରାପୁଟର ଜଣେ ପୂର୍ବତନ ବିଡିଓ

ଓଏଲ୍‌ ବ୍ୟୁରୋ: କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଭିଯୁକ୍ତ ରମେଶ ଚନ୍ଦ୍ର ସାହୁଙ୍କୁ ଓଡିଶା ଭିଜିଲାନ୍ସ ଦିଲ୍ଲୀରୁ ଗିରଫ କରିଛି। ୭ଟି ଦୁର୍ନୀତି ମାମଲାରେ ୱାଣ୍ଟେଡ ଥିବାବେଳେ ଗତ ୨୦୧୫ରୁ ଫେରାର ଥିଲେ। ୮ ବର୍ଷ ହେବ ଫେରାର ହୋଇଥିବା ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଗିରଫ ହେବା ପରେ ତାଙ୍କୁ ଦିଲ୍ଲୀ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି।

Leave A Reply

Your email address will not be published.