କୁମାର ହସନ୍ଙ୍କ “ସମ୍ବଲପୁରୀ…
ଭୁବନେଶ୍ୱର: ଲେଖକର ପରିଚୟ କୌଣସି ବାଦ ବା ବନ୍ଧନ ମଧ୍ୟରେ ସୀମିତ ନହେବା ଉଚିତ। ଲେଖକଙ୍କ ପରିତୟ ଏ ସଂକୀର୍ଣତାଠାରୁ ବହୁ ଉର୍ଧ୍ୱରେ। କୁମାର ହସନ୍ ସେଭଳି ଜଣେ ବ୍ୟକ୍ତିତ୍ୱ ବୋଲି କହିଛନ୍ତି ବରିଷ୍ଠ କବି ରାଜେନ୍ଦ୍ର କିଶୋର ପଣ୍ଡା।ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ…