Odisha Link
Bridging the Missing Links in Odisha

ଏମ୍ଏସ୍ଏମ୍ଇ ନିବେଶକଙ୍କ ପାଇଁ ଖୁସିଖବର, ସୁଧ ରିହାତି ଦେବେ ରାଜ୍ୟ ସରକାର

ଓଏଲ୍‌ ବ୍ୟୁରୋ: ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ। ଏମ୍ଏସ୍ଏମ୍ଇରେ ନିବେଶ ପାଇଁ ରାଜ୍ୟ ସରକାର ସୁଧ ରିହାତି ଦେବେ। ମୁଖ୍ୟମନ୍ତ୍ରୀ ସ୍କିମ ନାଁରେ ନୂଆ ଯୋଜନା ଆରମ୍ଭ ହୋଇଛି। ୧୦ ଲକ୍ଷ ଟଙ୍କା ନିବେଶ କରିଥିବା ନିବେଶକଙ୍କୁ ସମ୍ପୂର୍ଣ୍ଣ ସୁଧ ଛାଡ଼ କରାଯିବ। ୧ କୋଟିରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶକଙ୍କୁ ୨୫ ପ୍ରତିଶତ ସୁଧ ରିହାତି ମିଳିବ ବୋଲି ସୂଚନା ରହିଛି। ତେବେ ଏହି ସୁଧ ରିହାତି ରାଜ୍ୟ ସରକାରଙ୍କୁ ପକ୍ଷରୁ ଦିଆଯିବ।

Leave A Reply

Your email address will not be published.