ଶ୍ରୀଜଗନ୍ନାଥ ମେଡିକାଲ କଲେଜର ରାଗିଂ…
ଓଏଲ୍ ବ୍ୟୁରୋ: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଘଟଣାରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସଂପୃକ୍ତ ତିନି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କଲେଜ କର୍ତୃପକ୍ଷ। ଆସନ୍ତା ୨ ମାସ ଯାଏଁ ୩ ଛାତ୍ର ହଷ୍ଟେଲରେ ରହିପାରିବେ ନାହଁ କି କଲେଜରେ ପାଠ ପଢିପାରିବେ ନାହିଁ।…