Odisha Link
Bridging the Missing Links in Odisha

ସୁରକ୍ଷାକୁ ନେଇ ବଡ଼ଖବର: ଓଡ଼ିଶା କ୍ୟାଡରଙ୍କୁ ମିଳିଲା ପାକ୍‌ସୀମା ଦାଇତ୍ୱ

ଓଏଲ୍‌ ବ୍ୟୁରୋ: ଭାରତ ସୀମାର ସୁରକ୍ଷାକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ପାକ୍‌ସୀମାରେ ଓଡ଼ିଶା କ୍ୟାଡରଙ୍କୁ ସୁରକ୍ଷା ଦାୟିତ୍ବ ମିଳିଛି। ଯୋଗେଶ ବାହାଦୁର ଖୁରାନିଆଙ୍କୁ ବିଏସଏଫଙ୍କ ସ୍ୱତନ୍ତ୍ର ଡିଜି ଦାୟିତ୍ୱ ଦିଆଯାଇଛି। ସେହିଭଳି ଓଡ଼ିଶା କ୍ୟାଡରର ଜଣେ ପଶ୍ଚିମ କମାଣ୍ଡର ଆଇପିଏସଙ୍କୁ ସ୍ବତନ୍ତ୍ର ଦାଇତ୍ୱ ଦିଆଯାଇଛି। ପଶ୍ଚିମ କମାଣ୍ଡ ପାକ୍‌ ସୀମାରେ କାର୍ଯ୍ୟ ପରିଚାଳନା କରେ।