Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀଙ୍କୁ ସଫଳତା: ସର୍ଚ୍ଚ ଅପରେସନ ସମୟରେ ୨ ମାଓବାଦୀ ନିହତ

ଓଏଲ୍‌ ବ୍ୟୁରୋ: ମାଲକାନଗିରି ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଥିବା ଜଣା ପଡିଛି। ଛତିଶଗଡ଼ ସୀମାନ୍ତ ସୁକ୍‌ମା ଜିଲ୍ଲା ତାଡମେଟରା ଜଙ୍ଗଲରେ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବନ୍ଧୁକ ଜବତ ହୋଇଥିବା ସୂଚନା ରହିଛି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ହୋଇଛି।

Leave A Reply

Your email address will not be published.