Odisha Link
Bridging the Missing Links in Odisha

ବ୍ରାଜିଲରେ ପ୍ରକୃତିର ତାଣ୍ଡବ, ଚାଲିଗଲାଣି ୨୦ରୁ ଊର୍ଦ୍ଧ୍ୱ ଜୀବନ

ଓଏଲ୍‌ ବ୍ୟୁରୋ: ବ୍ରାଜିଲରେ ପ୍ରକୃତିର ତାଣ୍ଡବ। ଦୟନୀୟ ଚିତ୍ର ସୃଷ୍ଟି କରିଛି ପ୍ରଳୟଙ୍କାରୀ ବାତ୍ୟା। ବ୍ରାଜିଲରେ ବଡ଼ ଧରଣର ବାତ୍ୟା ହୋଇଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଳୟଙ୍କାରୀ ବାତ୍ୟାରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ବିଶେଷକରି ଦକ୍ଷିଣ ବ୍ରାଜିଲର ୬୦ଟି ସହର ବାତ୍ୟାରେ ପ୍ରଭାବିତ ହୋଇଛି। ବାତ୍ୟା ପରେ ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣବ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି।

Leave A Reply

Your email address will not be published.