Odisha Link
Bridging the Missing Links in Odisha

ଟ୍ରକ୍‌ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: ଛକରେ ଶବ ରଖି ରାସ୍ତାରୋକ

ଓଏଲ୍‌ ବ୍ୟୁରୋ: ଟ୍ରକ୍‌ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଏବେ ଉତ୍ତେଜନା ସୃଷ୍ଟି ହୋଇଛି। କୁଚିଣ୍ଡା ରାସ୍ତା ପରମାଣପୁର ଛକରେ ଶବ ରଖି ରାସ୍ତାରୋକ କରାଯାଇଛି। ମୃତକ ପରମାଣପୁର କଲେଜର +୩ ତୃତୀୟ ବର୍ଷର ଛାତ୍ରୀ। ଟ୍ରକ୍‌ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହେବା ପରେ କ୍ଷତିପୂରଣ ଓ ଡ୍ରାଇଭରକୁ ଗିରଫ ଦାବିରେ ପରିବାର ଲୋକ ଧାରଣା ଦେଇଛନ୍ତି।

Leave A Reply

Your email address will not be published.