Odisha Link
Bridging the Missing Links in Odisha

ଆଗକୁ ସାଧାରଣ ନିର୍ବାଚନ: ୨୦୨୪ରେ କଣ ରହିଛି ପୁଲିସ ପାଇଁ ଚ୍ୟାଲେଞ୍ଜ; କହିଲେ ଡିଜିପି

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ରାଜନୈତିକ ଦଳ ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି। ତେବେ ଏହାରି ମଧ୍ୟରେ ୨୦୨୩ ଶେଷ ହେବାକୁ ଯାଉଛି। ତେବେ ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନେଇ ଡିଜିପି ସୁନୀଲ ବଂଶଲ ଚ୍ୟାଲେଞ୍ଜିଂ ରହିବ ବୋଲି କହିଛନ୍ତି।

ଡିଜିପି ସୁନୀଲ ବଂଶଲ କହିଛନ୍ତି, ୨୦୨୩ ସୁରୁଖୁରୁରେ ସରିବାକୁ ଯାଉଛି, ୨୦୨୪ ଚ୍ୟାଲେଞ୍ଜିଂ ହେବ। ଅପରାଧିକ କାର୍ଯ୍ୟ ଘଟିଥିଲେ ବି ପୁଲିସ ସଫଳତାର ସହ ମୁକାବିଲା କରିଛି। ପୁଲିସ କର୍ମଚାରୀ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ରହିଛି। ପୁଲିସ ପାଇଁ ଏହା ଚ୍ୟାଲେଞ୍ଜିଂ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.