Odisha Link
Bridging the Missing Links in Odisha
Daily Archives

January 13, 2024

ପୁଣିଥରେ ରାସ୍ତା କଥା କହି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ତାରିଖ ଘୋଷଣା ନହେବା ପୂର୍ବରୁ ଓଡ଼ିଶାରେ ରାଜନୈତିକ ମାହୋଲ ସରଗରମ। ଏସବୁ ମଧ୍ୟରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍। ଅନୁଗୁଳ ପରେ ଏବେ କୁଚିଣ୍ଡାରେ ସମ୍ବଲପୁର-କଟକ ଜାତୀୟ ରାଜପଥ…

ଓଡ଼ିଶାରେ ବିଜେପି ଗଢ଼ିବ ସରକାର:…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଶ୍ରୀ ବିଶ୍ବଶର୍ମା। ସେ ଦମ୍ଭୋକ୍ତି କରି କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ। ଆଉ ଶପଥ ସମାରୋହରେ ସାମିଲ ହେବାକୁ ପୁଣିଥରେ ଓଡ଼ିଶା ଆସିବି। ଶ୍ରୀ…

ଦିନେ ଡାକ୍ତର ଥିଲେ ଏବେ ବନିଲେ…

ଓଏଲ୍‌ ବ୍ୟୁରୋ: ଚୀନର ବିରୋଧ ସତ୍ତ୍ବେ ତାଇଓ୍ବାନରେ ହେଲା ରାଷ୍ଟ୍ରପତି ନିର୍ବାଚନ। ଏଥିସହିତ ନୂଆ ରାଷ୍ଟ୍ରପତି ପାଇଲା ତାଇଓ୍ବାନ। ଚୀନ ବିରୋଧୀ ଭାବେ ଜଣାଶୁଣା ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି (ଡିଡିପି)ର ପ୍ରାର୍ଥୀ ଲାଲ ଚିଙ୍ଗତେ ହେଲେ ନୂଆ ରାଷ୍ଟ୍ରପତି। ସେ ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ…

ସ୍କୁଲରେ ମଦ୍ୟପର ଉନ୍ମତ୍ତକାଣ୍ଡ; ୫…

ଓଏଲ୍‌ ବ୍ୟୁରୋ: ସ୍କୁଲ ଭିତରେ ପଶି ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଜଣେ ମଦ୍ୟପ ଆକ୍ରମଣ କରିଛନ୍ତି। ଯାହାଫଳରେ ଜଣ ଛାତ୍ର ଆହତ ହୋଇଛନ୍ତି। ବର୍ତ୍ତମାନ ଆହତ ହୋଇଥିବା ଛାତ୍ର ଟିଟିଲାଗଡ଼ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି।…

ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା, ମିଳିବ…

ଓଏଲ୍‌ ବ୍ୟୁରୋ: ଉଚ୍ଚଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା। ଏଥିରେ କଲେଜ ଓ ବିଶ୍ୱବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି। ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭର୍ଚୁଆଲ ମାଧ୍ୟମରେ…

ରଣଜୀ ଟ୍ରଫି: ଶୁଭ୍ରାଂଶୁଙ୍କ ପ୍ରଥମ…

ଓଏଲ୍‌ ବ୍ୟୁରୋ: ରଣଜୀ ଟ୍ରଫିରେ ଓଡ଼ିଆ ଖେଳାଳି କଲେ କମାଲ। ଓଡ଼ିଶାର ଷ୍ଟାର ବ୍ୟାଟସମ୍ୟାନ୍‌ ଶୁଭ୍ରାଂଶୁ ସେନାପତି କରିଛନ୍ତି ଚମତ୍କାର ବ୍ୟାଟିଂ। ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ଖେଳିଛନ୍ତି ୨୭୭ ରନର ଦମଦାର ଇନିଂସ। ଏହା ସହ ସେ ନିଜ ରଣଜୀ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି।ସେହିପରି…

ଅଯୋଧ୍ୟାରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ,…

ଓଏଲ୍‌ ବ୍ୟୁରୋ: ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲ। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। କୋଟି କୋଟି ହିନ୍ଦୁଙ୍କ ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ହେବ ଅନ୍ତ। ଅଯୋଧ୍ୟାରେ ଅସଂଖ୍ୟ ହିନ୍ଦୁଙ୍କ ଆରାଧ୍ୟ ଦେବତା…