Odisha Link
Bridging the Missing Links in Odisha

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଉତ୍ତେଜନା; ଟର୍ମିନାଲ ଭିତରକୁ ବସ୍ ବନ୍ଦ!

ଓଏଲ୍‌ ବ୍ୟୁରୋ: ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଛି। ଟର୍ମିନାଲ ଭିତରକୁ ବସ୍ ବନ୍ଦ କରାଯାଇଛି। ସିକ୍ୟୁରିଟି ଗାର୍ଡ ଦାଦାଗିରି କରିଥିବା ଅଭିଯୋଗ ହୋଇଛି। ବସ୍‌ ଡ୍ରାଇଭରକୁ ସଂଘବଦ୍ଧ ପିଟିଲେ ସିକ୍ୟୁରିଟି ଗାର୍ଡ। ଗ୍ୟାଲେକ୍ସି ବସ୍‌ ଡ୍ରାଇଭରକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିବାବେଳେ ଡ୍ରାଇଭର ସଂଘ ପକ୍ଷରୁ ପ୍ରତିବାଦ କରାଯାଉଛି। ଗାଡ଼ି ରଖିବାକୁ କେନ୍ଦ୍ରକରି ଆକ୍ରମଣ କରାଯାଇଥିବା ବସ୍‌ ମାଲିକ ସମେତ ଡ୍ରାଇଭର ଫାଣ୍ଡିରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.