Odisha Link
Bridging the Missing Links in Odisha

ଡିଜିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ମାଓ କାର୍ଯ୍ୟକଳାପରେ ରୋକ ଲଗାଇବାକୁ ପ୍ରସ୍ତୁତି

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ଅନ୍ୟପଟେ ମାଓବାଦୀଙ୍କ କାରନାମାକୁ ରୋକିବା ପାଇଁ ପୁଲିସ ବିଭାଗ ପକ୍ଷରୁ ବୈଠକ କରାଯାଇଛି। ଡିଜିପିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ବରିଷ୍ଠ ପୁଲିସ ଅଧିକାରୀ ମାନେ ଯୋଗ ଦେଇଛନ୍ତି। ନିର୍ବାଚନକୁ ନଜରରେ ରଖି ମାଓ କାର୍ଯ୍ୟକଳାପରେ ରୋକ ଲଗାଇବାକୁ ପ୍ରସ୍ତୁତି ବୈଠକ କରାଯାଉଛି। ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସରେ ଏହି ବୈଠକ କରାଯାଉଛି। ନକ୍ସଲ ଦମନ ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

Leave A Reply

Your email address will not be published.