Odisha Link
Bridging the Missing Links in Odisha

ଓଡ଼ିଶାର ଅନନ୍ୟ ସଂସ୍କୃତ କବି ଜୟଦେବ

ଭୁବନେଶ୍ବର: ଓଡ଼ିଶୀ ସଂଗୀତ ଶୈଳୀରେ ରଚିତ ସଂସ୍କୃତ କାବ୍ୟଗ୍ରନ୍ଥ ଗୀତଗୋବିନ୍ଦ ପାଇଁ ବିଶ୍ବପ୍ରସିଦ୍ଧ କବି ଜୟଦେବ ଆଜିକୁ ପ୍ରାୟ ୮ ଶତାବ୍ଦୀ ପୂର୍ବେ ୧୧୭୦ ମସିହା ଅକ୍ଷୟ ତୃତୀୟା ତିଥିରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ଓଡ଼ିଶାର କେନ୍ଦୁଲି ଠାରେ ବୋଲି ସର୍ବସ୍ବୀକୃତ ହୋଇଥିଲେ ହେଁ…

ପୁଣି ଚର୍ଚ୍ଚାରେ ଚାର୍ଲି ହେବ୍‌ଡ଼ୋ…

ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଛି ଫ୍ରାନ୍ସର ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ଚାର‌ଳଇ ହେବ୍‌ଡ଼ୋ। ୨୦୧୫ରେ ଇସ୍‌ଲାମିକ୍‌ ଆତଙ୍କବାଦର ଶିକାର ହୋଇ ୧୨ ଜଣ ସାମ୍ବାଦିକଙ୍କୁ ହରାଇଥିବା ଏହି ପତ୍ରିକା ସେତେବେଳେ ମହମ୍ମଦଙ୍କ ବ୍ୟଙ୍ଗଚିତ୍ରକୁ ନେଇ ଚର୍ଚ୍ଚିତ ହୋଇଥିଲା। ଏଥର ଭାରତ ବାବଦରେ ବ୍ୟଙ୍ଗଚିତ୍ର ଆଙ୍କି…

କାଳିଆ: ୪୨ ଲକ୍ଷ ଚାଷୀ ପରିବାର ପାଇଲେ…

ଭୁବନେଶ୍ବର: ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ଉପହାର ଦେଇଛି ରାଜ୍ୟ କୃଷି ବିଭାଗ। ଆସନ୍ତାକାଲି ପାରମ୍ପରିକ ଭାବେ ଚାଷୀ ଅକ୍ଷିମୁଠି ଅନୁକୂଳ କରି ଚଳିତ ବର୍ଷର ଚାଷକାର୍ଯ୍ୟ ଆରମ୍ଭ କରିବାକୁ ଥିବା ବେଳେ ଆଜି ରାଜ୍ୟର ପ୍ରାୟ ୪୨ ଲକ୍ଷ କୃଷକ ପରିବାରକୁ କାଳିଆ ଯୋଜନାର କିସ୍ତି ବାବଦରେ ୯୨୦ କୋଟି ଟଙ୍କା…

ସରକାର ନିଖୋଜ: ଆଉଟ୍‌‌ଲୁକ୍‌ ପ୍ରଚ୍ଛଦକୁ…

ବ୍ୟୁରୋ: ସରକାର ନିଖୋଜ। ହଁ, ଭାରତ ସରକାର ନିଖୋଜ ହୋଇଯାଇଛନ୍ତି। ୭ ବର୍ଷ ଧରି ମିଳୁନାହାନ୍ତି ଭାରତ ସରକାର। ଦେଶବାସୀ ତାଙ୍କୁ ଖୋଜୁଛନ୍ତି। ଏଭଳି ଏକ ନିଖୋଜ ଘୋଷଣା ସହ ସୃଜନାତ୍ମକ ପ୍ରଚ୍ଛଦ ସହ ବଜାରକୁ ଆସିଛି ଆଗାମୀ ସପ୍ତାହର ଆଉଟ୍‌ଲୁକ୍। ଭାରତର ଅନ୍ୟତମ ପ୍ରସିଦ୍ଧ ଇଂରାଜୀ ସାପ୍ତାହିକୀ…

କର୍ମଚାରୀଙ୍କ ମୃତ୍ୟୁ ହେଲେ ଚାକିରି,…

ଭୁବନେଶ୍ବର: କୋଭିଡ୍‌ କାରଣରୁ ମୃତ୍ୟୁ ହେଲେ କର୍ମଚାରୀଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। ତା ସାଙ୍ଗକୁ ଯୋଗ୍ୟତା ଭିତ୍ତିରେ ମୃତକଙ୍କ ଜଣେ ପରିବାର ସଦସ୍ୟଙ୍କୁ ଚାକିରି ମଧ୍ୟ ମିଳିବ। ଆଜି ରାଜ୍ୟର ଦୁଇ ପ୍ରମୁଖ ଟେଲିଭିଜନ୍‌ ଚ୍ୟାନେଲ ଓଟିଭି ଓ କଳିଙ୍ଗ ଟିଭି ଏପରି ଘୋଷଣା କରିଛନ୍ତି। କୋଭିଡ୍‌…

ଲୋକସମ୍ପର୍କ ସଚିବ ହେଲେ ବିଷ୍ଣୁପଦ ସେଠୀ

ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟସ୍ତ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ପୁଣି ମିଳିଛି ଅତିରିକ୍ତ ଦାୟିତ୍ବ। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ଶ୍ରୀ ସେଠୀ। ପୂର୍ବରୁ ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ…

କିସାନ୍‌ ସୋସିଆଲ୍‌ ଆର୍ମୀର ୪ କର୍ମୀଙ୍କ…

ନୂଆଦିଲ୍ଲୀ: ଦିଲ୍ଲୀର ଟିକ୍ରୀ ସୀମାରେ ଚାଲିଥିବା କୃଷି ଆନ୍ଦୋଳନ ସମର୍ଥନରେ ଯାଇଥିବା ଜଣେ ମହିଳା କର୍ମୀଙ୍କୁ ବାଟରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ଯୁବତୀ ପରେ କୋଭିଡ୍‌ ଆକ୍ରାନ୍ତ ହୋି ମୃତ୍ୟୁବରଣ କରିଛନ୍ତି। 'କିସାନ୍‌ ସୋସିଆଲ୍‌ ଆର୍ମୀ'ର ୪ ଜଣ ସଦସ୍ୟଙ୍କ ନାମରେ ମୃତ…

ଦୁର୍ଘଟଣାରେ ପ୍ରତାପ ଷଡ଼ଙ୍ଗୀଙ୍କ ନାକ…

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ଦୁର୍ଘଟଣାର ଶିକାର ହୋଇଛନ୍ତି। ସରକାରୀ ଗାଡ଼ିରେ ଯିବା ସମୟରେ ଗୋଟିଏ ଟ୍ରାକ୍ଟର ସହ ଧକ୍କା ହେବାରୁ ଗାଡ଼ିର ବାମ ପାଖ ଭାଙ୍ଗିଯିବା ସହ ମନ୍ତ୍ରୀଙ୍କନାକ ଫାଟିଯାଇଛି। ଆଜି ଅପରାହ୍ଣରେ ଜଣେ ମୃତକଙ୍କ ପରିବାର ବର୍ଗଙ୍କୁ ଦେଖା…

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ପୁଣି ଗୋଟିଏ ଦୁଃଖଦ ଖବର। ବିଶିଷ୍ଠ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ପରଲୋକ ହୋଇଛି। ସେ କୋଭିଡ୍‌ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ରଘୁନାଥ। ତାଙ୍କର ସ୍ବାସ୍ଥ୍ୟବାସ୍ଥା ଗୁରୁତର ଥିବାରୁ…

ଦୁଇ ଡୋଜ୍‌ ଟିକା ନେବା ପରେ ବି ଚାଲିଗଲା…

ନୂଆଦିଲ୍ଲୀ: କୋଭିଡ୍‌ରୁ ମୁକ୍ତି ପାଇଁ ଟିକା ଏବେ ସବୁଠୁ ବଡ଼ ସାହାରା ପାଲଟିଥିବା ବେଳେ ଦିଲ୍ଲୀରୁ ଏକ ଦୁଃଖଦ ଖବର ଆସିଛି। ଦୁଇ ଡୋଜ୍‌ ସମ୍ପୂର୍ଣ୍ଣ ଟିକା ନେବା ପରେ ବି ଏହା ଜୀବନ ରକ୍ଷାକାରୀ ହୋଇ ପାରିନାହିଁ। ଟିକା ନେଇ ସାରିଥିବା ଜଣେ ଡାକ୍ତର କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀର ସରୋଜ…