Odisha Link
Bridging the Missing Links in Odisha

ଅକ୍ସିଜେନ୍‌ କଳାବଜାରୀ କରୁଥିଲା ଖାନ୍‌…

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋଭିଡ୍‌ ସଂକ୍ରମଣ ହୁ ଡୁ ହୋଇ ବଢ଼ୁଥିବା ବେଳେ ଅକ୍ସିଜେନ୍‌ ଅଭାବ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଏଭଳି ସମୟରେ ଅକ୍ସିଜେନ୍‌ କଳାବଜାରୀ କରୁଥିବା ରେସ୍ତୋରାଁ "ଖାନ୍‌ ଚାଚା" ଉପରେ ଚଢ଼ାଉ କରି ପୁଲିସ ୯୬ଟି ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ଜବତ କରିଛି। ରେସ୍ତୋରାଁର…

ଆତଙ୍କବାଦୀ ଆକ୍ରମଣ, ୫୦ରୁ ଉର୍ଦ୍ଧ୍ବ ମୃତ

ବ୍ୟୁରୋ: ଲଗାତାର ତିନୋଟି ବୋମା ବିସ୍ଫୋରଣରେ ଆଫଗାନିସ୍ଥାନର ରାଜଧାନୀ କାବୁଲରେ ୫୦ ଜଣରୁ ଅଧିକଙ୍କର ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ରୀ ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ କାବୁଲର ଶୟେଦ ଅଲ୍-ସୁହାଦା ବାଳିକା ବିଦ୍ୟାଳୟ ବାହାରେ ଶନିବାର ପ୍ରଥମେ ଗୋଟିଏ ବୋମା ଫୁଟିଥିଲା।…

କୋଭିଡ୍‌ କଟକଣାକୁ ଫୁ, ପ୍ରାର୍ଥାନା ପାଇଁ…

ହାଇଦ୍ରାବାଦ: କୋଭିଡ୍‌ କଟକଣାକୁ ନ ମାନି ରମଜାନ ମାସରେ ଶୁକ୍ରବାର ପ୍ରାର୍ଥନା ପାଇଁ ଶହ ଶହ ମୁସଲମାନ୍‌ ସମ୍ପ୍ରଦାୟର ବ୍ୟକ୍ତି ଏକାଠି ହୋଇଥିବା ଅଭିଯୋଗ ହୋଇଛି। ଏ ଘଟଣା ପରେ ତୁରନ୍ତ ସର୍ବସାଧାରଣ ଏକତ୍ରୀକରଣ ନେଇ ନୀତି ନିର୍ଦ୍ଧାରଣ କରିଛନ୍ତି ତେଲିଙ୍ଗାନା ସରକାର। କୋଭିଡ୍‌ ସଂକ୍ରମଣ ବ୍ୟାପିବାରେ…

ନିର୍ବାଚନରେ ହାରିବାରୁ ରାସ୍ତା ଖୋଳିନେଲେ

ଲକ୍ଷ୍ନୌ: ପଞ୍ଚାୟତ ନିର୍ବାଚନରେ ହରିଯିବା ପରେ ରାଜ୍ୟର ବହୁ ସ୍ଥାନରେ ପରାଜିତ ପ୍ରାର୍ଥୀ ହିଂସା କରୁଥିବା ଖବର ଆସିଛି। ହାରିଥିବା ପ୍ରାର୍ଥୀ ଜନସାଧାରଣଙ୍କ ଉପରେବ ବିଭିନ୍ନ ବାଗରେ ରାଗ ସୁଝାଉଛନ୍ତି। ବାରବାଙ୍କୀ ଜିଲ୍ଲାରେ ଜଣେ ପରାଜିତ ପ୍ରାର୍ଥୀ ରାଗରେ ଗାଁକୁ ଯାଇଥିବା ରାସ୍ତାକୁ ଜେସିବି ଲଗାଇ ଖୋଳି…

କୋଭିଡ୍‌ କଟକଣା ବେଳେ ସେଣ୍ଟ୍ରାଲ ଭିଷ୍ଟା…

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ କୋଭିଡ୍‌ ସହ ଯୁଝୁଥିବା ବେଳେ ଯୋରସୋର୍‌ରେ ଆଗେଇ ଚାଲିଛି ପ୍ରଧାନମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣ କାର୍ଯ୍ୟ। ଗତ କିଛି ସପ୍ତାହ ହେଲା ରାଜଧାନୀର ରାଜପଥର ଦୁଇ ପାର୍ଶ୍ବ ଖୋଳା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆବାସ ସମେତ ନୂଆ ସଂସଦ…

ପ୍ରଶାନ୍ତ କିଶୋର ଓ ଯଶଓ୍ବନ୍ତ…

ବ୍ୟୁରୋ: ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ୨୧୩ ଆସନ ଜିତି ତୃତୀୟ ଥର ପାଇଁ ସରକାର ଗଢ଼ିଥିବା ଟିଏମ୍‌ସି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ବରିଷ୍ଠ ରାଜନେତା ଯଶଓ୍ବନ୍ତ ସିହ୍ନାଙ୍କୁ ରାଜ୍ୟସଭା ପଠାଇପାରେ। ଏ ନେଇ ଦଳ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ଦଳକୁ ପଶ୍ଚିମବଙ୍ଗରେ…

କୋଭିଡ୍‌ ରୋଗୀକୁ ଶ୍ମଶାନ ମନା

ଭଞ୍ଜନଗର: ଯଦି କୋଭିଡ୍‌ରେ ମୃତ୍ୟୁ ହୋଇଛି ତେବେ ସେ ଶବ ଶ୍ମଶାନରେ ଦାହ ହୋଇପାରିବନାହିଁ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗ୍ରାମବାସୀ। ଗ୍ରାମରେ ଥିବା ସର୍ବସାଧାରଣ ଶ୍ମଶାନ ଫାଟକରେ କଣ୍ଟାଝାଟି ଦେଇ ବନ୍ଦ କରି ଦେଇଛନ୍ତି ଗ୍ରାମବାସୀ। ଜୀବନ ଥିବା ବେଳେ ଅବହେଳା ଓ ଅସୁବିଧା ଭିତରେ ଜୁଝୁଥିବା…

କୋଭିଡ୍‌ ନିୟମ ଭାଙ୍ଗି କରୁଥିଲେ…

ମୁନ୍ନାର: କେରଳରେ ଚର୍ଚ ଅଫ୍‌ ସାଉଥ୍‌ ଇଣ୍ଡିଆ (ସିଏସ୍‌ଆଇ)ର ୪୮୦ ଜଣ ପ୍ରମୁଖ ପୂଜକଙ୍କ ନାମରେ ମାମଲା ରୁଜୁ କରିଛି ରାଜ୍ୟ ପୁଲିସ। ସେମାନେ କୋଭିଡ୍‌ କଟକଣାକୁ ଅମାନ୍ୟ କରି ମୁନ୍ନାରରେ ଏକ ଖ୍ରୀଷ୍ଟିଆନ ଧର୍ମସଭାରେ ଏକତ୍ରିତ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ଗତକାଲି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି।…

ପୁଣି ସମାଲୋଚନା କଲେ ସୁବ୍ରମନ୍ୟନ୍‌…

ବ୍ୟୁରୋ: ଟ୍ବିଟରରେ ଫେକ୍‌ ଆଇଡି ଖୋଲି ବଦମାସୀ କରୁଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)। ଏଭଳି ବଦମାସୀ ପାଇଁ ଟଙ୍କା ନଷ୍ଟ କରିବା ବଦଳରେ ପିଏମ୍‌ଓ ସମାଲୋଚନାର ଜବାବ ରଖୁ ବୋଲି ଟୁଇଟ୍‌ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମନ୍ୟନ୍‌ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସାମ୍ବାଦିକଙ୍କୁ ମୃତ କର୍ମକର୍ତ୍ତା…

ବ୍ୟୁରୋ: ସେ ଜଣେ ସାମ୍ବାଦିକ। ସେ ବଞ୍ଚିଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ବିଜେପି ଆିଟି ସେଲ୍‌ ତାଙ୍କୁ ନିଜର କର୍ମକର୍ତ୍ତା ବୋଲି ଦର୍ଶାଇବା ସହ ମୃତ ବୋଲି ଘୋଷଣା କରିଛି। ଟିଏମ୍‌ସି କର୍ମୀଙ୍କ ହାତରେ ସେ ପ୍ରାଣ ହରାଇତିବା ଦର୍ଶାଇ ଏକ ଭିଡିଓ ଛାଡ଼ିଟି ଆଇଟି ସେଲ୍। ଏ ମିଛ ଧରାପଡ଼ିବା ପରେ ବିଭିନ୍ନ ମହଲରେ…