Odisha Link
Bridging the Missing Links in Odisha

ତାମିଲ କ୍ୟାବିନେଟ୍‌ରେ ଗାନ୍ଧୀ ଓ ନେହରୁ

ଚେନ୍ନାଇ: ତାମିଲନାଡ଼ୁରେ ସଦସ୍ୟ ଗଢ଼ାଯାଇଥିବା ଡିଏମ୍‌କେ ସରକାରରେ ୩୪ ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିିବା ବେଳେ ଏଥିରେ ଏମିତି କିଛି ବ୍ୟକ୍ତି ସମାିଲ ହୋଇଛନ୍ତି ଯାହାଙ୍କ ନାମକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ତାମିଲନାଡ଼ୁ କ୍ୟାବିନେଟ୍‌ରେ ବିଶ୍ବପ୍ରସିଦ୍ଧ ବାମପନ୍ଥୀ ନେତା ଷ୍ଟାଲିନ୍‌ଙ୍କ ନାମଧାରୀ…

ବଦ୍ରିନାଥ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା…

ନୂଆଦିଲ୍ଲୀ: କରୋନା କାଳରେ ଧର୍ମୀୟ ସ୍ଥଳ ବିକାଶ ଲାଗି ଆଗ୍ରହ ଦେଖାଇଛି ତୈଳ ମନ୍ତ୍ରାଳୟ। କେନ୍ଦ୍ର ସରକାରଙ୍କ ୫ ପ୍ରମୁଖ ତୈଳ ସଂସ୍ଥା (ପିଏସ୍‌ୟୁ) ପକ୍ଷରୁ ବଦ୍ରିନାଥ ଧାମ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା ଦିଆଯିବ ବୋଲି ଆଜି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି।…

ପଶ୍ଚିମବଙ୍ଗ: ୧୪୨ ବିଧାୟକଙ୍କର ରହିଛି…

କୋଲକାତା: ଏବେ ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିବା ୨୯୨ ବିଧାୟକଙ୍କ ମଧ୍ୟରୁ ୧୧୩ ଜଣଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି ବୋଲି ସେମାନେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ବିଜେପିର ଅଧା ବିଧାୟକଙ୍କ ନାମରେ ମାମଲା ଥିବା ବେଳେ ଟିଏମ୍‌ସିର ଏକ ତୃତୀୟାଂଶ ବିଧାୟକଙ୍କ ନାମରେ ସଙ୍ଗୀନ ମାମଲା…

ପିଣ୍ଡାରେ ପ୍ରତାପଙ୍କ ଉପବାସ

ବାଲେଶ୍ବର: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ପ୍ରତିବାଦ କରି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପବାସ କରିଛନ୍ତି। ସେ ନିଜ ଘରର ଦାଣ୍ଡ ପିଣ୍ଡାରେ ଧାରଣାରେ ବସିଛନ୍ତି। ନିଜର କିଛି ଦଳୀୟ ସହଯୋଗୀଙ୍କ ସହ ଧାରଣାରେ ବସିଛନ୍ତି ସାଂସଦ ଶ୍ରୀ ଷଡ଼ଙ୍ଗୀ। ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଉପରେ…

ମେଘାଳୟରେ ମିଳିଲା ୧୦ କୋଟି ବର୍ଷ ପୁରୁଣା…

ବ୍ୟୁରୋ: ମେଘାଳୟର ପଶ୍ଚିମ ଖାସି ପାହାଡ଼ ଜିଲ୍ଲାରେ ଗବେଷକମାନେ ଏକ ଡାଇନୋସର୍‌ ଫସିଲ୍‌ ଠାବ କରିଛନ୍ତି। ଏହା ୧୦ କୋଟି ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି। ୟ ସରୋପଡ୍‌ସ ପ୍ରଜାତିର ଏହି ଡାଇନୋସର୍‌ ଫସିଲକୁ ଠାବ କରିଛନ୍ତି ଭାରତୀୟ ପ୍ରତ୍ନତତ୍ବ ବିଭାଗର ଗବେଷକ ଦଳ। ଏହି ଜାତୀୟ ଜନ୍ତୁଙ୍କର ବେକ…

ଦେଶରେ କୋଭିଡ୍‌ ପରିଚାଳନା: ଅସନ୍ତୋଷ…

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ସାଂସଦ ସୁବ୍ରମନ୍ୟନ୍‌ ସ୍ବାମୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରସା କରିବା ବୃଥା ବୋଲି ସେ କହିଛନ୍ତି। ଦେଶର କୋଭିଡ୍‌ ପରିଚାଳନା ଭାର କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ…

‘ଅନ୍ତର୍ଜାତୀୟ’ ଶବ୍ଦକୁ…

ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ଓଡ଼ିଆ ଲେଖକ ମନୋଜ ଦାସଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ପାଇଁ ରାଜ୍ୟର ମନୋଜପ୍ରେମୀମାନେ ସରକାରଙ୍କୁ ନାନାଦି ପରାମର୍ଶ ଦେଇଥିଲେ। ଶ୍ରୀ ଦାସଙ୍କ ମୃତ୍ୟୁର ମାତ୍ର ସପ୍ତାହେ ପରେ ତରବରିଆ ଭାବରେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଲେ, ତାହା ସବୁ…

ପଶ୍ଚିମବଙ୍ଗ ହିଂସା: ପୁଲିସ୍‌ ଡିଜି ଓ…

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଏଯାବତ୍‌ ୧୪ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଛି। ଆଜି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମମତା। ସେ ବର୍ତ୍ତମାନର ପୁଲିସ ଡିଜି ଓ ଏଡିଜିଙ୍କୁ ହଟାଇ ଦେଇଛନ୍ତି।…

ବେଙ୍ଗଲ ହିଂସା: ଭାଇରାଲ୍‌ ହେଉଛି ଭଦ୍ରକ…

ଭୁବନେଶ୍ବର: ଓଡ଼ିଶାର ଭଦ୍ରକରେ ଉତ୍ତୋଳିତ ଗୋଟିଏ ଭିଡିଓକୁ ପଶ୍ଚିମବଙ୍ଗରେ ହିଂସା ବେଳର ଭିଡିଓ ବୋଲି କହି ପ୍ରଚାର କରାଯାଉଛି। ଆଉଗୋଟିଏ ମିଛ ଭିଡିଓରେ 'ଖେଳା ହେବୋ' ଗୀତ ତାଳେତାଳେ ଟିଏମ୍‌ସି କର୍ମୀ ହାତରେ ଖଣ୍ଡା ତଲଓ୍ବାର ଧରି ନାଚୁଛନ୍ତି ବୋଲି ପ୍ରଚାର କରାଯାଉଛି। ଏଭଳି ଅନେକ ମିଛ ଭିଡିଓ ସାମାଜିକ…

କଂଗ୍ରେସ, ବିଜେପି ଓ ବାମ ଦଳର ନିନ୍ଦା:…

ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ବିପୁଳ ବିଜୟ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏପରିକି କେତେକ ଦୁର୍ବୃତ୍ତ ବିଜେପି କାର୍ଯ୍ୟାଳୟ ଭାଙ୍ଗିଦେଇଥିବା ଖବର ଆସିଛି। ମିଳିଥିବା ସୂଚନା ଅନୁସାରେ ମେ ୨ ପରଠାରୁ ଏଯାବତ୍‌ ୧୪ ଜଣ ଏହି ହିଂସାରେ…