Odisha Link
Bridging the Missing Links in Odisha

ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ଅରୁଣ!

ନୟାଗଡ଼: 'ଏ ସମ୍ପତ୍ତି ଆପଣଙ୍କର, ଆପଣଙ୍କ ପଇସାରେ, ଆପଣଙ୍କ ସେବା ପାଇଁ ଉଦ୍ଦିଷ୍ଟ। ଏହାର ଯତ୍ନ ନିଅନ୍ତୁ।' ରାଜ୍ୟର ରାସ୍ତାଘାଟ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିବେଦନମୂଳକ ଲେଖା ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଛି।…

୫ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୧ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଚଳିତ ମାର୍ଚ୍ଚ ମାସ ୭ ତାରିଖ ସଂଧ୍ୟାରେ ସ୍ଥାନୀୟ…

ୟୁକ୍ରେନ୍: ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ…

ଓଏଲ୍‌ ବ୍ୟୁରୋ: ୟୁକ୍ରେନ୍‌ ସହ ରୁଷ୍‌ର ଯୁଦ୍ଧ ଚାଲିଥିବା ବେଳେ ସେଠାରେ ଏହାର ଶିକାର ହୋଇଛନ୍ତି ଜଣେ ଭାରତୀୟ ଛାତ୍ର। ରୁଷ୍‌ ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍‌ର ଖାରଭିକ୍‌ ସହରରେ ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ଥିବା ଖାରଭିକ୍‌…

ଧର୍ମେନ୍ଦ୍ରଙ୍କ ଜୋନ୍‌ରେ ହାରିଲା ବିଜେପି

ଅନୁଗୁଳ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିଜ ଅଞ୍ଚଳରେ ତାଙ୍କ ଦଳର ପ୍ରାର୍ଥୀ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ଗାଁ ଜୋନ୍‌ରେ ବିଜେପିକୁ ଜିତାଇବାକୁ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ପ୍ରଧାନ ବହୁ କସରତ କରିଥିଲେ ବି ବିଜୁ ଜନତା ଦଳର ଲୋକପ୍ରିୟତା ଆଗରେ ସବୁ ଫିକା…

ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ…

ଭୁବନେଶ୍ବର: ଯୁଦ୍ଧାକ୍ରାନ୍ତ ୟୁକ୍ରେନ୍‌ରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ସେଠାରୁ ସୁରକ୍ଷିତ ଭାବରେ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ହେଲ୍ପଲାଇନ୍‌ ନମ୍ବର ଜାରି କରିଛନ୍ତି। ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଆବଶ୍ୟକ ସମସ୍ତ ଖର୍ଚ୍ଚ…

ପଞ୍ଚାନନ ଦାଶଙ୍କ ସ୍ମୃତିପୁସ୍ତକ…

ଭୁବନେଶ୍ବର: ଉଦ୍ୟୋଗ ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ "ଜୀବନ ଯେମିତି" ସ୍ଥାନୀୟ ହୋଟେଲ ସ୍ୱସ୍ତି ପ୍ରିମିୟମ ପରିସରରେ ଉନ୍ମୋଚିତ ହୋଇଯାଇଛି। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ…

କବି ଜୟନ୍ତ ମହାପାତ୍ର ଅସୁସ୍ଥ, ଆଇସିୟୁରେ…

କଟକ: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଦ୍ବିଭାଷୀ କବି ଜୟନ୍ତ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ‌ହୋଇପଡ଼ିଛନ୍ତି। ସୋମାବାର ଦିନ ତାଙ୍କୁ କଟକ ବଡ଼ ଡାକ୍ତରଖାନା ମେଡିସିନ୍‌ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୯୪…

ଯେଉଁଠୁ ଆରମ୍ଭ ହୋଇଥିଲା ସତ୍ୟାଗ୍ରହ,…

ଓଏଲ୍‌ ବ୍ୟୁରୋ: ଯେଉଁଠୁ ମହାତ୍ମା ଗାନ୍ଧୀ ଐତିହାସିକ ସତ୍ୟାଗ୍ରହ ଆରମ୍ଭ କରିଥିଲେ ସେଇଠି ତାଙ୍କର ପ୍ରତିମୂର୍ତ୍ତିକୁ କେହି ଅଜଣା ଅପରାଧୀ ଭାଙ୍ଗି ଦେଇଛନ୍ତି। ରବିବାର ରାତିରେ ବିହାରର ପୂର୍ବ ଚମ୍ପାରନ ଜିଲ୍ଲା ସଦର ମହକୁମା ମୋତିହାରିର ଚରଖା ପାର୍କରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୧୯୧୭ ମସିହାରେ…

ନରସିଂହପୁର: ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ…

କଟକ: ଆଉ ମାତ୍ର ଦୁଇଦିନ ପରେ ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ଆରମ୍ଭ ହେଉଥିବା ବେଳେ କଟକ ଜିଲ୍ଲା ନରସିଂହପୁର ନିର୍ବାଚନ ମଣ୍ଡଳିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଗତ ରାତିରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ରବିବାର ରାତିରେ କାଠଖୁଣ୍ଟୁ ପଞ୍ଚାୟତର ସରପଞ୍ଚ…

ମାଓ ପୋଷ୍ଟର ପାଖରୁ ଦୂରେଇ ରୁହ: କୋରାପୁଟ…

କୋରାପୁଟ: ମାଓ ପୋଷ୍ଟର ଦେଖିଲେ ଏହା ପାଖକୁ ନଯିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି କୋରାପୁଟ ଜିଲ୍ଲା ପୁଲିସ ଅଧୀକ୍ଷକ ବରୁଣ ଗୁଣ୍ଠାପଲ୍ଲୀ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀ ଅଧିକ ସକ୍ରିୟ ହୋଇଥିବା ନେଇ ଗୁଇନ୍ଦା ସୂଚନା ପାଇବା ପରେ ଏଭଳି ପରାମର୍ଶ ଦେଇଛନ୍ତି ଏସ୍‌ପି।…