Odisha Link
Bridging the Missing Links in Odisha

ଆଜିଠୁ କମିବ ଶୀତ, ଫେବ୍ରୁଆରୀ ୧୬ରୁ…

ଭୁବନେଶ୍ବର: ଚଳିତ ସପ୍ତାହରେ ଶେଷହେବ ଶୀତଋତୁ। ଆଜିଠାରୁ ରାତି ତାପମାତ୍ରା ବଢ଼ିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ଦୁଇଦିନ ଯାଏଁ ରାଜ୍ୟରେ ଜଳବାୟୁ ଶୁଷ୍କ ରହିବ। ତେବେ ଫେବ୍ରୁଆରୀ ୧୬ ତାରିଖରୁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଜଣାଇଛି। ସୂଚନା…

“କୋକୋଲି” ଚଳଚ୍ଚିତ୍ରର…

ଭୁବନେଶ୍ବର: ଆମ ସମାଜର ବିଭିନ୍ନ ବର୍ଗ ଓ ଗୋଷ୍ଠୀ ମଧ୍ୟରେ ସମନ୍ବୟର ଅଭାବ ରହିଛି। ସାହିତ୍ୟ କ୍ଷେତ୍ରର ବ୍ୟକ୍ତି ସିନେମା ବାବଦରେ ଆଗ୍ରହ ରଖୁନାହାନ୍ତି। ସିନେମା କରୁଥିବା ବ୍ୟକ୍ତି ସାହିତ୍ୟର ପାଖ ମାଡ଼ୁନାହାନ୍ତି। ସାହିତ୍ୟ ଓ ସିନେମା ଭିତରେ ସେତୁ ନିର୍ମାଣର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ…

ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ ଠକେଇ: ୨୮ଟି…

ଓଏଲ୍ ବ୍ୟୁରୋ: ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ ଠକେଇ ସାମନାକୁ ଆସିଛି। ଗୁଜୁରାଟର ଏକ ଜାହାଜ ନିର୍ମାଣ କମ୍ପାନୀ ବିଭିନ୍ନ ବ୍ୟାଙ୍କ୍‌ରୁ ୨୨,୮୪୨ କୋଟି ଟଙ୍କା ଠକିନେଇଛି। ଶନିବାର ଦିନ ଏଭଳି ବଡ଼ ଧରଣର ଠକେଇ ସାମନାକୁ ଆସିବା ପରେ କମ୍ପାନୀ ନିର୍ଦ୍ଦେଶକଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ। କମ୍ପାନୀର…

ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ…

ମାଲକାନଗିରି: କୋଭିଡ୍‌ କାରଣରୁ ପ୍ରାୟ ୨ ବର୍ଷ ଧରି ରାଜ୍ୟରେ ବିଦ୍ୟାଳୟ ବନ୍ଦ ଥିବାବେଳେ ଫେବ୍ରୁଆରୀ ୭ ତାରିଖରୁ ପୁଣି ଖୋଲିଛି। ତେବେ ସ୍କୁଲକୁ ଯିବା ପାଇଁ କହିବାରୁ ମାଲକାନଗିରି ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭିମରାଙ୍ଗିରି ଗାଁରେ ଘଟିଛି…

ନୟାଗଡ଼ରେ ଛିଡ଼ୁଛି ବିଜେଡି ଭୋଟ୍: ଦଶପଲ୍ଲା…

ନୟାଗଡ଼: ନିରବଛିନ୍ନ ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୁଣ କୁମାର ସାହୁ ୪ ଥର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଙ୍ଗଠନ ଓ ଦଳର ଭୋଟ୍‌ବ୍ୟାଙ୍କ୍‌କୁ ଏହା ସିଧାସଳଖ ପ୍ରଭାବିତ କରୁଛି। ସଂଗଠନ ଭିତରେ ନେତୃତ୍ବ ପ୍ରତି ଆସ୍ଥା କମୁଥିବା ବେଳେ ଦଳର ଭୋଟ ଭାଗ ମଧ୍ୟ ବେଳକୁ ବେଳ କମିଆସୁଛି। ପଡ଼ୋଶୀ…

ଦେଶରେ ପ୍ରଥମ: ଓଡ଼ିଶାର ୬,୦୯୯ ଗାଁରେ କାମ…

ଭୁବନେଶ୍ବର: କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏଥର ପଞ୍ଚାୟତ ନିର୍ବାଚନରେ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ମାତ୍ର ୫ ଜଣ ସମର୍ଥକଙ୍କୁ ନେଇ ଦୁଆର ଦୁଆର ବୁଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୁକ୍ତ। ଆଉ ମାତ୍ର ୧୨ ଦିନ ପରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେଉଥିବା ବେଳେ…

ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେବେ…

ଭୁବନେଶ୍ବର: ଭାରତୀୟ ରାଜସ୍ବ ସେବା ଅଧିକାରୀ ସମର ନନ୍ଦଙ୍କୁ ସମ୍ଭାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। କେନ୍ଦ୍ର ସରକାରଙ୍କ ସୀମାଶୁଳ୍କ (କଷ୍ଟମ) ବିଭାଗରେ କାର୍ଯ୍ୟରତ ମୋଟ ୨୯ ଜଣ ଅଧିକାରୀଙ୍କୁ ରାଷ୍ଟ୍ରପତି ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଜାନୁଆର ୧୦ରେ ପ୍ରେମ୍‌ ଆନନ୍ଦ ଗଜଲ…

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ଲିଖିତ ଓ ନିର୍ଦ୍ଦେଶିତ ୮ଟି ମନଛୁଆଁ ଗଜଲଧର୍ମୀ ସଂଗୀତକୁ ନେଇ ଓଡ଼ିଆ ମିଡିଆ ପକ୍ଷରୁ ଆସନ୍ତା ୧୦ ତାରିଖରେ ଆୟୋଜିତ ହେଉଛି "ପ୍ରେମ୍‌ ଆନନ୍ଦ ଗଜଲ ସଂଧ୍ୟା ୨୦୨୨"। ରବୀନ୍ଦ୍ର ମଣ୍ଡପ ପରିସରରେ ଆୟାଜିତ ହେବାକୁ ଥିବା ଏହି ଉତ୍ସବରେ…

ଓଡ଼ିଶାରେ ମିଶନାରୀ ସେବା ସଂସ୍ଥାକୁ…

ଭୁବନେଶ୍ବର: ମିସନାରୀଜ୍‌ ଅଫ୍‌ ଚାରିଟୀ ନାମକ ଖ୍ରୀଷ୍ଟିଆନ୍‌ ସେବା ସଂସ୍ଥାକୁ ୭୯ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଦିଆଯିବ। କୋଲକାତାରେ ଥିବା ମିସନାରୀଜ୍‌ ଅଫ୍‌ ଚାରିଟୀ ଦ୍ବାରା ଓଡ଼ିଶାରେ ପରିଚାଳିତ ୧୩ଟି…

ନାଟକ ମାଧ୍ୟମରେ ଟିବି ବିରୁଦ୍ଧରେ ଲଢ଼େଇ

ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ମହାମାରୀ ସହ ଲଢ଼ୁଥିବା ବେଳେ ଟ୍ୟୁବରକ୍ୟୁଲୋସିସ୍ (ଟିବି) ଏବଂ ଡ୍ରଗ୍‌-ରେଜିଷ୍ଟାଂଟ ଟ୍ୟୁବରକ୍ୟୁଲୋସିସ୍ (ଡିଆର୍‌-ଟିବି) ରୋଗର ନିରାକରଣ କ୍ଷେତ୍ରରେ ଧ୍ୟାନ ହଟିବାରେ ଲାଗିଛି। ସାରା ବିଶ୍ୱରେ ସର୍ବାଧିକ ଟିବି ଏବଂ ଡିଆର୍‌-ଟିବି ସମସ୍ୟା ଭାରତରେ ରହିଥିବା ବେଳେ…