Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା ପରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଥିଲା। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ଡିସେମ୍ବର ସୁଦ୍ଧା ‘ପଦ୍ମପୁର’ ଉପଖଣ୍ଡକୁ ରାଜ୍ୟର ୩୧ତମ ଜିଲ୍ଲା ମାନ୍ୟତା ମିଳିବ ବୋଲି ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ…

ଫିଫା ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ

ଓଏଲ୍‌ ବ୍ୟୁରୋ: କତାରେ ଚାଲିଥିବା ଫିଫା ବିଶ୍ବକପ୍‌ ୨୦୨୨ରେ ଗୋଟିଏ ପରେ ଗୋଟିଏ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିିଛି। ଗ୍ରୁପ୍‌ ଷ୍ଟେଜରୁ ବିଦା ହେଲା ଫିଫା ର‍୍ୟାଙ୍କିଙ୍ଗର ୨ ନମ୍ବର ଦଳ ବେଲଜିୟମ୍। ସେହିପରି ୪ଥରର ବିଶ୍ବ ବିଜେତା ଜର୍ମାନୀ ଦଳ ସୁପର ୧୬ରେ ଏଣ୍ଟ୍ରି କରିପାରି ନାହିଁ। ଅନ୍ୟପଟେ ଗ୍ରୁପ୍‌…

ଏଣିକି ମୁହଁ ଦେଖାଇଲେ ଏୟାରପୋର୍ଟରେ…

ଓଏଲ୍‌ ବ୍ୟୁରୋ: ବିମାନବନ୍ଦରରେ ଭିଡ଼ ନିୟନ୍ତ୍ରଣ ପାଇଁ ଭାରତ ସରକାର ନେଇଛନ୍ତି ଏକ ଅଭିନବ ପଦକ୍ଷେପ। ସହଜ ଓ ସୁବିଧାରେ ବିମାନଯାତ୍ରା ସୁନିଶ୍ଚିତ କରିିବା ପାଇଁ ଡିସେମ୍ବର ୧ ତାରିଖରୁ ଦେଶରେ ଆରମ୍ଭ ହୋଇଛି 'ଡିଜି ଯାତ୍ରା'। ବିମାନଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମେ ଦେଶର ୩ ବିମାନବନ୍ଦର ଦିଲ୍ଲୀ,…

ପଦ୍ମପୁର: ବର୍ଷାଙ୍କ ପାଇଁ ପ୍ରଚାର କରିବେ…

ଓଏଲ୍‌ ବ୍ୟୁରୋ: ଆଜି ପଦ୍ମପୁରରେ ପାଓ୍ବାର ସୋ' କରିବ ବିଜୁ ଜନତା ଦଳ। ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦିନକରେ ତିନୋଟି ଜନସଭରେ ପଦ୍ମପୁରବାସୀଙ୍କୁ ସମ୍ବୋଧିକ କରିବେ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବାହ୍ନ ୧୧ଟା ସମୟରେ ପଦ୍ମପୁର ନିକଟସ୍ଥ…

ରାୱଲପିଣ୍ଡି ଟେଷ୍ଟରେ ଇତିହାସ ରଚିଲା…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ ମ୍ୟାଚ୍‌ ଖେଳୁଛି ଇଂଲଣ୍ଡ। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ୧୧୨ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଛି ଇଂଲଣ୍ଡ। ପ୍ରଥମ ଦଳ ଭାବେ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଦିନରେ ୫୦୦ ରନ୍ କରିଛି ଇଂଲଣ୍ଡ। ରାଓ୍ବଲପିଣ୍ଡିରେ…

ମେକ୍‌ ଇନ୍‌ ଓଡିଶା କନ୍‌କ୍ଳେଭ୍‌ରେ ସୋଆର…

ଭୁବନେଶ୍ୱର : ନିବେଶକ ମହାକୁମ୍ଭ ମେକ୍‌ ଇନ୍‌ ଓଡିଶା ନଭେମ୍ବର ୩୦ ବୁଧବାର ଠାରୁ ଆରମ୍ଭ ହୋଇଛି । ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମଧ୍ୟ ଷ୍ଟଲ ଖୋଲା ଯାଇଛି । ସୋଆର ଏହି ଷ୍ଟଲ୍‌ କୁ ଉଦ୍‌ଘାଟନ କରିଛନ୍ତି ଆଇଟି ସଚିବ ମନୋଜ ମିଶ୍ର ।…

ଜିଡିପି : ଅଭିବୃଦ୍ଧି ହାର ୬.୩ ପ୍ରତିଶତ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ସଙ୍କଟରୁ ବାହାରକୁ ଆସିବା ପରେ ବି ଦେଶରେ ଅର୍ଥନୀତିର ଗତ ମନ୍ଥର ରହିଛି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ହୋଇଥିବା ତୈମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହି ୩ ମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୩ ପ୍ରତିଶତ ହାରରେ ହୋଇଛି। ଗତବର୍ଷ ଏହି ସମୟରେ ଜିଡିପି…

ଶିକ୍ଷକ ଆନ୍ଦୋଳନ ସ୍ଥଗିତ 

ଓଏଲ୍‌ ବ୍ୟୁରୋ: ୩ ଦଫା ଦାବି ନେଇ ରାଜଧାନୀ ରାଜରାସ୍ତାରେ ରଣହୁଙ୍କାର ଦେଉଥିବା ଶିକ୍ଷକ ସଂଘ ଆଜି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଡିସେମ୍ବର  ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ପ୍ରାଥମିକ ଶିକ୍ଷକ ସଂଘ । ୬ରୁ ୨୦ ତାରିଖ ଭିତରେ ଦାବି ପୂରଣ ନହେଲେ ୨୧ ତାରିଖରୁ ପୁନର୍ବାର ଆନ୍ଦୋଳନକୁ…

କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ…

ଓଏଲ୍‌ ବ୍ୟୁରୋ: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟ୍‍କୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍‍ ଓ…

ଓଡ଼ିଶାରୁ କତାର ଗଲା ଅଣ୍ଡା

ଓଏଲ୍‌ ବ୍ୟୁରୋ: କତାରକୁ ରପ୍ତାନୀ ହେଲା ଓଡ଼ିଶା ଅଣ୍ଡା। ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରୁ କତାର ଯାଇଛି ଅଣ୍ଡା। ବର୍ତ୍ତମାନ କତାରରେ ଫୁଟବଲ୍‌ ମହାକୁମ୍ଭ 'ଫିଫା ବିଶ୍ବକପ୍‌ ୨୦୨୨' ଚାଲିଛି । ଯାହାଫଳରେ କତାରରେ ଅଣ୍ଡାର ବ୍ୟବହାର ବଢ଼ିଛି। କତାରରେ ବର୍ତ୍ତମାନ ଅଣ୍ଡାର ଚାହିଦା ଥିବାରୁ ବଲାଙ୍ଗୀରରୁ କତାର…