Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ବିଜେଡି ଟିକେଟ୍‌…

ଓଏଲ୍‌ ବ୍ୟୁରୋ: ଧାମନଗର ଫଳାଫଳ ପରେ ଏବେ ପଦ୍ମପୁର ଫାଇଟ୍‌ ଉପରେ ସମସ୍ତଙ୍କ ନଜର। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଲେଣି ଅଙ୍କକଷା। ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତିନି ଦଳ କେଉଁ ପ୍ରାର୍ଥୀକୁ ଟିକେଟ୍‌ ଦେବେ ସେ ନେଇ ଆରମ୍ଭ ହୋଇଛି…

ପୁରୀରେ ହେବ ଏଏସଆଇର ମୁଖ୍ୟ କାର୍ଯ୍ୟାଳୟ,…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ହେବ ସଂରକ୍ଷଣ। ଏହାର ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ। ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର…

ପଦ୍ମପୁର ଉପନିର୍ବାଚନ: ପ୍ରକାଶ ପାଇଲା…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ନଭେମ୍ବର ୧୭ ତାରିଖରେ ପ୍ରାର୍ଥପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ୧୮ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ନଭେମ୍ବର ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସମୟସୀମା ରହିଛି। ସେହିପରି ଡିସେମ୍ବର…

ଓଡ଼ିଶା ଆସୁଛନ୍ତି ମହାମହିମ, ଛୁଟି ଘୋଷଣା…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଆସୁଛନ୍ତି ମହାମହିମ। ଏଥିପାଇଁ ସରକାର ଘୋଷଣା କରିଛନ୍ତି ଛୁଟି। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ…

ନାଳକୁ କାର ଖସାଇ ପୁରା ପରିବାର କଲା…

ଓଏଲ ବ୍ୟୁରୋ: ପୁଣିଥରେ ପାରିବାରିକ ଅଶାନ୍ତି ନେଲା ମୁଣ୍ଡ। ଘରେ ଅଶାନ୍ତି ଲାଗି ରହିଥିବାରୁ ପରିବାରର ୪ ସଦସ୍ୟ କଲେ ଆତ୍ମହତ୍ୟା। ପଞ୍ଜାବ ଜିଲ୍ଲା ଫରୋଜପରରୁ ଆସିଛି ଏପରି ହୃଦୟବିଦାରକ ଘଟଣା। ବୁଧୱାରା ୱାଲା ମୁହଲ୍ଲାରେ ରହୁଥିବା ଗୋଟିଏ ପରିବାରର ବାପା, ଝିଅ, ଭଣଜା ଓ ବଡ ଭାଇଙ୍କ ଜୀବନ ଚାଲିଯାଇଛି। ୪…

ଧଳା ଜହର ନେବାକୁ ଆସିଥିଲେ ଯୁବକ, ବାନ୍ଧି…

ଓଏଲ ବ୍ୟୁରୋ : ସନ୍ଦେହରୁ ଧରାପଡ଼ିଲେ ଧଳାଜହର ଗ୍ରାହକ। ଧଳା ଜହର କିଣିବାକୁ ଆସିଥିବା ଯୁବକଙ୍କୁ ବାନ୍ଧିଲେ ମହିଳା। ପୁଲିସ ଗିରଫ କରିବା ପୂର୍ବରୁ ମହିଳାମାନେ ଧଳା ଜହର ଗ୍ରାହକଙ୍କୁ କାବୁ କରିନେଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ କୁଳକିନ୍ତା ଗ୍ରାମରେ। ମିଳିଥିବା…

୨ବନ୍ଧୁ ଦେଲେ ଭାଇଚାରାର ବାର୍ତ୍ତା

ଓଏଲ୍ ବ୍ୟୁରୋ : ସାଧାରଣତଃ ଧର୍ମକୁ ନେଇ ଅନେକ ପ୍ରକାର ଅପପ୍ରଚାର, ନିନ୍ଦା, ହିଂସା, ହତ୍ୟାକାଣ୍ଡ ଓ ରାଜନୀତି ଦେଖିବାକୁ ମିଳିଥାଏ। କେତେ ନିରୀହ ନିଷ୍ପାପ ମଧ୍ୟ ଏଥିରେ ବଳି ପଡିଥାନ୍ତି। ହେଲେ ଜୟପୁରରୁ ସାମ୍ନାକୁ ଆସିଛି ବନ୍ଧୁତାର ସୁନ୍ଦର ଚିତ୍ର। ଗୋଟିଏ ଘରେ ଆଲ୍ଲା ଓ ଇଶ୍ଵର। ଭାଇଚାରାର ସୁନ୍ଦର…

ଧାନ ବିଲରୁ ମିଳିଲା ନରକଙ୍କାଳ

ଓଏଲ ବ୍ୟୁରୋ: ଜମିରୁ ମିଳିଲା ନରକଙ୍କାଳ। ଏଭଳି ଖବର ଏବେ ନୂଆପଡ଼ା ରତିପାଲି ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏ ନରକଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ନରକଙ୍କାଳକୁ ଜବତ କରି ପରୀକ୍ଷା ପାଇଁ ପଠାଇଛି ପୁଲିସ। ଅପରପକ୍ଷେ ଏକ ବେନାମୀ ଚିଠିକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି।…

ଟ୍ରଲର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ : ସମ୍ବଲପୁର ଅଇଁଠାପାଲି ଛକରେ ମର୍ମତୁନ୍ତ ସଡକ ଦୁର୍ଘଟଣା। ସ୍କୁଲ ଯାଉଥିବା ସମୟରେ ଜଣେ ସ୍କୁଲ ଛାତ୍ରୀଙ୍କୁ ମାଡ଼ି ଚାଲିିଗଲା ଟ୍ରଲର। ଘଟଣା ସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସ୍କୁଲ ଛାତ୍ରୀ ଜଣଙ୍କ ନାମ ହେଉଛି ପ୍ରଜ୍ଞାପରମିତା ପାଣିଗ୍ରାହୀ। ସେ ସମ୍ବଲପୁର…

କାଲି ଓଡ଼ିଶା ଆସୁଛନ୍ତି ମହାମହିମ, କରିବେ…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାମହିମଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ…