Odisha Link
Bridging the Missing Links in Odisha

୧୦୯ ଘଣ୍ଟାର ମୃତ୍ୟୁ ସହ ସଂଘର୍ଷ କରି ଆଖି…

ଚଣ୍ଡିଗଡ: ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ କରି ଶେଷରେ ହାର ମାନିଛି ଜୀବନ। ଦୀର୍ଘ ୧୦୯ ଘଣ୍ଟା ସଂଘର୍ଷ କରି ୩ ବର୍ଷର ଶିଶୁ ଫତେହବୀର ସିଂହ ଜୀବନ ଯୁଦ୍ଧରେ ହାରି ଯାଇଛି। ୩ବର୍ଷ ତଳେ ଜୁନ ୧୦ ତାରିଖରେ ଫତେହବୀର ପ୍ରଥମେ ଦୁନିଆକୁ ଦେଖିଥିଲା, ତାର ଠିକ୍‌ ଦୁଇ ବର୍ଷ ପରେ ଦୁନିଆରୁ ବିଦାୟ ନେଇଛି…

ମୁଲାୟମ୍‌ ସିଂ ଯାଦବ ଅସୁସ୍ଥ: ମେଡ଼ିକାଲରେ…

ଉତ୍ତରପ୍ରେଦଶ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ଗୁରୁତର ଅସୁସ୍ଥ ହୋଇପଡିଥିଲେ ମୁଲାୟମ୍। ସେଥିପାଇଁ ସୋମବାର ରାତିରେ ଏକ ଚାର୍ଟାଡ ବିମାନରେ ମୁଲାୟମଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ…

ପାକିସ୍ତାନ ଆକାଶରେ ଉଡ଼ିବ ନମୋଙ୍କ ବିମାନ

ଇସଲାମାବାଦ: ପାକିସ୍ତାନ ଆକଶମାର୍ଗରେ ଉଡ଼ିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ। ଏଥିପାଇଁ ପାକିସ୍ତାନ ସରକାର ଭାରତ ହାଇକମିଶନରଙ୍କ ଅନୁରୋଧ କ୍ରମେ ଅନୁମତି ଦେଇଛନ୍ତି। ୧୩ ତାରିଖରେ ବିସକେକରେ ଆୟୋଜିତ ହେଉଛି ସାଂଘାଇ ସହଯୋଗ ସଂଗଠନ (ଏସସିଓ)। ଏହି ବୈଠକରେ ଭାରତ ପକ୍ଷରୁ ଯୋଗଦେବେ ପ୍ରଧାନମନ୍ତ୍ରୀ…

ସାମୁଦ୍ରିକ ଝଡ଼ ‘ବାୟୁ’…

ନୂଆଦିଲ୍ଲୀ: ପୁଣି ଆଉ ଏକ ସାମୁଦ୍ରିକ ଝଡ଼ ଭାରତ ମୁହାଁ। ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି। ଏହାର ନାମକରଣ କରାଯାଇଛି ‘ବାୟୁ’। ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ…

ଜମ୍ମୁ-କଶ୍ମୀରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀର ଅଞ୍ଚଳରେ ପୁଣିଥରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଜମ୍ମୁ-କଶ୍ମୀରର ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ହେଲେ କୁଲଗାମ ଅଞ୍ଚଳର ଶାୟର ଅହମ ଭଟ୍ଟ ଓ ଶୋପିଆନ ଅଞ୍ଚଳର ଶାକିର ଅହମ୍ମଦ ବଗାୟ। ଏହି ଦୁଇ…

ଆଜି ଦିଲ୍ଲୀରେ ମୋଦି-ନବୀନଙ୍କ…

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରେ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟଙ୍କ ସାକ୍ଷାତରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବା ନେଇ ସୂଚନା ମିଳିଛି। ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟ…

ରଥଯାତ୍ରା ସିଧା ପ୍ରସାରଣ ମାମଲା:…

ପୁରୀ: ପ୍ରତିବର୍ଷ ପରି ଚଳିତ ବର୍ଷ ରଥଯାତ୍ରା ସବୁ ଟେଲିଭିଜନ ଚ୍ୟାନେଲରେ ଦେଖିପାରିବେ ନାହିଁ ଦର୍ଶକ। କାରଣ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଚଳିତବର୍ଷ ରଥଯାତ୍ରାରେ କୌଣସି ଟିଭି ଚ୍ୟାନେଲ ସିଧା ପ୍ରସାରଣ କରିପାରି ବେ ନାହିଁ ବୋଲି ନୋଟିସ୍‌ ଦେଇଥିଲେ। ଏହିକ୍ରମରେ ଆଜି ରଥଯାତ୍ରା ସିଧାପ୍ରସାରଣ ନିମନ୍ତେ…

ବିଜେପୁର ବାସୀଙ୍କୁ ଦେଇଥିବା କଥା ରଖିଲେ…

ଭୁବନେଶ୍ବର: ବିଜେପୁର ବାସୀଙ୍କୁ କଥା ଦେଇ କଥା ରଖିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ବରଗଡ଼ରେ ୩ଟି ନୂଆ ଆରଆଇ ସର୍କଳ ଗଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଘୋଷଣା କରିଥିବା ପ୍ୟାକେଜର ଏହା ଏକ ଅଂଶବିଶେଷ। ତାଲପାଲି, ଗୁଦେରପାଲି ଓ ଡାଙ୍ଗବାହାଲରେ ନୂତନ ଆରଆଇ ସର୍କଲ ହୋଇଛି । ୩ଟି ସର୍କଲର ମୁଖ୍ୟାଳୟ…

ବନ୍ଧା ହେଲେ ପୂର୍ବତନ ପାକ ରାଷ୍ଟ୍ରପତି…

ଇସ୍ଲାମାବାଦ : ଦୁର୍ନୀତି ଅଭିଯୋଗରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀଙ୍କୁ ପାକିସ୍ତାନର ଦୁର୍ନିତି ନିବାରଣ ସଂସ୍ଥା (ଏନଏବି) ଗିରଫ କରିଛି । ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ମାମଲାରେ ଗିରଫ ହୋଇଛନ୍ତି ଆସିଫ ଅଲି ଜର୍ଦ୍ଦାରୀ। ଇସ୍ଲାମାବାଦ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ସମୟ…

କ୍ରିକେଟ ମହାକୁମ୍ଭ ୨୦୧୯: ବର୍ଷା କାରଣରୁ…

ସାଉଥହମ୍ପଟନ : କ୍ରିକେଟ ବିଶ୍ବକପ୍‌ ୨୦୧୯ର ୧୫ତମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଠିଜ୍‌ ମଧ୍ୟରେ ସାଉଥହମ୍ପଟନର ରୋଜବାଉଲ ଷ୍ଟାଡିୟମଠାରେ ଖେଳାଯାଉ ଅଛି। ତେବେ ବରଷା ଯୋଗୁଁ ଆଜି ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଏହା ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ…