Odisha Link
Bridging the Missing Links in Odisha

ରିଲାଏନ୍ସ ନିଜ କର୍ମଚାରୀ ଓ ତାଙ୍କ…

ମୁମ୍ବାଇ: ଦେଶର ସମସ୍ତ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଯାଇଛି । ସ୍ବାସ୍ଥ୍ୟ କର୍ମୀମାନଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା। କର୍ପୋରେଟ ସେକ୍ଟର ମଧ୍ୟ ନିଜ କର୍ମଚାରୀ ମାନଙ୍କୁ କରୋନା ଟିକା ଦେବାପାଇଁ ଆଗେଇଛି। ତେବେ ରିଲାଏନ୍ସ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣର ପୁରା ଖର୍ଚ୍ଚ ରିଲାଏନ୍ସ ବହନ କରିବ…

୩ ଗୁଣା ବଢିଲା ପ୍ଲାଟଫର୍ମ ଟିକେଟର ଦାମ୍

ନୂଆଦିଲ୍ଲୀ: ବୃଦ୍ଧି ପାଇଲା ପ୍ଲାଟଫର୍ମ ଟିକେଟର ଦାମ୍। ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍ ଟିକେଟର ଦାମ୍ । ଏହା ଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଆରମ୍ଭ କରାଯାଇଛି। ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଏବେ ୩୦ ଟଙ୍କା ଦେବାକୁ ହେବ । ୨୦୨୦ରେ କରୋନା…

ଶନିବାର ଦିନ ବନ୍ଦ ରହିବ ଅଦାଲତ

କଟକ: ଶନିବାର ଦିନ ଅଦାଲତ ବନ୍ଦ ରହିବ। କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ଉଚ୍ଚ ନ୍ୟାୟାଳୟ ଓ ଏହାର କାର୍ୟ୍ୟାଳୟ ବନ୍ଦ ରହିବ। ଏ ନେଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୨୯ରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଆଧାରରେ ଉଚ୍ଚ ନ୍ୟାୟାଳୟଙ୍କ…

ନିଦ ବଟିକା ଖାଇ ମେଡିକାଲ ଛାତ୍ର…

ସମ୍ବଲପୁର: ନିଦ ବଟିକା ଖାଇ ଛାତ୍ର ଆତ୍ମହତ୍ୟା ଉଦ୍ୟମ। ଛାତ୍ରଜଣକ ବୁର୍ଲା ଭୀମସାର ମେଡିକାଲ ପିଜି ପ୍ରଥମ ବର୍ଷର ବୋଲି ଜଣା ପଡ଼ିଛି । ସେ ମାତ୍ରାଧିକ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ପ୍ରଥମେ ତାଙ୍କୁ ବୁର୍ଲା ସେଣ୍ଟ୍ରାଲ ଆଇସିୟୁ ଓ ପରେ ବରଗଡର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ

ବରଗଡ: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ବ୍ଲକ ଅଧୀନ କଟାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭି.ଏସ୍ ମନୋଜ କୁମାର ସ୍ବାଇଁ। ସେ ମୃତ୍ୟୁକାଳୀନ ପ୍ରମାଣପତ୍ର (ଡେଥ୍‌ ସାର୍ଟିଫିକେଟ୍‌) ଦେବା ପାଇଁ ଜଣେ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ୬୦୦ ଟଙ୍କା ଲାଞ୍ଚ ମାଗୁଥିବା ବେଳେ…

ସିବିଆଇ ଆଗରେ ସିନ୍ ରିକ୍ରିଏସନ୍ କଲା…

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ସିବିଆଇ ଆଗରେ ସମସ୍ତ ଘଟଣା ବଖାଣିଛି। ଅଭିଯୁକ୍ତ ସିବିଆଇ ଆଗରେ ରିକ୍ରିଏସନ୍ କରିଛି। ତେବେ ବିବନକୁ ବାରଙ୍ଗ ଥାନାରେ ରଖାଯାଇଥିବା ବେଳେ ଏହି ପ୍ରକ୍ରିୟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ବୋଲି…

୨ଟି ହରିଣ ମୁଣ୍ଡ ଓ ଗୋଟିଏ ବାରହା ମୃତଦେହ…

ଢେଙ୍କାନାଳ : ବନ୍ୟଜନ୍ତୁ ଶିକାର କରି ସେମାନଙ୍କ ମାଂସ ବିକ୍ରି କରୁଥିବା ୨ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେମାନଙ୍କଠୁ ୩ଟି ଦେଶୀ ବନ୍ଧୁକ ଜବତ କରିଥିବାବେଳେ ଦୁଇଟି ହରିଣ ମୁଣ୍ଡ ଓ ଗୋଟିଏ ବାରହାର ମୃତଦେହ ଜବତ କରାଯାଇଛି। ଗିରଫ ଶିକାରୀ ଦୁଇ ଜଣ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆପଶିର…

ରାଜ୍ୟ ସରକାର ଯଥାଶୀଘ୍ର ଏସଇବିସି ଓ…

ଭୁବନେଶ୍ୱର: ରାଜ୍ୟ ସରକାର ଯଥାଶୀଘ୍ର ଓଡ଼ିଶାର ବହୁସଂଖ୍ୟକ ସାମାଜ ତଥା ସାମାଜିକ ଓଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଖୁବ ଶୀଘ୍ର ସମ୍ବିଧାନ ଅନୁମୋଦିତ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ…

କଟକର ସିଏମସି ‌ବିକାଶ ଭବନରେ ଅଗ୍ନିକାଣ୍ଡ

କଟକ: କଟକର ସିଏମସି ‌ ବିକାଶ ଭବନରେ ଥିବା ଷ୍ଟୋର ରୁମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶ୍ରମ ବିଭାଗ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି। ତେବେ‌ ଏହି ନିଆଁ ବିକାଶ ଭବନ ପଛପଟେ ଥିବା ଅଳିଆ ଗଦାରୁ ବ୍ୟାପିଥିବା ସୂଚନା ମିଳିଛି। ପ୍ରକାଶ ଯେ, ସିଏମସି ବିକାଶ ଭବନ ‌ଷ୍ଟୋର ରୁମରେ…

ଗୋଡ଼ଭଙ୍ଗା ଘାଟିରୁ ୩୦ ଫୁଟ ତଳକୁ ଖସିଲା…

ଆନନ୍ଦପୁର: ଗୋଡ଼ଭଙ୍ଗା ଘାଟି ତଳକୁ ଖସିଲା ଘରୋଇ ବସ । ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହେବା ସହ ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ପ୍ରକାଶ ଯେ, ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ମା ତାରିଣୀ ବସ୍ ଗୋଡ଼ଭଙ୍ଗା ଘାଟିରୁ ଓଲଟିଥିଲା। ବସଟି ୩୦ ଫୁଟ ତଳକୁ ଖସିଥିଲା। ସୂଚନା ଅନୁଯାୟୀ,…