Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ଓଡିଶାର ସିଲୁ ସାର୍‌ଙ୍କୁ…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱର ଠାରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବା ସହ ଏହି କାର୍ଯ୍ୟକ୍ରମରେ ନିଜ କାମ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଓଡ଼ିଶା…

ଲହଡିର ସୁଯୋଗ ଦେଖି ଯୁବତୀଙ୍କୁ ଜାବୁଡି…

ପୁରୀ: ବଡ ଲହଡିର ସୁଯୋଗ ଦେଖି ଯୁବତୀଙ୍କୁ ଜାବୁଡି ଧରିଲେ ଯୁବକ। ଯୁବତୀଜଣଙ୍କ ଚିତ୍କାର କରିବା ପରେ ଆଖିକାନ ବୁଜି ଦୌଡିଲେ ଯୁବକ । ଏହି ଘଟଣାଟି ପୁରୀ ସମୁଦ୍ର ବେଳାରେ ଘଟିଛି। ଏହି ଅଘଟଣଟି ଆଜି ଆଜି ଅପରାହ୍ନ ୪ଟାରେ ଘଟିଛି । ପ୍ରକାଶ ଯେ, ପୁରୀ ହୋଟେଲ୍‌ ସମ୍ମୁଖରେ ସମୁଦ୍ର ସ୍ନାନ କରୁଥିଲେ କିଛି…

ପୁଣି ଏକ ବାୟୋପିକରେ ନଜର ଆସିବେ ଶାହିଦ୍

ମୁମ୍ବାଇ : ବଲିଉଡ଼ ଅଭିନେତା ଶାହିଦ କପୁର ଖୁବ ଶୀଘ୍ର ଏକ ଭିନ୍ନ ଅବତାରରେ ନଜର ଆସୁଛନ୍ତି। ସେ ୩ ବର୍ଷ ପରେ ପୁଣି ଏକ ବାୟୋପିକରେ ନଜର ଆସିବେ। ବାୟୋପିକକୁ ନେଇ ସାଉଥ ସିନେମା ପ୍ରଡକ୍ସନ କମ୍ପାନୀ ଲାୟକା ସହ ଶାହିଦ କପୁରଙ୍କ କଥାବାର୍ତ୍ତା ଚାଲିଛି।ତେବେ ମରାଠା ଗୌରବ ରାଜା ଛତ୍ରପତି ଶିବାଜୀ…

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ସଂକଳ୍ପ ପ୍ରସ୍ତାବ ଆଣିବା ପରେ ତାହା ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଏହି ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଶ୍ରୀମନ୍ଦିରର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଭକ୍ତଙ୍କ…

ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ

ଚୌଦ୍ବାର : କଟକ ଚୌଦ୍ବାର ସ୍ଥିତ ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ। ନିଆଁ ଲିଭାରେ ୬ଟି ଦମକଳ ଗାଡି ନିୟୋଜିତ କରାଯାଇଛି। କଟକ, ଚୌଦ୍ବାର ଓ ଏଆରସିର ଦମକଳ ବାହିନୀ କର୍ମଚାରୀ କାର୍ଯ୍ୟରେ ଲାଗିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଦୀର୍ଘ ସମୟ ଧରି ନିଆଁ ଲାଗିଛି । ବର୍ତ୍ତମାନ ସୁଦ୍ଧା…

ରାଜ୍ୟରେ ଖୋଲାଯିବ ୩୦ଟି ସାଇନ୍ସ ପାର୍କ

ଭୁବନେଶ୍ୱର: ରାଜ୍ୟରେ ମୋଟ ୩୦ ଟି ସାଇନ୍ସ ପାର୍କ କରାଯିବା। ପ୍ରଥମ ପର୍ଯ୍ୟାୟରେ ୧୦ ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ଏହାସହ ଭୁବନେଶ୍ୱର ଗୋଟିଏ ସାଇନ୍ସ ପାର୍କ ରହିଛି। ଏହାସହ ୪ଟି ସ୍ଥାନରେ ସାଇନ୍ସ ପାର୍କ କରିବା…

ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକାକରଣ…

ଭୁବନେଶ୍ୱର : ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଦିଆଯିବ ଟିକା । ଏହା ବିଏମସି କମିଶନର ସୂଚନା ଦେଇଛନ୍ତି । ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ ମିଳିବ ଟିକା। ସମ୍, କିମ୍ସ, କଳିଙ୍ଗ, ବ୍ଲ ହ୍ୱିଲ୍,…

ଭିସୁଟର ୨୫ ଜଣ ଛାତ୍ରଛାତ୍ରୀ କରୋନା…

ସମ୍ବଲପୁର: କରୋନା କଟକଣା ମଧ୍ୟରେ ରାଜ୍ୟରେ ସମସ୍ତ କଲେଜ ଓ ସ୍କୁଲ ଖୋଲା ଯାଇଛି। ତେବେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି…

ଅନ୍ତର୍ଜାତୀୟ ବିମାନ ସେବା କଟକଣା ୩୧…

ନୂଆଦିଲ୍ଲୀ: ଦେଶରେ କରୋନା ପୁରି କାୟା ବିସ୍ତାର କରିବାରେ ଲାଗିଲାଣି। ଏଥି ନିମନ୍ତେ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ସେହିପରି ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଗୁଡ଼ିକ…

ଗଛ ପଡ଼ି ୭ବର୍ଷର ବାଳକ ମୃତ

ଯାଜପୁର : ଯାଜପୁର ଜିଲ୍ଲା ଯୋଡିକୂଅ ଛକ ନିକଟରେ ଅଘଟଣ ଘଟିଯାଇଛି। ବାଇକରେ ଯିବା ସମୟରେ ଗଛ ପଡ଼ି ୭ବର୍ଷର ବାଳକ ମୃତ। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପ୍ରକାଶ ଯେ, ଯାଜପୁର ଜିଲ୍ଲା ଯୋଡିକୂଅ ଛକ ନିକଟରେ ଗଛ କଟାଯାଇଥିଲା। ଠିକ୍‌ ଏହି ସମୟରେ ଅଘଟଣ ଘଟିଯାଇଛି। ଗଛ କଟା ସମୟରେ…