Odisha Link
Bridging the Missing Links in Odisha

ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲା :…

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଆଉ ଏକ ମୋଡ। ଦିଲ୍ଲୀ ପୁଲିସକୁ ମିଳିଛି ବଡ ସଫଳତା। ହତ୍ୟାକାରୀ ପ୍ରେମିକ ନିଜ ପ୍ରେମିକା ଶ୍ରଦ୍ଧାଙ୍କ ଶରୀରକୁ କାଟି ୩୫ ଖଣ୍ଡ କରି ଫିଙ୍ଗିଦେଇଥିବା ଖବର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପ୍ରେମିକ ଅଫତାବକୁ ପୁଲିସ ଗିରଫ କରିବା ପରେ…

ଭାରସାମ୍ୟ ହରାଇ ଓଲଟିଲା ବସ, ଦୁର୍ଘଟଣାରେ…

ଓଏଲ୍ ବ୍ୟୁରୋ : ଭାରସାମ୍ୟ ଅଧିକ ହେବାରୁ ଦୁର୍ଘଟଣା ଘଟିଲା। ମୟୂରଭଞ୍ଜ ଏକ ବସ ଭାରସାମ୍ୟ ହରାଇ ଓଲଟିପଡିଥିବା ବେଳେ ବସରେ ଥିବା ୨୦ ଯାତ୍ରୀ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଥିବା ବସଟି କରଞ୍ଜିଆରୁ ବାରିପଦା ଆସୁଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଏନ୍ଏଚ୍ ୧୮ କୁଳିଅଣା ବାଲିମୁଣ୍ଡୁଳି…

ମେ’ ୭ରେ ହେବ ନିଟ ପ୍ରବେଶିକା…

ଓଏଲ୍ ବ୍ୟୁରୋ : ପ୍ରକାଶ ପାଇଲା ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ) ତାରିଖ। ଆସନ୍ତା ବର୍ଷ ହେବାକୁ ଥିବା ନିଟ ପ୍ରବେଶିକା ପରୀକ୍ଷା ମେ ୭ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। JEE ମେନ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବାବେଳେ ନିଟ ପରୀକ୍ଷାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ…

ଓଡ଼ିଆ ସମେତ ୧୩ଟି ଭାଷାରେ ହେବ JEE…

ଓଏଲ୍ ବ୍ୟୁରୋ : ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ପରୀକ୍ଷାର କାର୍ଯ୍ୟ ସୂଚୀ ପ୍ରକାଶ ପାଇଛି। ଏଥର ଓଡ଼ିଆ ଭାଷାରେ JEE ମେନ ପରୀକ୍ଷା ହେବ। ଏଥିସହିତ ଆହୁରି ୧୨ଟି ଭାଷାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ସର୍ବଭାରତୀୟ ସ୍ତରରେ  ଇଂଜିନିୟରିଂ ପାଠ୍ୟକ୍ରମ…

ରାଜଧାନୀ ଭୁବନେଶ୍ୱରରେ ମଶା ମାରିବ…

ଓଏଲ୍‌ ବ୍ୟୁରୋ : ମଶାଙ୍କୁ ଦମନ କରିବା ପାଇଁ ବିଏମସିର ନୂତନ ପ୍ରୟାସ। ମଶା କାମୁଡ଼ାରେ ରାଜଧାନୀରେ ରୋଗ ସୃଷ୍ଟି ହେଉଥିବାବେଳେ ମଶା ମାନେ ଶାନ୍ତିରେ ବଂଚିବାକୁ ଦେଉନାହାନ୍ତି। ମଶାଙ୍କ ଉତ୍ପାତ ପାଇଁ ଲୋକ ମାନେ ସଞ୍ଜ ହେବା ପୂର୍ବରୁ କବାଟ ବନ୍ଦ କରି ରହୁଛନ୍ତି। ମଶାରୁ ମୁକ୍ତି ଦେବା ପାଇଁ ବିଏମସି…

ଶ୍ରୀମନ୍ଦିରକୁ ମୋବାଇଲ ଫୋନ ସମ୍ପୂର୍ଣ…

ଓଏଲ୍‌ ବ୍ୟୁରୋ : ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନେଇ ପରିଚାଳନା କମିଟି ବୈଠକ କରିଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆସନ୍ତା ଜାନୁଆରି ୧ ତାରିଖ ଠାରୁ…

ମୃତ ଆନନ୍ଦ ଟପୋ ମାମଲା : ପୁଲିସର…

ଓଏଲ୍‌ ବ୍ୟୁରୋ : ଦୀର୍ଘ ଦିନର ଆନନ୍ଦ ଟପୋ ମୃତ୍ୟୁ ମାମଲାକୁ ନେଇ ଆନନ୍ଦଙ୍କ ପରିବାର ଲୋକଙ୍କର ଅସନ୍ତୋଷ ପ୍ରକାଶ। ଡିସିପିଙ୍କୁ ଭେଟିବା ପରେ ମୃତ ଆନନ୍ଦ ଟପୋଙ୍କ ବାପା, ମା ଓ ଭାଇ କ୍ଷୋଭ ପ୍ରକାଶ କରିଛନ୍ତି। ନ୍ୟାୟ ମିଳିବା ଆଶାରେ ମୃତ ଆନନ୍ଦଙ୍କ ପରିବାର ଲୋକେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୃତ…

ସଡକ ଦୁର୍ଘଟଣା : ଟ୍ରକ ଧକ୍କାରେ ବାଇକ…

ଓଏଲ୍‌ ବ୍ୟୁରୋ : ବାଇକ ଆରୋହୀଙ୍କୁ ପଛରୁ ପିଟିଲା ଟ୍ରକ ଆଉ ଚାଲିଗଲା ଜୀବନ। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ପାଖାପାଖି, ଜୟପୁର ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବରରୁ ଜଣା ପଡିଛି। ଜଣେ ବାଇକ ଆରୋହୀଙ୍କୁ ପଛରୁ ୧୦ଚକିଆ ଟ୍ରକ ପିଟିଥିବାରୁ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଜୟପୁରର…

ଭାରତୀୟ ସେନା ହେବ ଶକ୍ତିଶାଳୀ,…

ଓଏଲ୍‌ ବ୍ୟୁରୋ : ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଲାଗିଥିବା ସଂଘର୍ଷ ପୂର୍ବରୁ ଦେଖିବାକୁ ମିଳିଥିଲା। ଭାରତୀୟ ସେନା ଚୀନକୁ କଡା ଜବାବ ଦେଇଥିବା ଖବରରୁ ଜଣା ପଡିଥିଲା। ସୂଚନା ଅନୁସାରେ ଭାରତୀୟ ସେନାର ଶକ୍ତି ବଢାଇବାକୁ ଭାରତକୁ ଆସିଯାଇଛି ଫ୍ରାନ୍ସରୁ ରାଫେଲ। ଭାରତରେ ପହଂଚି ସାରିଛି ୩୬ଟି ରାଫେଲ ଯାହାକୁ…

ଅନ୍ଧବିଶ୍ୱାସ ନେଲା ମହିଳାଙ୍କ ଜୀବନ

ଓଏଲ୍‌ ବ୍ୟୁରୋ : ଆଜିବି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରି ଲୋକଙ୍କର ମୃତ୍ୟୁ ହେଉଛି। ଡାହାଣୀ ଭୟରେ ଜଣେ ମହିଳାଙ୍କୁ ମାରି ଦିଆଯାଇଥିବା ଜଣା ପଡିଛି। ଘଟଣାଟି କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ସ୍ତ୍ରୀ ଓ ପିଲା ଦେହ ଭଲ ରହୁ ନ ଥିବାରୁ ଡାକ୍ତର ଦେଖାଇ ସୁସ୍ଥ…