Odisha Link
Bridging the Missing Links in Odisha
Browsing Category

ନିର୍ବାଚନ ୨୦୨୪

ବେଗୁନିଆରେ ବିରୋଧୀଙ୍କୁ ପାଣ୍ଡିଆନଙ୍କ…

ଓଏଲ୍‌ ବ୍ୟୁରୋ: ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ବିଜୁ ଜନତା ଦଳ ରାଜ୍ୟରେ ପୁଣି…

“ନବୀନ ବାବୁ କେବଳ ଓକେ ଓକେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ ପାଖେଇ ଆସିଲା। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ ବଦଳିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଥିପାଇଁ ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକ…

କନ୍ଧମାଳରେ କଡ଼ା ଟକ୍କର; କାହାକୁ ଭରସା…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ନାମାଙ୍କନ ପର୍ବ ଜାରି ରହିଛି। ବିଜେଡି, ବିଜେପି ପରେ…

ଓଡ଼ିଶାରେ କିଏ ହେବ ବିଜେପିର…

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ପରେ ନବରଙ୍ଗପୁର ସମାବେଶରେ ମଧ୍ୟ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବରଙ୍ଗପୁର ମଞ୍ଚରୁ ଦୃଢ଼ୋକ୍ତି ଦେଖାଇ ପିଏମ୍‌ ମୋଦି କହିଛନ୍ତି, ଓଡ଼ିଶାରେ ଏଥର ବିଜେଡି ଯିବ। ବିଜେପି ଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ଗଢ଼ାହେବ…

ନିମାପଡ଼ା: ବିଜେଡିରୁ ସାମୂହିକ ଇସ୍ତଫା…

ଓଏଲ୍‌ ବ୍ୟୁରୋ: ରୋଚକ ମୋଡ଼ରେ ନିମାପଡ଼ା ରାଜନୀତି। ବିଜେଡି ଟିକେଟ ଘୋଷଣା ହେବା ପରେ ନିମାପଡ଼ା ରାଜନୀତିରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର। ବିଜେଡି ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେବା ପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ। ଦିଲ୍ଲୀପ ନାୟକ ନିର୍ବାଚନୀ…

ନୟାଗଡ଼: ଦଳକୁ ବିଶ୍ବାସ କରୁନାହାନ୍ତି…

ନୟାଗଡ଼: ସବୁଠି ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ଏହାରି ଭିତରେ ତିନି ଦଳର ଷ୍ଟାର ପ୍ରଚାରକ ନିଜ ନିଜ ଦଳର…

ରାୟଗଡ଼ା: ରାହୁଲଙ୍କ ୫ ଗ୍ୟାରେଣ୍ଟି,…

ଓଏଲ୍‌ ବ୍ୟୁରୋ: ଆଜି ଉତ୍ତର ପ୍ରଦେଶର ରାୟବରେଲୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ। ଯାହାଫଳରେ କଂଗ୍ରେସ ସାଂସଦ ରାହୁଲଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଥିଲା। ହେଲେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାୟଗଡ଼ାରେ ଆୟୋଜିତ କଂଗ୍ରେସର ନ୍ୟାୟ ସମାବେଶ ଜନସଭାକୁ ସମ୍ବୋଧିତ…

ବଦଳିଲା ଆମେଠି ସମୀକରଣ, ୨୫ ବର୍ଷ ପରେ…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଗଡ଼ ଭାବେ ପରିଚିତ ଆମେଠିରୁ କିଏ ହେବ ପ୍ରାର୍ଥୀ ? ବିଗତ କିଛିଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କେଏଲ ଶର୍ମାଙ୍କୁ ଆମେଠି ଲୋକସଭା ଆସନ ପାଇଁ ଟିକେଟ ଦେଇଛି କଂଗ୍ରେସ। କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କୁ ରାଏବରେଲୀ ଆସନରୁ ଟିକେଟ ଦେଇଛି ଦଳ।…

ମଞ୍ଚ ପ୍ରସ୍ତୁତ, ଆଜି ରାୟଗଡ଼ା ଆସିବେନି…

ଓଏଲ୍‌ ବ୍ୟୁରୋ: ଆଜି ଉତ୍ତର ପ୍ରଦେଶର ରାୟବରେଲୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବେ କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ। ଯେଉଥିପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଛି। ନାମାଙ୍କନ ପତ୍ର ଦାଖଲ ରାହୁଲ ଆଜି କରୁଥିବାରୁ ରାୟଗଡ଼ା ଆସିବେ ନାହିଁ। ଏନେଇ କଂଗ୍ରେସ ପକ୍ଷରୁ…

ବିଧାନସଭା ନିର୍ବାଚନ: ୪୦ ନୂଆ ମୁହଁ ସହ…

ଓଏଲ୍‌ ବ୍ୟୁରୋ: ସରଗରମ ଓଡ଼ିଶା ରାଜନୀତି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଜାରି ରଖିଥିବା ବେଳେ ଶାସକ ବିଜୁ ଜନତା ଦଳ ପ୍ରଥମ ଦଳ ଭାବେ ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ୧୪୪ଟି ଆସନ ପାଇଁ ପୂର୍ବରୁ…