Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧: ଏକାଠି…

ଦଶପଲ୍ଲା: ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ। ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ। ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଛନ୍ତି କବି ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ସ୍ଥାନୀୟ କୁଆଁରିଆ ଜଳଭଣ୍ଡାର ନିକଟରେ ଅନୁଷ୍ଠିତ…

ବଢ଼ିବ ଶୀତ, ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: କିଛି ଦିନ ଲୁଚକାଳି ଖେଳିବା ପରେ ଏବେ ପୁଣି ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରି ତଳକୁ ଖସି ଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ…

କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ…

କେନ୍ଦୁଝର: କ୍ରାଇମବ୍ରାଞ୍ଚ STFକୁ ସଫଳତା। କଲରାପତରିଆ ବାଘ ଛାଲ, ୨ ହାତୀ ଦାନ୍ତ ଜବତ କରିଛି STF। କେନ୍ଦୁଝର ଆରଟିଓ ଅଫିସ ନିକଟରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରିଥିଲା। ଡିଲ୍ ବେଳେ ୩ ମିଡିଲମ୍ୟାନଙ୍କୁ ଧରିଛି STF। ଲକ୍ଷାଧିକ ଟଙ୍କାରେ ଡିଲ ହେଉଥିଲା ବାଘ ଛାଲ ଓ ହାତୀଦାନ୍ତ। ବାଘ ଛାଲ ଓ ହାତୀ…

ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନ ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଆସିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ପୁରୀ ମନ୍ଦିର ପାଖକୁ ଯାଇଥିଲେ ମଧ୍ୟ କଟକଣା ପାଇଁ ମନ୍ଦିର ଭିତରକୁ ଯାଇନଥିଲେ ନବୀନ। କେବଳ ବିକାଶମୂଳକ କାର୍ଯ୍ୟର…

ଆଜିଠାରୁ ବିଦ୍ୟାଳୟରେ ପାଠ ପଢ଼ିବେ ନବମ ଓ…

ଭୁବନେଶ୍ବର: ଦୀର୍ଘ ଦଶ ମାସ ପରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଗୋଟିଏ ଦିନରେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ସକାଳୁ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିବା…

ଫେବୃଆରୀ ୧୩ରୁ ଆଉଟରିଚ୍‌ର ସପ୍ତମ…

ଭୁବନେଶ୍ୱର: କୋରୋନା କଟକଣା ମଧ୍ୟରେ ଆସନ୍ତା ୧୩ ଓ ୧୪ ତାରିଖରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ଦେଶର ଏକମାତ୍ର ରେଡ଼ିଓ ମେଳା। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି। ସପ୍ତମ ଥର ପାଇଁ ଏହି…

ମହାନଦୀ ପାଇଁ ପୁଣି ଆନ୍ଦୋଳନ ହେବ

ଭୁବନେଶ୍ବର: ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ମମାଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ମହାନଦୀ ଟ୍ରିବ୍ୟୁନାଲ୍‌ର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩କୁ ଧାର୍ଯ୍ୟ କରାଯାଇଛି। ତେବେ କୌଣସି କାରଣରୁ ଏବେ ଏହି ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିବା ଜଣାପଡ଼ିଛି। ତେବେ ଟ୍ରିବ୍ୟୁନାଲ୍‌ରୁ…

ବନ୍ଧୁକ ଦେଖାଇ ଟ୍ୟୁସନ ଛାତ୍ରୀଙ୍କୁ…

ଶ୍ଚିନ୍ତକୋଇଲି: ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ ହୋଇଥିବା ଅଭିଯୋଗ। ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ବନ୍ଧୁକ ଦେଖାଇ ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ୨ ଜଣ ଯୁବକ। ଏମିତି ଏକ ଅଘଟଣ ଘଟିଛି ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ପଞ୍ଚାୟତରେ। କେନାଲ ବନ୍ଧରୁ ବନ୍ଧୁରୁ ଛାତ୍ରୀଙ୍କ ଅପହରଣ କରିଥିବା ଅଭିଯୋଗ…

ବସ୍‌ ସହ ହାଇଓ୍ବା ମୁହାଁମୁହିଁ ଧକ୍କା, ୭…

ଯାଜପୁର: ବସ ହସ ହାଇଓ୍ବା ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝରରୁ ଯାଜପୁର ରୋଡ଼କୁ ଆସୁଥିବା ମା ତାରିଣୀ ବସ ଏନଏଚ-୨୦ର ବନ୍ଦୀ ପେଟ୍ରୋଲ ପମ୍ଫ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପ୍ରକାଶ ଯେ, ତାରିଣୀ ମା’ ନାମକ ବସ୍ କେନ୍ଦୁଝରରୁ ଯାଜପୁର ରୋଡ଼ ଅଭିମୁଖେ…

ଇଞ୍ଚେ ବି ଜାଗା ଦେବା ପ୍ରଶ୍ନ ଉଠୁନି:…

ଭୁବନେଶ୍ବର: କୋରାପୁଟ ଏବଂ ଗଜପତିର କିଛି ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ଆଜି ଆନ୍ଧ୍ର ସିମା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଏନେଇ ମନ୍ତ୍ରୀ କହିଛନ୍ତି ଯେ, କାହାକୁ ବି ଇଞ୍ଚେ ଜାଗା ଦିଆଯିବ ନାହିିଁ। ଉକ୍ତ ଘଟଣା ନେଇ ଓଡ଼ିଶା…