Odisha Link
Bridging the Missing Links in Odisha

ଆଗକୁ ସାଧାରଣ ନିର୍ବାଚନ: ୨୦୨୪ରେ କଣ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ରାଜନୈତିକ ଦଳ ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି। ତେବେ ଏହାରି ମଧ୍ୟରେ ୨୦୨୩ ଶେଷ ହେବାକୁ ଯାଉଛି। ତେବେ ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନେଇ ଡିଜିପି ସୁନୀଲ ବଂଶଲ ଚ୍ୟାଲେଞ୍ଜିଂ ରହିବ ବୋଲି କହିଛନ୍ତି। ଡିଜିପି ସୁନୀଲ…

ଅନୁଗୁଳ ଗସ୍ତରେ ୫-ଟି ଅଧ୍ୟକ୍ଷ;…

ଓଏଲ୍‌ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇ ଗଡ଼ସନ୍ତି ମା’ ଲୋଭୀ ଠାକୁରାଣୀଙ୍କ ପୀଠରେ ମା’ଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ। ମନ୍ଦିର ଉନ୍ନତି ନେଇ କମିଟିର ଦାବିପତ୍ର ଗ୍ରହଣ କଲେ। ସାଧାରଣ ସଭାରେ ଯୋଗ ଦେବା ପୂର୍ବରୁ ଲୋକଙ୍କ ସହ…

ୟୁଜିସି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ…

ଓଏଲ୍‌ ବ୍ୟୁରୋ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ଯାହା ଏମଫିଲ ଡିଗ୍ରୀ କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଏମଫିଲ ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ନକରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏକ ବିଜ୍ଞପ୍ତି ଜାରି…

ଅନୁଗୁଳ ଗସ୍ତରେ ୫-ଟି ଅଧ୍ୟକ୍ଷ; ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇ ଗଡ଼ସନ୍ତି ମା’ ଲୋଭୀ ଠାକୁରାଣୀଙ୍କ ପୀଠରେ ମା’ଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ। ମନ୍ଦିର ଉନ୍ନତି ନେଇ କମିଟିର ଦାବିପତ୍ର ଗ୍ରହଣ କଲେ। ସାଧାରଣ ସଭାରେ ଯୋଗ ଦେବା ପୂର୍ବରୁ ଲୋକଙ୍କ ସହ…

କମୁଛି ଶୀତର ପ୍ରକୋପ: ଏବେବି ଥରୁଛି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମିଛି ଶୀତ। ହେଲେ କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ ଏବେବି କିଛି ଅଂଚଳରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।…

ଉପରମୁହାଁ କରୋନା ମିଟର: ରାଜ୍ୟରେ ଆଉ ୩…

ଓଏଲ୍‌ ବ୍ୟୁରୋ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ JN.1। ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ। ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ନିକଟରେ ଲକ୍ଷଣ କମ୍ ଅଛି। ଏହା ସହ ନୂଆ…

କାଳ ସାଜିଲା କରୋନା; ଆଉ ନାହାନ୍ତି…

ଓଏଲ୍‌ ବ୍ୟୁରୋ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଅଭିନେତା ତଥା ଡିଏମଡିକେ ପାର୍ଟିର ମୁଖ୍ୟ ବିଜୟକାନ୍ତଙ୍କ ପରଲୋକ ହୋଇଛି। ସେ କରୋନା ସଂକ୍ରମିତ ଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଥିଲେ। ନିକଟରେ ମେଡିକାଲରେ ଭର୍ତ୍ତି…

ପୁଟିନଙ୍କୁ ଭେଟିଲେ ଭାରତର ବୈଦେଶିକ…

ଓଏଲ୍‌ ବ୍ୟୁରୋ: ରୁଷିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ଭାରତର ବୈଦେଶିକ ମନ୍ତ୍ରୀ। କ୍ରେମଲିନ୍‌ରେ ପୁତିନ୍‌ ଓ ଜୟଶଙ୍କରଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି। ରୁଷିଆ ରାଷ୍ଟ୍ରପତି ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ସହ ମୋଦିଙ୍କୁ ରୁଷିଆ ଯିବା ପାଇଁ ନିମନ୍ତ୍ରଣ କଲେ। ଅର୍ଥନୈତିକ ବିକାଶ ଉପରେ ଦୁଇ ଦେଶର…

ଆଜି ୧୨ ଘଣ୍ଟିଆ ବରପାଲି ବନ୍ଦ; ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ବରପାଲି ବନ୍ଦ। ଜିଲ୍ଲା ମିଶ୍ରଣକୁ ବିରୋଧ କରି ୧୨ ଘଣ୍ଟିଆ ବରପାଲି ବନ୍ଦ କରାଯାଇଛି। ପଦ୍ମପୁର ଜିଲ୍ଲା ସହ ବରପାଲି ମିଶ୍ରଣକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି। ବରପାଲି ଓକିଲ ସଂଘ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ୍ଦ କରାଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ…

ଆହୁରି ସୁଗମ ହେବ ଗମନାଗମନ ବ୍ୟବସ୍ଥା:…

ଓଏଲ୍‌ ବ୍ୟୁରୋ: ଆହୁରି ସୁଗମ ହେବ ଗମନାଗମନ ବ୍ୟବସ୍ଥା। ଏଣିକି ଦେଢ ଘଣ୍ଟାରେ ରାଉରକେଲାରୁ ଯାଇହେବ କୋଲକତା। ରାଜ୍ୟ ସରକାରଙ୍କ ସହଯୋଗରେ ଆଜିଠୁ ରାଉରକେଲାରୁ କୋଲକତାକୁ ବିମାନ ସେବା ଆରମ୍ଭ ହେବ। ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ ହେଵ। ସପ୍ତାହରେ ୩…