Odisha Link
Bridging the Missing Links in Odisha

କୋଟିଆରେ ବଢ଼ୁଛି ମ୍ୟାଲେରିଆ; ୧୦ ଶିଶୁ…

ଓଏଲ୍‌ ବ୍ୟୁରୋ: ରାଉରକେଲାରେ ହଇଜା ଆତଙ୍କ ପରେ ଏବେ କୋରାପୁଟ ଜିଲ୍ଲାରେ ବିସ୍ତାର କରୁଛି ମ୍ୟାଲେରିଆ। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ କୋଟିଆ ଗ୍ରାମପୁଞ୍ଜରେ କାୟା ବିସ୍ତାର କରିବାରେ ଲାଗିଛି ମ୍ୟାଲେରିଆ। ଦିନକରେ ୧୦ ଜଣଙ୍କ ମ୍ୟାଲେରିଆ ରିପୋର୍ଟ ପଜିଟିଭ୍‌ ଆସିଛି। ସବୁଠୁ ବଡ଼କଥା ହେଲା ଆକ୍ରାନ୍ତ…

ପଦ୍ମପୁରକୁ ମିଳିଲା ପ୍ରଥମ ଏଡିଏମ୍

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ପଦ୍ମପୁରବାସୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି। କାରଣ ଜିଲ୍ଲା ସ୍ବପ୍ନ ସାକାର ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରରେ ପ୍ରଥମ ଏଡିଏମ୍‌ଙ୍କୁ ନିଯୁକ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ପଦବୀକୁ ଅନୁମୋଦନ କରିଛନ୍ତି ରାଇଜ ମୁଖିଆ। ୨୦୨୦ ବ୍ୟାଚ୍‌ର…

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ…

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। କିଭଳି ସୁରୁଖରୁରେ ରାଜ୍ୟରେ ନିର୍ବାଚନ ହେବ ସେଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିଛନ୍ତି। ତାଙ୍କ କାର୍ଯ୍ୟକାଳ ବୃଦ୍ଧି…

ଗୌରହରି ଦାସଙ୍କ ଦୁଇଟି ବହି ଉନ୍ମୋଚିତ

ଭୁବନେଶ୍ବର: ସାମ୍ବାଦିକତାର ବ୍ୟସ୍ତ ଜୀବନ ମଧ୍ୟରେ ବି ନିଜର ସୃଜନକୁ ଆଦୌ ଅବହେଳା କରିନାହାନ୍ତି ଗୌରହରି ଦାସ। ତାଙ୍କ ଗଳ୍ପ ଓ ଉପନ୍ୟାସରେ ସବୁବେଳେ ସେ ନୂଆକଥା କହିଛନ୍ତି, କେବେ ବି କୌଣସି କଥା ଦୋହରାଇନାହାନ୍ତି। ତେବେ ତାଙ୍କ ପାଖରେ ଉପନ୍ୟାସ ଲେଖିବାର ଯେଉଁ ଦକ୍ଷତା ଅଛି ତାହାକୁ ସେ ଏକ ମହାଉପନ୍ୟାସ…

ବିଏସ୍‌କେଓ୍ବାଇ ନବୀନ କାର୍ଡର ଶୁଭାରମ୍ଭ,…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠୁ ଓଡ଼ିଶାରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋାଜନା ନବୀନ କାର୍ଡ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଡ ଜରିଆରେ ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ ।…

ଚିନ୍ତା ବଢ଼ାଉଛି କରୋନା: ରାଜ୍ୟରେ ଆଉ ୫…

ଓଏଲ୍‌ ବ୍ୟୁରୋ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ JN.1। ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ନିକଟରେ ଲକ୍ଷଣ କମ୍ ଅଛି। ଏହା ସହ…

ୱାର୍ଡେନ୍‌ଙ୍କ ଅଧାପୋଡ଼ା ମୃତଦେହ ମିଳିବା…

ଓଏଲ୍ ବ୍ୟୁରୋ: ୱାର୍ଡେନ୍‌ଙ୍କ ଅଧାପୋଡ଼ା ମୃତଦେହ ମିଳିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ତଦନ୍ତ ଦାବି କରାଯାଇଥିବା ବେଳେ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ୍‌ ଟିମ୍ ପହଞ୍ଚିଲା। ଘଟଣାର ଅଧିକ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌। ଚନ୍ଦ୍ରପୁର ମା'ଗୃହକୁ ଯାଇ ତଦନ୍ତ କରିବ…

ମାଲକାନଗିରି ପୁଅ ଟିମ୍‌ ଇଣ୍ଡିଆ…

ଓଏଲ୍‌ ବ୍ୟୁରୋ: ଏବେ ସବୁଠି ଚର୍ଚ୍ଚାରେ ଓଡ଼ିଶା ମାଟିର ପୁଅ ସତବୀର ସିଂ ରିୟର। ପେଶାରେ ଜଣେ ସେ ଫାର୍ମାସି ଅଫିସର। ହେଲେ ଏବେ ସେ ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ହୋଇଛନ୍ତି ମାଲକାନଗିରିର ସତବୀର ସିଂ ରିୟର। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଟିମ ଇଣ୍ଡିଆର ମ୍ୟାନେଜର ପଦ…

ରାଉରକେଲାରେ ଘନକୁହୁଡ଼ିର ପ୍ରଭାବ:…

ଓଏଲ୍‌ ବ୍ୟୁରୋ: ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ଘନ କୁହୁଡି ଯୋଗୁଁ ରାଉରକେଲା ବିମାନ ବନ୍ଦରରେ ବିମାନ ସେବା ବାଧାପ୍ରାପ୍ତ। ୨ ଦିନ ହେବ ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରହିଛି। କୁହୁଡ଼ି ଯୋଗୁଁ ବିମାନ ଉଡ଼ାଣ ବନ୍ଦ ରହିଥିବା କର୍ତ୍ତୃପକ୍ଷ ସୂଚନା…

ଟ୍ରକ୍‌ ଧକ୍କାରେ କଲେଜ ଛାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ଟ୍ରକ୍‌ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଏବେ ଉତ୍ତେଜନା ସୃଷ୍ଟି ହୋଇଛି। କୁଚିଣ୍ଡା ରାସ୍ତା ପରମାଣପୁର ଛକରେ ଶବ ରଖି ରାସ୍ତାରୋକ କରାଯାଇଛି। ମୃତକ ପରମାଣପୁର କଲେଜର +୩ ତୃତୀୟ ବର୍ଷର ଛାତ୍ରୀ। ଟ୍ରକ୍‌ ଧକ୍କାରେ କଲେଜ ଛାତ୍ରୀଙ୍କ…