Odisha Link
Bridging the Missing Links in Odisha

ଓଡ଼ିଆ ସିନେମାର ସ୍ବର୍ଣ୍ଣିମ ଯୁଗ,…

ଓଏଲ୍‌ ବ୍ୟୁରୋ: ବହୁଦିନ ପରେ ଓଡ଼ିଶାରେ ଓଡ଼ିଆ ସିନେମାର ସ୍ବର୍ଣ୍ଣିମ ଯୁଗ ଫେରିଛି। ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଅଗଷ୍ଟ ୧୩ରେ ଡବଲିନ୍‌ ସାଇଣ୍ଟୋଲୋଜି କମ୍ୟୁନିଟିସେଣ୍ଟରରେ ଇତିହାସରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହୋଇଛି। ପ୍ରତୀକ୍ଷା ଚଳଚ୍ଚିତ୍ରଟି ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏବଂ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୨ ଜୀବନ

ଓଏଲ୍‌ ବ୍ୟୁରୋ: ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ସିରିଜ୍ ଦୁର୍ଘଟଣା ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, କ୍ରସର ଗୁଣ୍ଡ ବୋଝେଇ ଡମ୍ଫରକୁ ପଛପଟୁ ଟ୍ରକ…

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ…

ଓଏଲ୍‌ ବ୍ୟୁରୋ: ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଲେଜରେ ରାଗିଂ ଘଟଣା ଦେଖାଦେଇଛି। ତେବେ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର…

ଏସିଆ କପ୍‌: ରୋହିତ ଅଧିନାୟକ, ଦଳକୁ…

ଓଏଲ୍‌ ବ୍ୟୁରୋ: ଏସିଆ କପ୍‌ କ୍ରିକେଟ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍‌। କେ.ଏଲ୍ ରାହୁଲ ଓ ଶ୍ରେୟସ ଆୟାର ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟିମରେ ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର,…

ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ନେଇ ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି। ନବ ଦାସ ହତ୍ୟା ମାମଲାରେ ଗୋପାଳର ଡିସଚାର୍ଜ ପିଟିସନ ଶୁଣାଣି ଘୁଂଚି ଯାଇଛି।…

ଜନସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି:…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଥମିବାର ନା ନେଉନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ କାଲିଠୁ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର ଖୋଲାଯିବ। କ୍ୟାପିଟାଲ ହସ୍ପିଟାଲରେ କାଲିଠୁ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର ଖୋଲିବ। ଭିଡ଼…

ରାଜଧାନୀର ଜନତା ମଇଦାନରେ…

ଓଏଲ୍‌ ବ୍ୟୁରୋ: ରାଜଧାନୀର ଜନତା ମଇଦାନରେ ଫାଇଭ୍-ଟି ସଚିବଙ୍କ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜନତା ମଇଦାନରେ ଏକାଠି ହେଲେ ସରକାରୀ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ। ପାଖାପାଖି ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ଆଲୋଚନା କରିଛନ୍ତି।…

ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଥମିବାର ନା ନେଉନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏ ବର୍ଷ ଅଗଷ୍ଟ ୧୬…

ଓଡ଼ିଶା ଭିଜିଲାନ୍ସକୁ ସଫଳତା: ଦିଲ୍ଲୀରୁ…

ଓଏଲ୍‌ ବ୍ୟୁରୋ: କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଭିଯୁକ୍ତ ରମେଶ ଚନ୍ଦ୍ର ସାହୁଙ୍କୁ ଓଡିଶା ଭିଜିଲାନ୍ସ ଦିଲ୍ଲୀରୁ ଗିରଫ କରିଛି। ୭ଟି ଦୁର୍ନୀତି ମାମଲାରେ ୱାଣ୍ଟେଡ ଥିବାବେଳେ ଗତ ୨୦୧୫ରୁ ଫେରାର ଥିଲେ। ୮ ବର୍ଷ ହେବ ଫେରାର ହୋଇଥିବା…

ଦିନକ ପରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ…

ଓଏଲ୍‌ ବ୍ୟୁରୋ: ଗଡୁଛି ସମୟ ଆଉ ବଢୁଛି ହୃଦସ୍ପନ୍ଦନ। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ଇସ୍ରୋର ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହାରି ଭିତରେ ଚନ୍ଦଯାନ-୩ର ଦ୍ୱିତୀୟ ପର୍ଯ୍ୟାୟ ଡିବୁଷ୍ଟିଂ ସଫଳତାର ସହ ଶେଷ ହୋଇଛି। କକ୍ଷପଥର ଆକାର…