Odisha Link
Bridging the Missing Links in Odisha

ବନ୍ୟା ପାଣିରେ ଭାସିଗଲା ଚଳନ୍ତା କାର୍,…

ଓଏଲ୍ ବ୍ୟୁରୋ: ପାରାଦୀପ ଗଳିପୋଲରେ ବନ୍ୟା ପାଣିରେ କାର୍ ଭାସିଯାଇଥିବା ଖବର ସାମ୍ନାକୁ ଆସିଛି। ରାହାମା ବଜାର ହରିପୁର ନିକଟ ଗଳି ପୋଲରେ କାର ଭାସିଯିବା ସମୟରେ ଏକ ଗଛରେ ଲାଗିଥିଲା। ପରେ ଜଣେ ଗଛକୁ ଚଢ଼ିଗଲେ। ଅନ୍ୟ ଜଣଙ୍କ କାର୍ ଉପରେ ଚଢ଼ି ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ହେଲେ କାର୍ ଭିତରେ ଆଉ…

ପଶ୍ଚିମ ଓଡ଼ିଶାରେ ନୂଆଖାଇ ସଜବାଜ, କିଛି…

ଓଏଲ୍ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ସଜେଇ ହୋଇଛି ବିଭିନ୍ନ ଜିଲ୍ଲା। ଚଳିତ ବର୍ଷ ସେପ୍ଟେମ୍ବର ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ୁଛି। ନୂଆଖାଇ ପରଦିନ ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି। ସମ୍ବଲପୁର, ବରଗଡ଼ ଜିଲ୍ଲାରେ ୨୧ ତାରିଖ ଛୁଟି ଘୋଷଣା…

ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପ-ନିର୍ବାଚନ:…

ଓଏଲ୍ ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପନିର୍ବାଚନ ହେବା ନେଇ ଖବର ସାମ୍ନାକୁ ଆସିଛି। ଅକ୍ଟୋବର ୪ରେ ନାମାଙ୍କନ, ଯାଞ୍ଚ, ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଦରକାର ପଡ଼ିଲେ ସେହି ୪ରେ ମତଦାନ ହୋଇ ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହାଯାଉଛି। ଏନେଇ ଆସନ୍ତା ୨୬ ତାରିଖରେ ବିଧିବଦ୍ଧ…

ପୁରୀ-କୋଣାର୍କ ରାସ୍ତାରେ ମର୍ମନ୍ତୁଦ…

ଓଏଲ୍ ବ୍ୟୁରୋ: ଆଜି ପୁରୀ-କୋଣାର୍କ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଘଟଣାସ୍ଥଳରେ କାର-ମୋ ବସ୍ ଧକ୍କା ହେବା ଦ୍ୱାରା ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହା ସହ ଦୁର୍ଘଟଣାରେ ପାଖାପାଖି ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ…

ଇସ୍ରୋକୁ ଆଉ ଏକ ସଫଳତା, ବୈଜ୍ଞାନିକ ତଥ୍ୟ…

ଓଏଲ୍ ବ୍ୟୁରୋ: ମିଶନ ଆଦିତ୍ୟ ଏଲ୍-୧କୁ ନେଇ ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ଆଦିତ୍ୟ ଏଲ୍-୧ ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ସେନ୍ସରଗୁଡ଼ିକ ପୃଥିବୀଠାରୁ ୫୦,୦୦୦ କିଲୋମିଟରରୁ ଅଧିକ ଦୂରତାରେ ସୁପ୍ରା-ଥର୍ମାଲ୍ ଏବଂ ଶକ୍ତିଶାଳୀ…

ଆସନ୍ତାକାଲି ଗଣେଶ ଚତୁର୍ଥୀ, ଓଡ଼ିଶାରେ…

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିରେ ପ୍ରତିବର୍ଷ ପାଳିତ ହୁଏ ଗଣେଶ ପୂଜା। ଚଳିତବର୍ଷ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ ଗଣେଶ ପୂଜା। ଲଡ଼ୁ ପ୍ରିୟ ଗଣେଶ ଭିନ୍ନ ଭିନ୍ନ ଢଙ୍ଗରେ ତାଙ୍କର ସ୍ୱାଗତ ପାଇଁ ଆରମ୍ଭ ହୋଇଗଲାଣି ଆୟୋଜନ। ଗଣେଶଙ୍କୁ ଭୋଗ ଲାଗି କରିବା ପାଇଁ ଦେଶ…

ଘୂର୍ଣ୍ଣିବଳୟ ସକ୍ରିୟ, ଆଗାମୀ ୪୮ ଘଣ୍ଟା…

ଓଏଲ୍‌ ବ୍ୟୁରୋ: ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୩.୧ ରୁ ୫.୮ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଆଶଙ୍କା କରାଯାଉଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ତନରେ ପୁଣି ବର୍ଷା ଲାଗି…

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲା:…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲାକୁ ନେଇ ଶୁଣାଣି କରାଯାଇଛି। ଆଇଆଇଟି ମାଡ୍ରାସରୁ ନାଟମଣ୍ଡପ ବିମ୍‌ ଡିଜାଇନ ମଗାଯାଇଛି ବୋଲି ଏଏସ୍‌ଆଇ କହିଛନ୍ତି। ଏନେଇ ଏଏସ୍‌ଆଇ କର୍ତ୍ତୃ୍ପକ୍ଷ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ଏହା ପରେ ଅକ୍ଟୋବର ୧୫ ସୁଦ୍ଧା ଡିଜାଇନ ଚୂଡାନ୍ତ କରିବାକୁ…

ଛୋଟ ଅଧିବେଶନ କିନ୍ତୁ ଐତିହାସିକ: ମୋଦି

ଓଏଲ୍‌ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ସ୍ବତନ୍ତ୍ର ଅଧିବେଶନ। ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। କିଛି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ। ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ…

ଆଜି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ,…

ଓଏଲ୍‌ ବ୍ୟୁରୋ: ସ୍କୁଲ, କଲେଜକୁ ୫-ଟିରେ ସାମିଲ କରାଯାଇ ରୂପାନ୍ତରଣ କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସଭା ସମିତିରେ ଘୋଷଣା କରାଯାଉଛି। କିନ୍ତୁ ପିଲାଙ୍କ ପାଠପଢ଼ାରେ ଯେଉଁ ଶିକ୍ଷକମାନେ ମୁଖ୍ୟ ଭୂମିକା ତୁଲାଇଥାନ୍ତି, ସେମାନଙ୍କ ଆନ୍ଦୋଳନକୁ ନେଇ ରାଜ୍ୟରେ ବିଚିତ୍ର…