Odisha Link
Bridging the Missing Links in Odisha

ଓଡ଼ିଶାରେ ହେବ କି ବିଜେଡି-ବିଜେପି ମେଣ୍ଟ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଏକାସାଥିରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ। ଏଥିପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ବିଜେଡି, ବିଜେପି ଓ କଂଗ୍ରେସ ଦଳୀୟ କର୍ମୀଙ୍କୁ କରୁଛନ୍ତି ଘନ ଘନ ବୈଠକ। ଏସବୁ ମଧ୍ୟରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ…

ମେ’ ୧୫ ସୁଦ୍ଧା ପ୍ରକାଶ ପାଇବ +୨…

ଓଏଲ୍‌ ବ୍ୟୁରୋ: ମେ' ୧୫ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଗୋଟିଏ ଦିନରେ ସବୁ ରେଜଲ୍ଟ ପ୍ରକାଶ ହେବ। ଏକା ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବ। ନିର୍ବାଚନକୁ ଦେଖି ମେ’ ୧୫ ଭିତରେ…

ନବୀନ ନିବାସରେ ଭିଡ଼; ମୁଖ୍ୟମନ୍ତ୍ରୀଙ୍କୁ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ମଝିରେ ଆଉ ଏକ ମାସ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ନହୋଇଥିବା ବେଳେ ଓଡ଼ିଶା ରାଜନୀତି ସରଗରମ। ସାଧାରଣ ନିର୍ବାଚନକୁ…

ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ଅଘଟଣ:…

ଓଏଲ୍‌ ବ୍ୟୁରୋ: ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ସମ୍ପ୍ରସାରଣ କାମରେ ରଡ୍‌ ବାଇଣ୍ଡିଂ ଚାଲିଥିଲା ବେଳେ ଦୁର୍ଘଟଣା ହୋଇ ୨ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଦାମନଯୋଡ଼ି ଥାନା ପୁଲିସ ଓ ସିଆଇଏସ୍‌ଏଫ୍‌ ପହଂଚି ସ୍ତିତି ଅନୁଧ୍ୟାନ କରିଛନ୍ତି। ତେବେ ୨…

ମିଶନ ଶକ୍ତି ମହିଳାଙ୍କୁ…

ଓଏଲ୍‌ ବ୍ୟୁରୋ: ଆହୁରି ସଶକ୍ତ ହେବେ ମହିଳା। ଏସ୍‌‌ଏଚ୍‌‌ଜିଙ୍କୁ ଏମ୍‌ଏସ୍‌‌ଏମ୍‌‌ଇରେ ପରିଣତ କରି ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ମହିଳାମା‌ନେ ରୋଜଗାରକ୍ଷମ ହେଲେ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ। ସେମାନେ ଆର୍ଥିକ ଓ ସାମାଜିକ ସ୍ତରରେ କିଭଳି…

ସଡ଼କ ଦୁର୍ଘଟଣା: ଚିକିତ୍ସାଳୟରେ ଭର୍ତ୍ତି…

ଓଏଲ୍‌ ବ୍ୟୁରୋ: ତେଲକୋଇରେ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ରାସ୍ତାକଡ଼କୁ ଓଲଟିଲା ବସ୍‌। ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଛନ୍ତି। ଫୁଲଝରରୁ ପାଲଲହଡ଼ା ଯିବା ବାଟରେ ତରମାକ୍ତ ପାଖରେ ଓଲଟିଲା ବସ। ୧୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି।

ବିଧାୟକଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ:…

ଓଏଲ୍‌ ବ୍ୟୁରୋ: ବ୍ୟକ୍ତିଗତ କାରଣ ପାଇଁ ପୁଣିଥରେ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ସେ ଚର୍ଚ୍ଚାରେ। ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ…

ଓଡ଼ିଶା ସୀମାନ୍ତରେ ଏନକାଉଣ୍ଟର; ୪…

ଓଏଲ୍‌ ବ୍ୟୁରୋ: ଡିଆରଜି ଯବାନଙ୍କୁ ସଫଳତା। ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି। ୪ ମାଓବାଦୀ ନିପାତ ହୋଇଛନ୍ତି। ଯବାନଙ୍କ ଗୁଳିରେ ଜାଙ୍ଗାଲା ଥାନା ଛୋଟେ ତୁଙ୍ଗାଲି ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ଘଟଣା ପରେ ଡିଆରଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପେରସନ ଜାରି ରହିଛି। ବିପୁଳ…

ଗଗନଯାନରେ କିଏ ଯିବେ ମହାକାଶ? ନାମ ଘୋଷଣା…

ଓଏଲ୍‌ ବ୍ୟୁରୋ: ସଫଳତାର ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଇସ୍ରୋ। ଅନୁସନ୍ଧାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଇସ୍ରୋ। ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ଏହି ଅନୁସନ୍ଧାନକାରୀ ସଂସ୍ଥା। ଗଗନଯାନ ମିଶନରେ ମହାକାଶକୁ ଯିବାକୁ ଥିବା ୪…

ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା; ଟ୍ୱିଟ୍…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା। ରିପୋର୍ଟ ଅନୁସାରେ, ଓଡିଶାର ଜଙ୍ଗଲରେ ୩୦ଟି ବାଘ ଏବଂ ୮ ଛୁଆଙ୍କ ଉପସ୍ଥିତି ରହିଛି। ପୂର୍ବରୁ ୨୦ଟି ବାଘ ଥିବାବେଳେ ବର୍ତ୍ତମାନ ତାହା ୨୭କୁ ବୃଦ୍ଧି ପାଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ ଦ୍ୱାରା ଖୁସି ବ୍ୟକ୍ତ କରିଛନ୍ତି।…