Odisha Link
Bridging the Missing Links in Odisha
Browsing Tag

ଅକ୍ସିଜେନ୍

ଦିଲ୍ଲୀ ସରକାର ଅଧିକ ଅକ୍ସିଜେନ୍…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା। ଦିଲ୍ଲୀ ପାଇଁ ଅନ୍ୟ ରାଜ୍ୟରେ ଅକ୍ସିଜେନ ସଂକଟ ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ କହିଛନ୍ତି…

ସୁଗମ ଅକ୍ସିଜେନ୍ ଯୋଗାଣ ପାଇଁ ଓଡ଼ିଶା…

ଭୁବନେଶ୍ୱର: ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ନିଜର ଅଭିଜ୍ଞ କର୍ମଚାରୀଙ୍କ ସହଯୋଗରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଜରିଆରେ ସିଙ୍ଗାପୁରର ଏମ୍‌ଭି ଆନ୍ନା ମାରିଆ ଦ୍ୱାରା ୪୦ ଲିଟର ଧାରଣ କ୍ଷମତାଯୁକ୍ତ ୨୪ଟି ମେଡିକାଲ୍ ଅକ୍ସିଜେନ୍ ସିଲିଣ୍ଡର, ୫ଟି ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ଏବଂ…

ଅକ୍ସିଜେନ୍‌ କଳାବଜାରୀ କରୁଥିଲା ଖାନ୍‌…

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋଭିଡ୍‌ ସଂକ୍ରମଣ ହୁ ଡୁ ହୋଇ ବଢ଼ୁଥିବା ବେଳେ ଅକ୍ସିଜେନ୍‌ ଅଭାବ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଏଭଳି ସମୟରେ ଅକ୍ସିଜେନ୍‌ କଳାବଜାରୀ କରୁଥିବା ରେସ୍ତୋରାଁ "ଖାନ୍‌ ଚାଚା" ଉପରେ ଚଢ଼ାଉ କରି ପୁଲିସ ୯୬ଟି ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ଜବତ କରିଛି। ରେସ୍ତୋରାଁର…

ଅକ୍ସିଜେନ୍ ବିତରଣ ପାଇଁ ଟାସ୍କଫୋର୍ସ ଗଠନ…

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବହୁଳ ପରିମାଣରେ ଅକ୍ସିଜେନ ସଙ୍କଟ ମାମାଲା ସାମ୍ନାକୁ ଆସୁଛି। ଅକ୍ସିଜେନ ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଫଳରେ ଏହି ସଙ୍କଟକୁ ଦୂର କରିବା ପାଇଁ ବାରମ୍ବାର କେନ୍ଦ୍ରକୁ ତାଗିଦ କରୁଥିବା ସୁପ୍ରିମକୋର୍ଟ ବଡ଼ ପଦକ୍ଷେପ ନେଇଛନ୍ତି। ସାରା ଦେଶରେ ଅକ୍ସିଜେନ…

ନିଷ୍ଠୁର କରୋନା: ଅକ୍ସିଜେନ୍‌ ଅଭାବରୁ…

ମହାରାଷ୍ଟ୍ର: ଦେଶରେ କରୋନା ସଂକ୍ରମଣ ହାର ହୁହୁ ବଢ଼ିବାରେ ଲାଗିଛି। ଅକ୍ସିଜେନ, ଆଇସିୟୁ, ଚିକିତ୍ସା ଅଭାବରୁ ପ୍ରତିଦିନ ବହୁ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ଏହାରି ମଧ୍ୟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍ କି ଅକ୍ସିଜେନ ନମିଳିବାରୁ…

କୋଭିଡ୍‌ ରୋଗୀଙ୍କୁ ଠକି ୨ ଗିରଫ

ନୂଆଦିଲ୍ଲୀ: ରାଜଧାନୀରେ ଅମ୍ଳଜାନର ଅଭାବ ଗୁରୁତର ହୋଇଥିବା ବେଳେ ଏହାର ଫାଇଦା ନେଉଛନ୍ତି ଠକ। ଅକ୍ସିଜେନ୍‌ ପାଇଁ ବିକଳ ଲୋକଙ୍କୁ ଚଢ଼ାଦରରେ ନିଆଁଲିଭା ଗ୍ୟାସ୍‌ ବିକ୍ରି କରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ସେମାନଙ୍କ ଠାରୁ ୫ଟି ଫାୟାର୍‌ ଏକ୍‌ଷ୍ଟିଙ୍ଗୁଇସର୍‌ ସିଲିଣ୍ଡର ଜବତ…

୧ ଲକ୍ଷ ପୋର୍ଟେବଲ୍ ଅକ୍ସିଜେନ୍…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ମହାମାରୀ କରୋନା। ହୁହୁ ବଢ଼ିବାରେ ଲାଗିଛି ସଂକ୍ରମକଙ୍କ ସଂଖ୍ୟା ଯାହା କରୋନାର ଭୟାବହ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏଥିସହ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବ କାରଣରୁ ଶହ ଶହ କରୋନା ଆକ୍ରାନ୍ତ ପ୍ରାଣ ହରାଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସବୁ ଜିଲ୍ଲାରେ ହେବ ଅକ୍ସିଜେନ୍‌…

ନୂଆଦିଲ୍ଲୀ: ଦେଶର ସବୁ ଜିଲ୍ଲାରେ ଅମ୍ଲଜାନ ପ୍ରସ୍ତୁତି କାରଖାନା ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପିଏମ୍‌-କେୟାର୍ସ ଫଣ୍ଡରୁ ଏଥିପାଇଁ ଅର୍ଥ ବ୍ୟୟ କରାଯିବ। ଦେଶ ସାରା ମୋଟ ୫୫୧ଟି ପ୍ଲାଣ୍ଟ ବସିବ। ଏହି ପ୍ଲାଣ୍ଟ୍‌ ସବୁକୁ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି…

ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଉଦ୍ଧବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଉଦ୍ଧବ। ବିପଦ ସମୟରେ ସହାୟତାର ହାତ ବଢ଼ାଇ ଥିବାରୁ ନବୀନଙ୍କୁ ପ୍ରଶଂସା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ନବୀନ ମହାରାଷ୍ଟ୍ରକୁ ଅକ୍ସିଜେନ୍ ଯୋଗାଇ ଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ଉଦ୍ଧବ । ମହାରାଷ୍ଟ୍ର…

ଅକ୍ସିଜେନ୍‌ ଅଭାବରୁ ଚାଲିଗଲା ୬ ଜଣଙ୍କ…

ଭୋପାଳ: ଗୋଟିଏ ପଟେ ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ସ୍ବାସ୍ଥ୍ୟବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସୁଛି। କୋଉ ଡାକ୍ତରଖାନାରେ ବେଡ ନାଇଁତ ଆଉ କେଉଁ ଡାକ୍ତରଖାନାରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି। ଯାହାରି ଫଳରେ ଲୋକଙ୍କର ଜୀବନ ଚାଲି ଯାଉଥିବାର ଖବର ସାମ୍ନାକୁ ଆସିଛି।…