Odisha Link
Bridging the Missing Links in Odisha
Browsing Tag

ଓଡ଼ିଶା

ଆସନ୍ତା କାଲି ଓଡ଼ିଶା ଆସିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା କାଲି ଓଡ଼ିଶା ଆସିବେ ମୋଦି। ବାତ୍ୟା ୟସ୍‌ ପ୍ରଭାବରେ ଓଡିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସ୍ଥିତିି ସମୀକ୍ଷା କରିବେ। ଏହାପରେ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ…

କାଲି ଅଧା ଓଡ଼ିଶାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତାକାଲି ଅଧା ଓଡ଼ିଶାରେ ଟିକାକରଣ ବନ୍ଦ ରହିବ। ଲକଡାଉନ୍ ସମୟରେ କୋଭିଡ୍ ଟିକାକରଣ ଜାରି ରହିବ। ହେଲେ ରାଜ୍ୟକୁ କେନ୍ଦ୍ର ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ଟିକା ଦେଉନାହିଁ। ଫଳରେ ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ…

ଓଡ଼ିଶା ପାଇଁ ତିଆରି ହେଉଛି ରଣନୀତି:…

ଭୁବନେଶ୍ୱର: ଓଡ଼ିଶା ପାଇଁ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ପ୍ରସ୍ତୁତି କରୁଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳା ନେଇ ନିଜର ପ୍ରତିକ୍ରିୟା ଦେବା ଅବସରରେ ଏଭଳି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି ଯେ, ଆଶାନୁରୂପ ଫଳ ମିଳିନଥିଲେ ମଧ୍ୟ ସନ୍ତୋଷଜନକ ପ୍ରଦର୍ଶନ କରିଛୁ।…

ତତଲା କଡେଇରେ ସିଝୁଛି ଓଡ଼ିଶା, ୧୭ ସହରର…

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ତତଲା କଡେଇରେ ସିଝୁଛି ସାରା ଓଡ଼ିଶା। ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ୪୩.୨ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ସେହିପରି ରାଜଧାନୀ ଭୁବନେଶ୍ୱରରେ ୪୨.୫, ବଲାଙ୍ଗିରରେ…

ସଂଞ୍ଜିବନୀ ଯୋଗାଉଛି ଓଡ଼ିଶା,ବିଭିନ୍ନ…

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି। ଅକ୍ସିଜେନର ଅଭାବରୁ ବହୁ ଲୋକଙ୍କର ମୃତ୍ୟୁ ହେଉଛି। ଏହି ସମୟରେ ଅକ୍ସିଜେନ ସଙ୍କଟକୁ ଦୂର କରିବା ପାଇଁ ବିଭିନ୍ନ ରାଜ୍ୟକୁ ସମୟତାର ହାତ ବଢ଼ାଇଛି ଓଡ଼ିଶା। ଏପର୍ଯ୍ୟନ୍ତ ୬୭ଟି ଅକ୍ସିଜେନ ଟ୍ୟାଙ୍କର ଓଡ଼ିଶାରୁ…

୬ଟି ରାଜ୍ୟକୁ ସଞ୍ଜୀବନୀ ପଠାଇଲା ଓଡ଼ିଶା

ଭୁବନେଶ୍ୱର: ହୁ ହୁ ମାଡିବାରେ ଲାଗିଛି କରୋନା ମହାମାରୀ। ଏହାର ମୁକାବିଲା ଅକ୍ସିଜେନକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର କେତେକ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଅନ୍ୟ ରାଜ୍ୟକୁ ସହାୟତର ହାତ ବଢାଇଛି ଓଡିଶା। ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍‌ ପଠାଇଛି ଓଡ଼ିଶା। ଗତ ୨୪ ଘଣ୍ଟା…

ଅକ୍ସିଜେନ ପାଇଁ ଓଡ଼ିଶାକୁ ପ୍ରଶଂସା

ଭୁବନେଶ୍ବର: ଅକ୍ସିଜେନ ପାଇଁ ଓଡ଼ିଶାକୁ ପ୍ରଶଂସା। ଅକ୍ସିଜେନ ଯୋଗାଣ ପାଇଁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍। ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକ ବିଭିନ୍ନ ରାଜ୍ୟରେ ଅଟକା ଯାଉଛି। ନିଜ ରାଜ୍ୟରେ ଅକ୍ସିଜେନ ରଖିବାକୁ ଦିଲ୍ଲୀ ଟ୍ରକ ଅଟକ ରଖାଯାଉଛି। ଏଭଳି…

ଅଭୁଲା ଅକ୍ଟୋବର ୨୯, ମନରୁ ଲିଭିନି…

ଭୁବନେଶ୍ବର: ୨୯ ତାରିଖ..ଓଡ଼ିଶାବାସୀଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ। ଆଜି ବି ଅକ୍ଟୋବର ୨୯ କଥା ମନେ ପଡ଼ିଲେ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଯାଉଥିବ ନିଶ୍ଚୟ। ଏସବୁ ମଧ୍ୟରେ ୧୯୯୯ ମହାବାତ୍ୟାକୁ ପୁରିଛି ୨୧ ବର୍ଷ। ସେଦିନ ପ୍ରଳୟଙ୍କାରୀ ବାତ୍ୟା ରଚିଥିଲା ତାଣ୍ଡବ ଲୀଳା। ଉଜୁଡି ଯାଇଥିଲା ଜନଜୀବନ। ସେଦିନ…

ବେପାର ସୁବିଧା: ଦେଶରେ ସବା ତଳେ ଓଡ଼ିଶା,…

ଭୁବନେଶ୍ବର: ବ୍ୟବସାୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶାରେ ପ୍ରଚାର ଓ ପ୍ରମାଣ ଭିତରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଛି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍, ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ତଥା ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରୋଡ୍‌ ଶୋ ମାଧ୍ୟମରେ ଓଡ଼ିଶା ବ୍ୟାପକ ସଫଳତା ପାଇଥିବା…

ଓଡ଼ିଶାରେ ନ୍ୟୁନତମ ରୋଜଗାର କାର୍ଯ୍ୟକ୍ରମ…

ଭୁବନେଶ୍ବର: ଓଡ଼ିଶାର ଖଣିଜସମ୍ପଦ ଭରା ଜିଲ୍ଲାରେ ଗରିବ ଲୋକଙ୍କୁ ନିଶ୍ଚିତ ରୋଜଗାର ଦେବା ଲକ୍ଷ୍ୟରେ ସମାବେଶୀ ବିକାଶ ଲାଭାଂଶ (IGD) ବା ସାର୍ବଜନୀନ ନ୍ୟୁନତମ ଆୟ (UBI) କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀ ଓ ଇଷ୍ଟର ଡୁଫ୍ଲୋଙ୍କ…