Odisha Link
Bridging the Missing Links in Odisha
Browsing Tag

ତାଲିବାନ

ପଞ୍ଜଶିର ଘାଟିରେ ତାଲିବାନର ଆକ୍ରମଣ

କାବୁଲ: ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣଭାବେ ଆମେରିକା ସେନା ପ୍ରତ୍ୟାହାର ପରେ ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇଯାଇଛି। ଆଫଗାନିସ୍ତାନରେ ନିଜ ଆଧିପତ୍ୟ ବିସ୍ତାର କରିଥିବା ତାଲିବାନ ପଞ୍ଜଶିର ଘାଟି ଉପରେ ଆକ୍ରମଣ କରିଛି। ତାଲିବାନ ମଙ୍ଗଳବାର ସନ୍ଧ୍ୟାରେ ପଞ୍ଜଶିର ଘାଟିର ଏକ ଅଞ୍ଚଳରେ ଆକ୍ରମଣ କରିଛି। କିନ୍ତୁ…

ତାଲିବାନକୁ ସମର୍ଥନ ନକଲେ ୯/୧୧ ପରି…

ଇସଲାମାବାଦ: ତାଲିବାନକୁ ଖୋଲାଖୋଲି ଭାବେ ସମର୍ଥନ କରୁଛି ପାକିସ୍ତାନ। ଗତକାଲି ପାକିସ୍ତାନୀ ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫଙ୍କ ବିବୃତ୍ତିରେ ଏହାର ପ୍ରମାଣ ଦେଖିବାକୁ ମିଳିଛି। ଅବଶ୍ୟ ମୋଇଦ ପରେ ନିଜର ବିବୃତ୍ତିକୁ ବଦଳାଇ ଦେଇଛନ୍ତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ମୋଇଦ…

ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ହତ୍ୟା…

କାବୁଲ: ତାଲିବାନ ଆଫଗାନିସ୍ତାନକୁ କବଜାୂ କରିବା ପରଠୁ ଦେଶରେ ଅନିଶ୍ଚିତତା ଓ ଆତଙ୍କର ବାତାବରଣ ଲାଗି ରହିଛି। ତାଲିବାନ ଗୋଟେ ପଟେ କହା ଉପରେ ପ୍ରତିଶୋଧ ନିଆଯିବ ନାହିଁ ବୋଲି କହୁଥିବା ବେଳେ ଅନ୍ୟପଟେ ଆଜି ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛି। ସାମ୍ବାଦିକ ଜଣଙ୍କ ଆଫଗାନିସ୍ତାନର ଗରିବ ଲୋକଙ୍କ ଅଭାବ…

ଲାଡେନ ସପକ୍ଷରେ ମତ ରଖିଲା ତାଲିବାନ,…

କାବୁଲ: କୁଖ୍ୟାତ୍ ଆତଙ୍କୀ ମାଷ୍ଟରମାଇଣ୍ଡ ଓସାମା ବିନ ଲାଡେନ ସପକ୍ଷରେ ମତ ରଖିଛି ତାଲିବାନ। ଅଲକାଏଦାର ଏହି କୁଖ୍ୟାତ ଆତଙ୍କୀର ଇସାରାରେ ୯/୧୧ରେ ଆମେରିକାର ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ଭୟଙ୍କର ବିମାନ ଆକ୍ରମଣ ହୋଇଥିଲା।ଏହି କାରଣ ପାଇଁ ଆମେରିକା ଉଭୟ ତାଲିବାନ ଓ ଅଲକାଏଦ ବିରୋଧରେ ୨୦୦୧ରୁ ଯୁଦ୍ଧ…

କାଶ୍ମୀରକୁ ଭାରତଠୁ ମୁକ୍ତ କରି…

ପାକିସ୍ତାନ: ତାଲିବାନ ଆଫଗାନିସ୍ତାନକୁ କବଜା କରିବାରେ ପାକିସ୍ତାନର ହାତ ଥିବା ନେଇ ଚର୍ଚ୍ଚା ହେଉଛି। ଏହାର ମଧ୍ୟରେ ପାକିସ୍ତାନର ଏକ ଟିଭି କାର୍ଯ୍ୟକ୍ରମରେ କାଶ୍ମୀର ଓ ତାଲିବାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନର ଶାସକ ଦଳ ନେତ୍ରୀ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ତାଲିବାନୀଙ୍କୁ ସହାୟତା କରୁଛି…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଏବେ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ବହୁ ସଂଖ୍ୟକ ଲୋକେ ଦେଶ ଛାଡୁଛନ୍ତି। ଏହାରି ମଧ୍ୟରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଗାୟିକା ଆର୍ଯ୍ୟାନା ସୟିଦ୍। ତାଲିବାନକୁ ପାକିସ୍ତାନ ହିଁ ବଳ ଦେଉଥିବା ସେ କହିଛନ୍ତି।…

ତାଲିବାନର ନୂଆ ନିୟମ: ଏକାଠି ପାଠ…

କାବୁଲ: ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ପ୍ରଥମ ଫତଓ୍ବା ଜାରି କରିଛି ତାଲିବାନ। ବିଶ୍ବ ବିଦ୍ୟାଳୟରେ ପୁଅ ଓ ଝିଅମାନେ ଏକାଠି ପାଠ ପଢିପାରିବେ ନାହିଁ।ଆଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି। ନୂଆ ଫତଓ୍ବାରେ କୁହାଯାଇଛି ଯେ, ଶିକ୍ଷାନୁଷ୍ଠାନରେ ପୁଅ ଓ…

ଅଟକ ପରେ ୧୫୦ ଭାରତୀୟଙ୍କୁ ଛାଡ଼ିଲା…

କାବୁଲ: ଆଫଗାନିସ୍ତାର ରାଜଧାନୀ କାବୁଲ ଏୟାରପୋର୍ଟରେ ପ୍ରବାସୀ ଭାରତୀୟଙ୍କୁ ଏୟାରପୋର୍ଟରୁ ନେଇଯାଇଥିଲା ତାଲିବାନ। କିନ୍ତୁ ବର୍ତ୍ତମାନ ସମସ୍ତେ ସୁରକ୍ଷିତ। ସମସ୍ତ ଭାରତୀୟ ପୁଣି ଏୟାରପୋର୍ଟକୁ ଫେରୁଛନ୍ତି। ତାଲିବାନୀ ସମସ୍ତ ଲୋକଙ୍କ ପାସପୋର୍ଟ ଯାଞ୍ଚ କରିବା ପରେ ସେମାନଙ୍କୁ ଛାଡ଼ିଦେଇଥିବା ଜଣା…

ତାଲିବାନର ଆତଙ୍କରାଜ ବିରୋଧରେ ମନ୍ତବ୍ୟ…

ଗୁଜୁରାଟ: ତାଲିବାନ ଆଫଗାନିସ୍ତାନକୁ କବଜା କରି ଆତଙ୍କ ରାଜ ଚଳାଉଛି। ଏହାରି ମଧ୍ୟରେ ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆଫଗାନିସ୍ତାନରେ ତାଲିବାନ ରାଜୁତିକୁ ନେଇ ପରୋକ୍ଷରେ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତାଲିବାନ ରାଜୁତି ନେଇ ମୋଦି କହିଛନ୍ତି, ବିଶ୍ୱକୁ…

ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା…

ନୂଆଦିଲ୍ଲୀ: ଆଫଗାନିସ୍ତାନ କବଜା ପରେ ତାଲିବାନ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି। ତାଲିବାନ ଭାରତ ସହ ଚାଲିଥିବା ଆମଦାନୀ ଓ ରପ୍ତାନୀକୁ ବନ୍ଦ କରିଦେଇଛି। ଫେଡେରେସନ ଅଫ ଇଣ୍ଡିଆ ଏକ୍ସପୋର୍ଟ ସଙ୍ଗଠନର ମୁଖ୍ୟ ଡକ୍ଟର ଅଜୟ ସହାୟ ଏହା କହିଛନ୍ତି। ସମ୍ବାଦ ସରବରାହ ସଂସ୍ଥା…