Odisha Link
Bridging the Missing Links in Odisha
Browsing Tag

ଭାରତ

ଜାଇଡସ କାର୍ଡିଲା ଟିକାକୁ ଭାରତର ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ପୁଣି ଏକ ଟିକା ସାମିଲ ହୋଇଛି। ଫାର୍ମା କମ୍ପାନୀ ଜାଇଡସ କାର୍ଡିଲାର ୩ ଡୋଜ କରୋନା ଟିକାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଟିକାର ନାମ ଜାଇକୋଭି-ଡି ରଖାଯାଇଛି। ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ…

ପିଲାଙ୍କ ପାଇଁ କରୋନା ଟିକା: କ୍ଳିନିକାଲ୍…

ନୂଆଦିଲ୍ଲୀ: ୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ଉପଲବ୍ଧ ହୋଇପାରେ କରୋନା ଟିକା। ଏନେଇ କ୍ଲିନିକାଲ ଟ୍ରାଏଲ ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ମାଗିଛି ଜନସନ ଆଣ୍ଡ ଜନସନ। ଯଦି ସରକାରଙ୍କ ପକ୍ଷରୁ ଏଥିଲାଗି ଅନୁମତି ମିଳିବ ତେବେ ଦେଶରେ ଖୁବ୍ ଶୀଘ୍ର ୧୨ରୁ ୧୭ ବର୍ଷ ବୟସ୍କଙ୍କୁ ସିଙ୍ଗଲ ଡୋଜ ଟିକା ମିଳିବ।…

ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା…

ନୂଆଦିଲ୍ଲୀ: ଆଫଗାନିସ୍ତାନ କବଜା ପରେ ତାଲିବାନ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି। ତାଲିବାନ ଭାରତ ସହ ଚାଲିଥିବା ଆମଦାନୀ ଓ ରପ୍ତାନୀକୁ ବନ୍ଦ କରିଦେଇଛି। ଫେଡେରେସନ ଅଫ ଇଣ୍ଡିଆ ଏକ୍ସପୋର୍ଟ ସଙ୍ଗଠନର ମୁଖ୍ୟ ଡକ୍ଟର ଅଜୟ ସହାୟ ଏହା କହିଛନ୍ତି। ସମ୍ବାଦ ସରବରାହ ସଂସ୍ଥା…

ଆଫଗାନିସ୍ତାନ ହିନ୍ଦୁ-ଶିଖ୍‌ ନାଗରିକଙ୍କୁ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଛି।। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ଏହାପରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କରେ ବାତାବରଣ…

ଆଫଗାନିସ୍ତାନରୁ ଭାରତ ଫେରିଲେ ୧୨୯…

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଭାରତ ଫେରିଲେ ଶତାଧିକ ଯାତ୍ରୀ। କାବୁଲରୁ ୧୨୯ ଯାତ୍ରୀଙ୍କୁ ଧରି ଏୟାର ଇଣ୍ଡିଆର ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି। ଆଜି ମଧ୍ୟ କାବୁଲ ଓ ନୂଆଦିଲ୍ଲୀ ମଧ୍ୟରେ ଏୟାର ଇଣ୍ଡିଆର ବିମାନ ଚଳାଚଳ ଜାରି ରହିବ। ଏନେଇ ଏୟାର ଇଣ୍ଡିଆର ଜ‌ଣେ ଅଧିକାରୀ ପ୍ରକାଶ କରିଛନ୍ତି। କାବୁଲକୁ…

ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ଦିବସ…

ନୂଆଦିଲ୍ଲୀ: ଅଗଷ୍ଟ ୧୪ ତାରିଖକୁ ଭାରତ ବିଭୀଷିକା ଦିବସ ଭାବେ ପାଳନ କରିବ ଭାରତ। ୧୯୪୭ ମସିହାରେ ଭାରତୀୟ ଉପମହାଦେଶର ବିଭାଜନ କାଳୀନ ଯନ୍ତ୍ରଣା ଓ ଲକ୍ଷାଧିକ ବିସ୍ତାପିତଙ୍କ ସଂଘର୍ଷକୁ ମନେ ପକାଇ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି…

ଏଣିକି ଭାରତରେ ଟିକା ନେଇ ପାରିବେ ବିଦେଶୀ…

ନୂଆଦିଲ୍ଲୀ: ଏଣିକି ଟିକା ନେଇ ପାରିବେ ଭାରତରେ ରହୁଥିବା ସମସ୍ତ ବିଦେଶୀ ନାଗରିକ। କୋ ୱିନ୍ ଆପ୍ ମାଧ୍ୟମରେ ପଞ୍ଜୀକରଣ କରି କୋଭିଡ ଟିକା ନେଇପାରିବେ ବିଦେଶୀ ନାଗରିକ। ଏଥିପାଇଁ ସେମାନେ ନିଜ ପାସପୋର୍ଟକୁ ପରିଚୟ ପତ୍ର ଭାବେ ବ୍ୟବହାର କରି କୋଓ୍ୱିନ୍ ଆପରେ ପଞ୍ଜୀକରଣ କରିପାରିବେ ବୋଲି ଟ୍ବିଟ୍ କରି…

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକିରେ…

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଭାରତୀୟ ଦଳକୁ ମିଳିଛି ଆଉ ଏକ ସଫଳତା। ଭାରତ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ପେନ୍‌କୁ ୩-୦ରେ ହରାଇଛି ଭାରତ। ଦଳ ପକ୍ଷରୁ ରୂପିନ୍ଦର ପାଲ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ସିମରନଜୀତ ସିଂହ ଗୋଟିଏ ଗୋଲ୍ ଦେଇଛନ୍ତି। ମ୍ୟାଚ୍‌ର ୧୪ତମ ମିନିଟ୍‌ରେ…

ଚଳିତ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ…

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ରୌପ୍ୟ ପଦକ। ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ। ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ଜିତିଛନ୍ତି ରୌପ୍ୟ ପଦକ। ସେ ସ୍ନାଚ୍‌ରେ ୮୭ ଓ କ୍ଳିନ୍ ଆଣ୍ଡ ଜର୍କରେ ୧୧୫ କେଜି ଉଠାଇଥିଲେ। ଏହା ସହିତ ମୀରାବାଈ ଚାନୁ ଇତିହାସ…

ଭାରତକୁ ଆସିଲା ଆଉ ୩ ଟି ରାଫେଲ

ନୂଆଦିଲ୍ଲୀ: ଭାରତକୁ ଆସିଲା ଆଉ ୩ ଟି ରାଫେଲ। ବୁଧବାର ରାତି ୩ଟାରେ ଭାରତରେ ପହଞ୍ଚିଛି ୩ଟି ରାଫେଲ ଯୁଦ୍ଧ ବିମାନ। ଏହାକୁ ମିଶାଇ ଭାରତରେ ୨୪ ଟି ରାଫେଲ ବିମାନ ରହିଛି। ଏବେ ଆସିଥିବା ୩ଟି ରାଫେଲ ବିମାନକୁ ପଶ୍ଚିମବଙ୍ଗର ହାସୀମାରା ଏୟାରବେସଠାରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି। ଗତକାଲି ରାତିରେ…