Odisha Link
Bridging the Missing Links in Odisha
Browsing Tag

ଭୁବନେଶ୍ବର

ରାଜଧାନୀକୁ ଲେଉଟିଲା କରୋନା, ରାଜ୍ୟରେ…

ଭୁବନେଶ୍ବର: ରାଜଧାନୀକୁ ପୁଣି କରୋନା ଫେରିଛି। ଭୁବନେଶ୍ବରରେ ୩ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ବେଳେ ରାଜ୍ୟରେ ଆଜି ଗୋଟିଏ ଦିନରେ ୩୪ ଜଣ କରୋନା ପଜିଟିଭ୍‌ ଠାବ ହେବା ଚିନ୍ତାଜନକ ସ୍ଥିତି ଠିଆ କରିଛି। ଗତକାଲି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ଥିବା ବେଳେ ଆଜି ଏହା ୨୧୯ରେ…

ରେଡ୍‌ ଜୋନ୍‌ରେ ଭୁବନେଶ୍ବର, ଅରେଞ୍ଜ୍‌…

ଭୁବନେଶ୍ବର: ନୂଆ ଜୋନ୍‌ ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରକାଶିତ ତାଲିକାରେ ଓଡ଼ିଶାରୁ ୩ ଜିଲ୍ଲା ଲାଲ୍‌ କ୍ଷେତ୍ର (Red Zone)ରେ ଥିବା ବେଳେ ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳକୁ ଏହି ତାଲିକାରେ ସାମିଲ କରିଛନ୍ତିି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲ୍ଲା…

ଡାକ୍ତରଖାନା ଫେରାଇଦେଲା, ଘରମାଲିକ କବାଟ…

ଉଭୟ ଡାକ୍ତରଖାନା ନାମରେ ମାମଲା ରୁଜୁ ସହ ପୀଡ଼ିତାଙ୍କୁ କ୍ଷତିପୂରଣ ଦିଆଯିବା ଉଚିତ ଅମର ପଟ୍ଟନାୟକ, ସାଂସଦ ଓ ବିଜେଡି ନେତା ଭୁବନେଶ୍ବର: ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବେଳେ ଡାକ୍ତରମାନଙ୍କ ଉତ୍ସର୍ଗୀକୃତ ସେବା ଓ ତ୍ୟାଗର ପ୍ରଶଂସା ହେଉଥିବା ବେଳେ ଭୁବନେଶ୍ବରରେ ଅମାନବିକତାର ଏକ ବିକଳ ଚିତ୍ର…

୧୨୦୦ ଶ୍ରମିକଙ୍କୁ ଧରି କେରଳରୁ…

ଭୁବନେଶ୍ବର: କେରଳର ଏର୍ଣାକୁଲମ୍‌ରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିବ। ଲକ୍‌ଡାଉନ୍‌ କାରଣରୁ କେରଳରେ ଅଟକି ରହିଥିବା ୧୨୦୦ ଓଡ଼ିଆ ଶ୍ରମିକ ଏଥିରେ ରାଜ୍ୟକୁ ଫେରିବେ। ଆଜି ସଂଧ୍ୟା ୬ଟାରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ଏର୍ଣାକୁଲମ୍‌ ଜିଲ୍ଲାର ଅଲୁଭା ଷ୍ଟେସନ୍‌ରୁ ବାହାରିବ।…

ଭୁବନେଶ୍ବର: ମଲ୍‌ ଓ ମାର୍କେଟ୍‌…

ଭୁବନେଶ୍ବର: ସହରରେ ଦୋକାନ ଖୋଲିବା ନେଇ ବ୍ୟବସାୟୀଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର କିଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସମସ୍ତ ନୀତିନିୟମ ସ୍ପଷ୍ଟ କରିଛନ୍ତି ଶ୍ରୀ ଚୌଧୁରୀ। ସପିଂ ମଲ୍, ମାର୍କେଟ୍‌ କମ୍ପ୍ଳେକ୍ସ, ଏକକ ବା ବହୁ…

ଲକ୍‌ଡାଉନ୍‌ ପରେ ସକାଳ ୧୦ରୁ ସଂଧ୍ୟା ୬…

ଭୁବନେଶ୍ବର: ଲକ୍‌ଡାଉନ୍‌ ହଟିବା ପରେ ଉଡ଼ାଣ କଟକଣା ଜାରି ରହିବ। ଭୁବନେଶ୍ବର ବିମାନବନ୍ଦର ଗୋଟିଏ ମାତ୍ର ଶିଫ୍ଟ (୮ ଘଣ୍ଟା) ଖୋଲା ରହିବ। ଅର୍ଥାତ୍‌ ସକାଳ ୧୦ ଠାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବିମାନବନ୍ଦର କାର୍ଯ୍ୟକ୍ଷମ ରହିବ ଓ ସେହି ସମୟ ଭିତରେ ବିମାନ ଚଳାଚଳ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର…

ରାଜଧାନୀ ଭୁବନେଶ୍ବର ହେଲା କଣ୍ଟେନମେଣ୍ଟ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେଲା କଣ୍ଟେନମେଣ୍ଟ ମୁକ୍ତ। ଭୁବନେଶ୍ବରରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲେ। ଏବେ ଏହି ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ପ୍ରତ୍ୟାହାର କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର…

କରୋନା: ଘର ଘର ବୁଲି ବରିଷ୍ଠ ନାଗରିକଙ୍କୁ…

ଭୁବନେଶ୍ବର: କଟକ-ଭୁବନେଶ୍ବର କମିଶନରରେଟ୍‌ ପୁଲିସ ଏଠାରେ ଘର ଘର ବୁଲି ବରିଷ୍ଠ ନାଗରିକଙ୍କୁ କୋଭିଡ୍-୧୯ ବାବଦରେ ସଚେତନ କରୁଥିବାର ଦେଖିବାକୁ ମିଳିଛି। ଆଜି ସକାଳେ ଭୁବନେଶ୍ବରର ଫରେଷ୍ଟ ପାର୍କ ଅଞ୍ଚଳରେ ସ୍ଥାନୀୟ ପୁଲିସ କର୍ମଚାରୀମାନେ ଘର ଘର ବୁଲି ବୟୋଜ୍ୟଷ୍ଠ ବ୍ୟକ୍ତିମାନଙ୍କୁ ଭେଟିବା ସହ ଏକ ସୂଚନା…

ଅମାନିଆଙ୍କୁ ପାହାର: ବାଇକ୍ ଉଠାଇ ନେଲା…

ଭୁବନେଶ୍ବର: ଲକ୍‌ଡାଉନ୍‌ ନିୟମ ଅବମାନନାକାରୀଙ୍କୁ ପୋଲିସର ପାହାର। ‘କରୋନା’ ମୁକାବିଲା ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍‌ ଧରି ଆସିବାକୁ ମନା କରାଯାଇଛି। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅନେକ ଗ୍ରାହକ ବାଇକ୍ ଧରି ବଜାରକୁ ପରିବା ଓ ମାଛ,ମାଂସ କିଣିବାକୁ…

ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା…

ଭୁବନେଶ୍ବର: ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ଆଜି ରାଜଧାନୀ ଭୁବନେଶ୍ବରକୁ ୭୨ ବର୍ଷ ପୂର୍ଣ୍ଣ ହୋଇଛି। ହେଲେ ମହାମାରୀ କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍। ସାମାଜିକ ଦୂରତ୍ବ ଦୃଷ୍ଟିରୁୁ ପାଳନ ହେବନି ପ୍ରତିଷ୍ଠା ଦିବସ। ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ଏହାର ପୂର୍ବଦିନ…