Odisha Link
Bridging the Missing Links in Odisha
Browsing Tag

Arvind Kejriwal

ସରିଲା ଇଣ୍ଡିଆ ମେଣ୍ଟର ବୈଠକ;…

ଓଏଲ୍‌ ବ୍ୟୁରୋ: ୨୦୨୪ କେନ୍ଦ୍ରର ଶାସନାଧିନ ଏନଡିଏ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଦିଲ୍ଲୀରେ ଶେଷ ଇଣ୍ଡିଆ ମେଣ୍ଟର ବୈଠକ।ବୈଠକରେ ଆଗାମୀ ଲୋକସଭା ନିର୍ବାଚନରେ ସିଟ୍ ବଣ୍ଟନ, ମିଳିତ ଜନସଭା ଓ ନୂଆ କରି ରଣନୀତି କରାଯିବା ଉପରେ ଆଲୋଚନା ହୋଇଛି। ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ…

କେଜ୍ରିଓ୍ବାଲଙ୍କୁ ପୁଣିଥରେ ସମନ ଜାରି…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ କରିଛଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତାଙ୍କୁ ଡିସେମ୍ବର ୨୧ ତାରିଖରେ ଅର୍ଥାତ୍‌ ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଛି।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଓଏଲ୍‌ ବ୍ୟୁରୋ: ଆମ୍‌ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଟକା। ସୋମବାର ରାତିରେ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଆଜି ତାଙ୍କୁ…

କାଲିଠୁ ରାଜଧାନୀରେ ସ୍କୁଲ ବନ୍ଦ

ଓଏଲ୍‌ ବ୍ୟୁରୋ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିୟନ୍ତ୍ରଣ ବାହାରେ ପ୍ରଦୂଷଣ। ଏପରିକି ଗ୍ୟାସ୍‌ ଚାମ୍ବର ପାଲଟିଛି ରାଜଧାନୀ। ବଢ଼ୁଥିବା ପ୍ରଦୂଷଣର ମାତ୍ରାକୁ ଦେଖି ଦିଲ୍ଲୀ ସରକାର ନେଲେ ବଡ଼ ପଦକ୍ଷେପ। ଆସନ୍ତାକାଲିଠୁ ଅର୍ଥାତ୍‌ ନଭେମ୍ବର ୫ ତାରିଖରୁ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ କରିବା…

କରୋନା ମୃତକଙ୍କ ପରିଜନଙ୍କୁ ମିଳିବ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି। କରୋନା ମୃତକଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର। ଆର୍ଥିକ ସହାୟତା ଘୋଷଣା କରି କେଜରିଓ୍ୱାଲ କହିଛନ୍ତି, ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ଘରକୁ ସରକାରଙ୍କ…

କେଜ୍ରିୱାଲଙ୍କ ‘କୋଭିଡ୍‌ ଭେରିଆଣ୍ଟ୍‌’…

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଟ୍ୱିଟକୁ ନେଇ ବିବାଦ। ସିଙ୍ଗାପୁର ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ବାହାରିଛି ଏବଂ ତାହା ପିଲାମାନଙ୍କ ପାଇଁ ବିପଜ୍ଜନକ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦେଇଥିବା ମନ୍ତବ୍ୟକୁ…

କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା: କରୋନା…

ନୂଆଦିଲ୍ଲୀ: କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟାଏଥିସହ ମୃତକଙ୍କ ସଂଖ୍ୟା ମଧ୍ୟ ଥମୁନାହିଁ। ଏଭଳି ସମୟରେ ଅସହାୟ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି । କେଜ୍ରିୱାଲ ସରକାର କରୋନାରେ ମୃତ୍ୟୁବରଣ କରିଥିବା…

ରାଜଧାନୀରେ ହେବ ଅକ୍ସିଜେନ୍ ବ୍ୟାଙ୍କ୍

ନୂଆଦିଲ୍ଲୀ: କରୋନା ମହମାରୀ ସମୟରେ ଦେଖାଯାଉଥିବା ଅକ୍ସିଜେନ୍‌ ସଙ୍କଟକୁ ମାତ୍ ଦେବାକୁ ଅଣ୍ଟା ଭିଡିଛନ୍ତି କେଜରିୱାଲ ସରକାର। ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍‌ର ସଙ୍କଟ ଏବଂ ଡାକ୍ତରଖାନାରେ ବେଡ୍ ସମସ୍ୟା ଦୂର କରିବାକୁ ନୂଆ ଯୋଜନା ପ୍ଲାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କୋଜରୀଓ୍ୱାଲ୍। ଦିଲ୍ଲୀରେ…

ହୋମ ଆଇସୋଲେସନ ରୋଗୀଙ୍କୁ ମିଳିବ…

ନୂଆଦିଲ୍ଲୀ: ହୋମ ଆଇସୋଲେସନ ରୋଗୀଙ୍କୁ ମିଳିବ ଅକ୍ସିଜେନ ସବୁଧା। ଦିଲ୍ଲୀରେ ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କ ପାଇଁ ଏହି ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର। ଜରୁରୀ ପରିସ୍ଥିତିରେ ଘରେ ଆଇସୋଲେସନରେ ଥିବା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର। ଏହାଦ୍ୱାରା ହସ୍ପିଟାଲରେ ଭିଡ ମଧ୍ୟ କମ…

ରାଜଧାନୀରେ ମେ’୩ ଯାଏଁ ବଢ଼ିଲା…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ବିଶେଷ କରି ମୁମ୍ବାଇ, ଦିଲ୍ଲୀ ଭଳି ସହରରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୬ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏବେବି ଦିଲ୍ଲୀରେ କରୋନୋ ସ୍ଥିତି ସଙ୍କଟଜନକ ହୋଇ…