Odisha Link
Bridging the Missing Links in Odisha
Browsing Tag

bail

ଖାରଜ ହେଲା ପାଠକ ବାପ-ପୁଅଙ୍କ ଜାମିନ,…

ଭୁବନେଶ୍ୱର: ଜାମିନ ଖାରଜ ପରେ ଜେଲ ଗଲେ ପାଠକ ବାପ-ପୁଅ। ଆଜି କୋଭିଡ ପରୀକ୍ଷା ପରେପାଠକ ବାପ-ପୁଅଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ବାପ-ପୁଅ। ତେବେ ସେଠାରେ ପାଠକଙ୍କ ଓକିଲ ତାଙ୍କର ଜାମିନ ଆବେଦନ କରିଥିଲେ। ମାତ୍ର କୋର୍ଟ ପାଠକ ବାପ-ପୁଅଙ୍କର…

ଭାରତୀ ଏବଂ ହର୍ଷଙ୍କୁ ଜାମିନ

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଜାମିନ। ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଆଜି ଭାରତୀ ସିଂହ ଓ ସ୍ୱାମୀ ହର୍ଷଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବା ପରେ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ବେଲ୍‌ ମିଳିଛି। ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ଶନିବାର ଭାରତୀ…

ଡ୍ରଗ୍ସ ଲିଙ୍କ୍: ଆଜି ହୋଇପାରେ ଭାରତୀ ଓ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ୍‌ ନେଇ ବଲିଉଡର ବହୁ ବଡ ବଡ କଳାକାର ଛନ୍ଦି ହେବାରେ ଲାଗିଛନ୍ତି। ଏହି ମାମଲାରେ ଜଣାଶୁଣା ହାସ୍ୟ ଅଭିନେତା ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନସିବି ଡ୍ରଗ୍ସ ଲିଙ୍କ୍‌ ଅଭିଯୋଗରେ ଗିରଫ କରିଛି। ଭାରତୀ ସିଂ…

ଅର୍ଣ୍ଣବଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ରିପବ୍ଲିକ୍‌ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମିଳିଲା ଜାମିନ୍। ଅର୍ଣ୍ଣବଙ୍କୁ ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଆଜି ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ବାମୀ। ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ତାଙ୍କର ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତର ସ୍ୱତନ୍ତ୍ର ବେଞ୍ଚ…

ଅଶ୍ଳୀଳ ଭିଡିଓ ସୁଟ୍‌: ଗିରଫ ପରେ…

ଗୋଆ: ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କୁ ମିଳିଲା ବେଲ୍। ଗୋଆ ସମୁଦ୍ରକୂଳରେ ଅଶ୍ଲୀଳ ଭିଡିଓ ସୁଟ୍ କରିବା ନେଇ ତାଙ୍କୁ ଗିରଫ କରାଯାଇଥିଲା। ଗୋଆର ଆଗୁଡରେ ଥିବା ଏକ ରିଜୋର୍ଟରୁ ପୁନମଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ପରେ ଏବେ ତାଙ୍କୁ ଜାମିନ ମିଳିଛି। ପୁନମ୍ ଏବଂ ଏବଂ ତାଙ୍କ ସ୍ବାମୀ ସାମ୍‌ ବମ୍ବେ…

ଦୀପକ ଗୁପ୍ତାଙ୍କୁ ୩ ମାସ ଜାମିନ

ଭୁବନେଶ୍ୱର: ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଜାମିନ। ଆଜି ହାଇକୋର୍ଟ ଦୀପକଙ୍କୁ ୩ ମାସ ଅନ୍ତରୀଣ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିୟମିତ ଜାମିନ ଆବେଦନ ଖାରଜ କରି କୋର୍ଟ ଦୀପକଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଏକ କୋଟି ଟଙ୍କା ନଗଦ ଟଙ୍କା ଜମା…

ଘୁଞ୍ଚିଲା ରିୟାଙ୍କ ଜାମିନ ଶୁଣାଣି

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ ରିୟା ଚକ୍ରବର୍ତ୍ତୀ ଗତ ୧୪ ଦିନ ଧରି ଭାଇଖୋଲା ଜେଲରେ ଅଛନ୍ତି । ରିୟାଙ୍କ ବ୍ୟତୀତ ସୌଭିକକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡା ମଧ୍ୟ ୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ । ସେପଟେ ରିୟାଙ୍କ ଓକିଲ ମୁମ୍ବାଇ…

ଏହି କାରଣରୁ ରିୟାଙ୍କ ଜାମିନ ଆବେଦନ…

ମୁମ୍ବାଇ: ରିୟା ଜେଲରେ ରହିବେ ନା ବେଲ ମିଳିବ ଏନେଇ ଚର୍ଚ୍ଚା ଜୋର ଧରିଛି। ରିୟା ଏବଂ ଭାଇ ଶୋଭିକ୍ ଗତକାଲି ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଏବଂ ଆଜି ସେମାନଙ୍କ ଆବେଦନ ଶୁଣାଣି ହେବାର ଥିଲା ମାତ୍ର ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣିକୁ ଘଞ୍ଚାଇଛନ୍ତି। ରିୟାଙ୍କ…

ଆଜି ଶୁଣାଣି, ରିୟାଙ୍କୁ ମିଳିବ କି ବେଲ୍?

ମୁମ୍ବାଇ: ରିୟା ଜେଲରେ ରହିବେ ନା ବେଲ ମିଳିବ ଏନେଇ ଚର୍ଚ୍ଚା ଜୋର ଧରିଛି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ରିଆ ଓ ତାଙ୍କ ଭାଇ ସୌଭିକଙ୍କ ଜାମିନ ଶୁଣାଣି…

ରିୟାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ‌ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଛନ୍ତିି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ। ମୁମ୍ବାଇ ସେସନ କୋର୍ଟ ଆଜି ରିୟା ଚକ୍ରବର୍ତ୍ତୀ ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ…