Odisha Link
Bridging the Missing Links in Odisha
Browsing Tag

Baleswar

ମସ୍ତିଷ୍କ ଜ୍ବରରେ କନ୍ୟାଶ୍ରମର ୫ ଛାତ୍ରୀ…

ଓଏଲ୍‌ ବ୍ୟୁରୋ : ଭୟ ବଢ଼ାଇଲାଣି ମସ୍ତିଷ୍କ ଜ୍ୱର। ବାଲେଶ୍ବର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ବ୍ୟାପିଛି ମସ୍ତିଷ୍କ ଜ୍ୱର। କନ୍ୟାଶ୍ରମର ୫ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି। ଆକ୍ରାନ୍ତ ଛାତ୍ରୀମାନେ ବାଲେଶ୍ୱରର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ମସ୍ତିଷ୍କ ଜ୍ୱର…

ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ…

ଓଏଲ୍ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ସୋର ଅନ୍ତର୍ଗତ ବରଖୁରୀ ମାଧ୍ୟମିକ ବିଦ୍ୟାଳୟର ୧୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣା ପଡିଛି। ଖେଳୁଥିବା ବେଳେ ତାଙ୍କ ଛାତି ଓ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା। ପିଲାମାନେ କେଉଁ କାରଣ ପାଇଁ…

ପାଗଳା କୁକୁର କାମୁଡ଼ାରେ ୩୦ ଆହତ

ଓଏଲ୍‌ ବ୍ୟୁରୋ : ପ୍ରାତଃ ଭ୍ରମଣରୁ ପାଗଳା କୁକୁର ଆରମ୍ଭ କରିଥିଲା ଆକ୍ରମଣ। ପାଗଳା କୁକୁର କାମୁଡ଼ାରେ ୩୦ଜଣ ଆହତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୁନା ହାଟ କଂସେଇ ମହଲାରେ। ଜଣଙ୍କ ପରେ ଜଣଙ୍କୁ ଗୋଡେଇ ଗୋଡେଇ କାମୁଡିବାରେ ଲାଗିଛି ପାଗଳା କୁକୁର। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ନାବାଳକ ଡ୍ରାଇଭରକୁ ୫୭ ହଜାର ଟଙ୍କାର…

ବାଲେଶ୍ୱର: ନାବାଳକ ଟ୍ରାକ୍ଟର ଡ୍ରାଇଭରକୁ ୫୭ ହଜାର ୫୦୦ ଟଙ୍କାର ଜରିମାନା। ବାଲେଶ୍ବର ଆରଟିଓ ତରଫରୁ ଏହି ଜରିମାନା କରାଯାଇଛି। ଗାଡ଼ି ଚାଳାଇବା ନେଇ ନିର୍ଦ୍ଧାରିତ ବୟସ ହୋଇନଥିବା ଏବଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଇବା, କୃଷି କାର୍ଯ୍ୟ ପାଇଁ ପଞ୍ଜିକୃତ ହୋଇଥିବା ଟ୍ରାକ୍ଟରକୁ ବ୍ୟବସାୟରେ ବ୍ୟବହାର…

ସଡ଼କ ଦୁର୍ଘଟଣା: ବସ୍ ଓଲଟି ୨୦ରୁ…

ବାଲେଶ୍ୱର: ଓଲଟିଲା ଯାତ୍ରୀବାହୀ ବସ୍। ଭୁବନେଶ୍ୱରରୁ ଗୋପାଳପୁର ଯାଉଥିବା ଏକ ଘରୋଇ ବସ୍‌ ଓଲଟିଛି। ସୋର ଥାନା ଆଗରେ ବସ୍ ଓଲଟି ପଡିଥିବାର ସୂଚନା ମିଳିଛି। ବସ୍ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଓଲଟି ପଡିଥିବା ବସ୍‌ ନାଁ ଚକାଡୋଳା ବୋଲି ଜଣାପଡିଛି। ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ…

କୁକୁଡା ଫାର୍ମ ପଛପଟୁ ମହିଳାଙ୍କ…

ସୋର : ବାଲେଶ୍ବର ଜିଲ୍ଲା ପାଖର ପଞ୍ଚାୟତ କଳମଙ୍ଗା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରଠାରୁ ଶହେ ମିଟର ଦୂରରେ ପଡିଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ମୃତକ ହେଲେ ବାଲେଶ୍ବର ଜିଲ୍ଲା ପାଖର ପଞ୍ଚାୟତ କଳମଙ୍ଗା ଗାଁର ନରେନ୍ଦ୍ର ସାହୁଙ୍କ ସ୍ତ୍ରୀ ହେମଲତା ।…

ଗୋରୁ ଗାଡ଼ି ଓଲଟି ୩ ମୃତ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକ୍‌ଅପ୍‌ ଭ୍ୟାନ୍‌ ସହ ଧକ୍କା ପରେ ଓଲଟିଲା ଗୋରୁ ବୋଝେଇ ଟ୍ରକ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ବ୍ୟକ୍ତି ଟ୍ରକ ତଳେ ଚାପି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି ।…

ନିଆଁରେ ପୋଡିହୋଇ ମହିଳା ମୃତ

ବାଲେଶ୍ବର: ନିଆଁରେ ପୋଡି ହୋଇ ମହିଳା ମୃତ। ଏହି ଅଭାବନୀୟ ଘଟଣାଟି ସହଦେବଖୁଣ୍ଟା ଥାନା ଚନ୍ଦମାରି ପଡ଼ିଆ ଅଞ୍ଚଳରେ ଘଟିଛି। ମୃତକ ହେଲେ ବିଷ୍ଣୁ ମୋହନ ବାହାଦୂରଙ୍କ ପତ୍ନୀ ପଦ୍ମାବତୀ। ରାତି ପ୍ରାୟ ୧୦ଟା ବେଳେ ବିଷ୍ଣୁମୋହନ ପରିବାର ସହ ଶୋଇଥିଲା ବେଳେ ଘରେ ନିଆଁ ଲାଗିଥିବା ଦେଖିଥିଲେ। ୧୨ ବର୍ଷରୁ…

ଗୁଳି ମାରି ୮ କିଲୋମିଟର ଯାଏ ଗୋଡ଼ାଇଲେ…

ବାଲେଶ୍ବର: ବାଇକ ଚାଳକଙ୍କୁ ଗୁଳିକରି ଲୁଟ ଉଦ୍ୟମ। ଲୁଟେରାଙ୍କ ଗୁଳି ଚାଲଣାରେ ଜଣେ ବାଇକ ଆରୋହିଙ୍କ ଗୁଳି ବାଜିଥିଲା। ଗୁଳିମାଡ଼ରେ ଗୁରୁତର ଦୁଇଜଣଙ୍କ ମଧ୍ୟରୁ ଜଣେ କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ। ‌ତେବେ ରାଜକିଶୋରଙ୍କ ଅବସ୍ଥା…

ଏଟିଏମ୍‌ରେ କଳାକନା ବୁଲାଇଲେ ଲୁଟେରା

ବାଲେଶ୍ବର: ବାଲେଶ୍ବରେ ଦିନକୁ ଦିନ ଦୁର୍ବୃତ୍ତମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ବିଳମ୍ବିତ ରାତିରେ ଦୁଇଟି ଏଟିଏମ୍‌ ଲୁଟ ଉଦ୍ୟମ କରୁଥିଲେ ଲୁଟେରା। ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ପାଖର ସ୍ଥିତ ହିଟାଚି ଏଟିଏମ୍‌କୁ ଭାଙ୍ଗି ସବୁ ଟଙ୍କା ଲୁଟି ନେବା ପରେ ବାଗୁଡ଼ିସ୍ଥିତ ଏକ୍ସିସ୍‌…